"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
୬୩ କ ଧାଡ଼ି:
}}
 
'''ଭଦ୍ରକ ଜିଲ୍ଲା''' [[ଓଡ଼ିଶା]]ର ଏକ ପ୍ରଶାସନିକ ଜିଲ୍ଲା । ଏହାର ନାଆଁନାମ [[ଭଦ୍ରକ]] ସହରକୁ ନେଇ ନାମିତ ହୋଇଅଛି । ୧ ଅପ୍ରେଲ ୧୯୯୩ରେ ଏହା [[ବାଲେଶ୍ଵର ଜିଲ୍ଲା]]ରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାରେ ପରିଣତ ହେଲା । ଏହାର ସର୍ବମୋଟ ଆୟତନ ୨୬୭୭ ବର୍ଗ କିମି । ଏହା ରାଜଧାନୀ [[ଭୁବନେଶ୍ଵର]] ଠାରୁ ୧୨୫ କିମି ଦୂରରେ ଅବସ୍ଥିତ ।
 
== ଭୂଗୋଳ ==
୮୪ କ ଧାଡ଼ି:
ଚରମ୍ପା ଅନ୍ତର୍ଗତ ରହଣିଆର ବଡ଼ ପୋଖରୀ ଚାରି ପାଖରେ [[ଚବିଶ ତୀର୍ଥଙ୍କର]]ଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା। ସେହି ମୂର୍ତ୍ତିଗୁଡ଼ିକ ମଧ୍ୟରୁ [[ଅଜିତନାଥ]], [[ଶାନ୍ତିନାଥ]], [[ଋଷଭନାଥ]] ଓ [[ବର୍ଦ୍ଧମାନ ମହାବୀରଙ୍କ]] ମୂର୍ତ୍ତି ବର୍ତ୍ତମାନ [[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]ରେ ସଂରକ୍ଷିତ। ତେବେ ଏ ପୋଖରୀ କୂଳରେ ଏବେ ମଧ୍ୟ [[ପାର୍ଶ୍ୱନାଥ]]ଙ୍କର ମୂର୍ତ୍ତି ଦେଖିବାକୁ ମିଳେ।<ref>ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି, ପୃଷ୍ଠା:୧୬</ref>
=== ବୌଦ୍ଧ ଧର୍ମ ===
ଭଦ୍ରକ ଅନ୍ତର୍ଗତ [[ଧାମନଗର]]ର ମୂଳନାଆଁମୂଳନାମ ଧମ୍ମନଗର। [[ଧମ୍ମ]] ହେଉଛି [[ବୌଦ୍ଧ ଧର୍ମ]]ରେ [[ଧର୍ମ]]ର ପର୍ଯ୍ୟାୟବାଚୀ। ସେ ସମୟର ପ୍ରସିଦ୍ଧ ବୌଦ୍ଧପୀଠର [[ଖଡ଼ିଆଳ]] ଅଞ୍ଚଳରୁ ସଂଗୃହିତ ବିଶାଳ [[ବୁଦ୍ଧ]]ମୂର୍ତ୍ତି ଏବେ [[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]ରେ ରହିଛି।<ref>ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି, ପୃଷ୍ଠା:୩୮</ref>
ଭଦ୍ରକର ବାଉଦପୁର ନାଁ ବୌଦ୍ଧରୁ ଆସିଛି। ଧାମନଗରର ମୁସଲମାନ ବସ୍ତିସ୍ଥିତ ମନ୍ତ୍ରବାସୁଳି ବୌଦ୍ଧଧର୍ମର ଅବଲୋକିତେଶ୍ୱର ବୋଲି କେହି କେହି ମତ ଦିଅନ୍ତି।<ref>ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି, ପୃଷ୍ଠା:୧୯</ref>
=== ମୋଗଲ ଓ ମରହଟ୍ଟା ପ୍ରଭାବ ===