୧,୭୦୩
ଗୋଟି ସମ୍ପାଦନା
ଟିକେ (Wikipedia python library) |
|||
ଭାରତୀୟ ଜନତା ପାର୍ଟି ସଙ୍ଘ ପରିବାରର ବିଭିନ୍ନ କ୍ଷେତ୍ରରେ ଏକ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କରିଥାଏ । ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆରଏସ୍ଏସ୍) ଉପରେ ସବୁବେଳେ ସାମ୍ପ୍ରଦାୟିକ, ପ୍ରତିକ୍ରିୟାତ୍ମକ ବୋଲି ଅଭିଯୋଗ ହୋଇଥାଏ । ତେବେ କେବଳ ଆରଏସ୍ଏସ୍ ର ସମାଲୋଚକମାନେ ଏଭଳି କହି ନଥାନ୍ତି, ଅନ୍ୟମାନେ ମଧ୍ୟ ଏପରି ଚିନ୍ତା କରିଥାନ୍ତି । କିନ୍ତୁ ସଂଘର ସ୍ଵୟଂସେବକମାନେ ଏଭଳି ସମାଲୋଚନାକୁ ଅଗ୍ରାହ୍ୟ କରିଦିଅନ୍ତି । କାରଣ ସେମାନଙ୍କ ହୃଦୟରେ କୌଣସି ଦ୍ଵନ୍ଦ ନଥାଏ ଯେ, ଆରଏସ୍ ଏସ୍ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ରାଷ୍ଟ୍ରୀୟତା ଓ ରାଷ୍ଟ୍ରୀୟ ଶକ୍ତି ବୃଦ୍ଧି ପାଇଁ ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଚରିତ୍ରକୁ ଶାଣିତ କରିବାରେ କାର୍ଯ୍ୟ କରେ । ଏବେ ଏହି ସଂଗଠନ ଏକ୍ ସନ୍ତୁଳିତ ବ୍ୟବସ୍ଥା ସହ ଦୃଢ ତଥା ଅଗ୍ରଗାମୀ କ୍ରମବର୍ଦ୍ଧିଷ୍ଣ ଦେଶପ୍ରେମୀ ସଂଗଠନରେ ପରିଣତ ହୋଇଛି। ବିଜେପିର ସମାଲୋଚକମାନେ ମଧ୍ୟ ଏହା ସ୍ଵୀକାର କରୁଛନ୍ତି ଯେ, ବିଜେପି ଏବେ ଏକ ମହାଦୃମରେ ପରିଣତ ହୋଇଛି। ଏହାର ରାଷ୍ଟ୍ରବ୍ୟାପୀ ମହାକାୟାକୁ ପ୍ରତିହତ କରିବା ଆଉ ସମ୍ଭବ ନୁହେଁ ।
ଗୋଟିଏ ରାଷ୍ଟ୍ରର ଇତିହାସ ଏହାର ଦର୍ଶନକୁ ପ୍ରତିଫଳିତ କରିଥାଏ ଏବଂ ସଂଘ ପରିବାର ଭାରତୀୟ ଇତିହାସ ସମ୍ପର୍କରେ ଏକ ସ୍ପଷ୍ଟ ଓ ତୀର୍ଯ୍ୟକ ଅବଧାରଣା ରଖିଛନ୍ତି। ଜମ୍ବୁଦ୍ଵୀପ ଭାରତ ବର୍ଷରେ ଦିନେ ଏକ ମହାନ ସଭ୍ୟତା ଗଢି ଉଠିଥିଲା। ଯାହା ଦକ୍ଷିଣାତ୍ୟରେ [[ଶ୍ରୀଲଙ୍କା]]ଠାରୁ ଆରମ୍ଭ କରି ଜାଭା, ପୂର୍ବରେ ଜାପାନ, ଉତ୍ତରରେ ତିଦ୍ଦତ ମଙ୍ଗୋଲିଆରୁ [[ଚୀନ]] ଏପରିକି ସାଇବେରିଆ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଆର୍ଯ୍ୟଭୂମୀ [[ଭାରତ]]ବର୍ଷ ହୁନ, ଶାକ ଓ ଗ୍ରୀକମାନଙ୍କ ଆକ୍ରମଣରୁ ନିଜକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିବା ବେଳେ ତୁର୍କୀମାନଙ୍କ ଇସଲାମିସକ୍ ଝଡ଼ ନିକଟରେ ଶିଥିଳ
== ଆଧାର ==
|