"ବାଲେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
୬୯ କ ଧାଡ଼ି:
୧୭୬୩ରେ ବାଲେଶ୍ଵର ଡାନିସ ମାନଙ୍କ ଅଧିକାରରେ ଥିଲା, ତା ପରେ କମ ଗହୀର ବନ୍ଦର ପାଇଁ ଡାନିସ ମାନେ ଏହାକୁ ଆଉ ବ୍ୟବହାର ନ କରିବାକୁ ଭାବିଲେ । ଆଉ ତାପରେ ଫିରିଙ୍ଗି ମାନେ ଏଠାରେ ନିଜର ପତିଆରା ବଢେଇବାକୁ ଲାଗିଲେ ।
 
ବାଲେଶ୍ଵର ଦୁଇହଜାର ବର୍ଷର ନଗରୀ । ବହୁ ପୁରାତନ କାଳରୁ ବାଲେଶ୍ଵର ଏକ ଉନ୍ନତ ବନ୍ଦର ଥିଲା ଓ ଉତ୍କଳୀୟ ନୌବାଣିଜ୍ୟର ପେଣ୍ଠସ୍ଥଳ ଥିଲା । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବାଣାସୁରର ନାଆଁନାମ ଅନୁସାରେ ଏହାର ନାମକରଣ ହୋଇଛି ବୋଲି ବିଶ୍ଵାସ କରାଯାଇଥାଏ । ପୁରାତନ ଓଡ଼ିଆ କବି ଶିଶୁ ଶଙ୍କର ଦାସଙ୍କ ‘ଉଷାଭିଳାଷ’ କାବ୍ୟରେ ବାଣାସୁରର ଝିଅ ଓ କାବ୍ୟନାୟିକା ‘ଉଷା’ର ଜନ୍ମସ୍ଥଳୀ ଥିଲା ବାଲେଶ୍ଵର । ବାଣାସୁରର ରାଜ୍ୟ [[ସୁବର୍ଣ୍ଣରେଖା]] ଠାରୁ [[ବୈତରଣୀ]] ଯାଏଁ ବ୍ୟାପୀଥିଲା ଓ ଏହି ରାଜ୍ୟର ରାଜଧାନୀ ଥିଲା ‘ଶୋଣିତପୁର’ ଯାହା ଆଜିର [[ସୁନହଟ]] । ଭଗବାନ ଶ୍ରୀକୃଷ୍ଣ ଓ ବାଣାସୁର ମଧ୍ୟରେ ହୋଇଥିବା ଯୁଦ୍ଧ ଏହିଠାରେ ସଙ୍ଘଟିତ ହୋଇଥିଲା । <ref>[[ଆର୍ତ୍ତବଲ୍ଲଭ ମହାନ୍ତି]], ମୁଖବନ୍ଧ, ''[[ଉଷାଭିଳାଷ]]'', [[ଶିଶୁ ଶଙ୍କର ଦାସ]]</ref>ଏଠାରେ କଳା ଓ ବାଣିଜ୍ୟର ସମାଗମ ଘଟିଥିଲା। [[ଓଡ଼ିଆ ସାହିତ୍ୟ]]ର ବହୁ ସମକାଳୀନ କବି ଓ ଲେଖକଙ୍କର ଜନ୍ମ ଏହିଠାରେ ହୋଇଅଛି । ଏହାର ପୁରାତନ ନାଆଁନାମ “କୋଶମ୍ବ” ଥିଲା ବୋଲି ଗ୍ରୀକ ଭୌଗଳିକ ଟଲେମି ତାଙ୍କ ବହିରେ ଲେଖିଛନ୍ତି । ଏହାଛଡ଼ା ‘ପିପିଲି ବନ୍ଦର’ ଓଡ଼ିଆ [[ସାଧବ]] ପୁଅ ମାନଙ୍କ ବିଦେଶ ବେପାର ବଣିଜ କାଳରେ ଏକ ପ୍ରମୁଖ ବନ୍ଦର ଥିଲା । [[ଖରିଦପିପ୍ପଳ]], [[ଝାଡ଼ପିପ୍ପଳ]] ଭଳି ଗାଆଁ ସବୁ ଏହି ନାଆଁରୁନାମରୁ ଆସିଅଛି । ନବମରୁ ୧୨ସ ଶତାବ୍ଦୀମଧ୍ୟରେ ଯେଉଁ ନାଥ[[ସିଦ୍ଧ]] ଚାରଣ କବିମାନେ [[ଚର୍ଯାଗୀତିକା]] ରଚନା କରି ଓଡ଼ିଆ ସାହିତ୍ୟର ମୂଳଦୁଆ ପକାଇଥିଲେ ଯାହା କ୍ରମେ [[ବଙ୍ଗଳା ଭାଷା|ବଙ୍ଗଳା]], [[ଅସିମିୟା ଭାଷା|ଅସିମିୟା]] ଭାଷା ସାହିତ୍ୟକୁ ପୁଷ୍ଟ କରିଥିଲା ସେମାନଙ୍କ ମଧ୍ୟରୁ କେତେକଙ୍କ ଜନ୍ମ ବାଲେଶ୍ଵରରେ ହୋଇଥିଲା ।<ref name="Prahlad Mohanty"> ପ୍ର. ପ୍ରହଲାଦ ଚରଣ ମହାନ୍ତି</ref> ଏହାଛଡ଼ା ପୁରୀ ଗୋବର୍ଦ୍ଧନ ମଠର ଦଶମ ଶଙ୍କରାଚାର୍ଯ୍ୟ ତଥା ଭାଗବତର ଟୀକାକାର [[ଶ୍ରୀଧର ସ୍ଵାମୀ]] ଓ ବିକ୍ଷାତ ଦାର୍ଶନିକ [[ବଳଦେବ ବିଦ୍ୟାଭୂଷଣ]] ଏଠାରେ ଜନ୍ମ ନେଇଥିଲେ ଏହିଠାରେ ଜନ୍ମ ନେଇଥିଲେ ।।<ref name="Prahlad Mohanty" />
 
ରୀତିଯୁଗର ପ୍ରଥିତଯଶା କବି [[ଦୀନକୃଷ୍ଣ ଦାସ]] ବାଲେଶ୍ଵରର [[ରାଇବଣିଆ]]ରେ ଥିବା [[ମୁଣତୁଣିଆ]] ଗାଆଁରେ ଜନ୍ମଲଭ କରିଥିଲେ । ତାଙ୍କର ‘ରସକଲ୍ଲୋଳ’, ‘ରସବିନୋଦ’ ଓଡ଼ିଆ କାବ୍ୟଧାରାର ଏକ ମହାନ କୃତି । ସେହି ସମୟରେ [[ଖୁଲୁଡ଼ା]] ଠାରେ କବି କେଶବ ଚନ୍ଦ୍ର ଚଣ୍ଡ ମଧ୍ୟ ଓଡ଼ିଆ ସାହିତ୍ୟକୁ ନିଜ ରଚନାରେ ପୁଷ୍ଟ କରିଅଛନ୍ତି । କବିବର [[ରାଧାନାଥ ରାୟ]], ବ୍ୟାସକବି [[ଫକୀର ମୋହନ ସେନାପତି]] ଓ [[ଅବିଭକ୍ତ ବାଲେଶ୍ଵର ଜିଲା]] ଓ ଏବେକାର [[ଭଦ୍ରକ ଜିଲା]]ର ମହାନ କବି କାନ୍ତକବି [[ଲକ୍ଷ୍ମୀକାନ୍ତ ମହାପାତ୍ର]], ଚାରଣ କବି [[ବାଞ୍ଛାନିଧି]], [[ଚିନ୍ତାମଣି]], [[କୃଷ୍ଣକାନ୍ତ]], [[ପଦ୍ମଚରଣ]] ପ୍ରମୁଖଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଅନେକ ।
୯୫ କ ଧାଡ଼ି:
ନୁଆ ବଜାର, ମୋତିଗଞ୍ଜ, ବିବେକାନନ୍ଦ ମାର୍ଗ, ଫକିରମୋହନ ଗୋଲେଇ, ଷ୍ଟେସନ ଛକ, ଆଇଟିଆଇ ଛକ, କଚେରି ବଜାର, ନୁଆସାହି ଆଦି ଏଠାକାର ବେପାର ବଣିଜର ମୁଳ ।
 
ବାଲେଶ୍ଵରର '''[[ଜଉ କଣ୍ଢେଇ]]''' ବିରଳ, କୋଟିକମ କରା ଓ ନାଆଁକରାନାମକରା
 
ଓଡ଼ିଶାର କଳା, ସାହିତ୍ୟ, ଚଳଣି, ଖାଇବା ପିଇବା, ଚାଷବାସ ଓ କଳକାରଖାନାର ବିକାଶରେ ବାଲେଶ୍ଵର ଏକ ମୁଖ୍ୟ ସ୍ଥାନ ଗ୍ରହଣ କରିଅଛି ।
୧୧୬ କ ଧାଡ଼ି:
 
[[ଫାଇଲ:Bhujakhiapir.jpg|thumb|right|300px|[[ଭୁଜାଖିଆ ପିର]]]]
* ଭୁଜାଖିଆ ପିର: [[ସୁନହଟ]]ରେ ଥିବା [[ଭୁଜାଖିଆ ପିର]] ହିନ୍ଦୁ ଓ ମୁସଲିମ ମାନଙ୍କ ଏକତାର ପ୍ରତିରୂପ । ଆସ୍ଥାନା ସରିଫ ହଜରତ ପିରବାବା ଏଠାରେ ହଇଜା ରୋଗିଙ୍କର ସେବା ପାଇଁ ଆସିଥିଲେ, ତାଙ୍କ ପରେ ଏହା ଏକ ତିରିଥଭୂଇଁ ପାଲଟି ଯାଇଛି, ବାଲେଶ୍ଵରି ଲୋକ ଭାସାରେ [[ଭୁଜା]]ର ଅର୍ଥ [[ମୁଢ଼ି଼]], ବାବାଙ୍କର ମୁଢ଼ି଼ରେ ଥିଲା ଭାରି ସରଗ, ଆଉ ସେଇଠି ପାଇଁ ଏ ଜାଗାର ନାଆଁନାମ ଭୁଜାଖିଆ ପିର ।
 
* '''ଗାନ୍ଧି ସ୍ମୃତି ଭବନ''': ଏହା ସହର ଉପକଣ୍ଠରେ ଥିବା ଏକ ପୁରୁଣା ସଭା ଭବନ ଯେଉଁଠାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ ।
୧୨୨ କ ଧାଡ଼ି:
 
* [[ତାଳସାରି]] ଠାରେ ବାଲେଶ୍ଵରର ଆଉ ଏକ ସୁନ୍ଦର ବେଳାଭୂଇଁ ଅଛି ।
* [[ପୁରୀ]], ବାରିପଦା ଓ କୋରାପୁଟ ପରେ [[ନୀଳଗିରି]]ର [[ଜଗନାଥ ମନ୍ଦିର]] ରଥଯାତ୍ରା ଭାରି ନାଆଁକରାନାମକରା
* [[ଧାମରା]] ବାଲେଶ୍ଵର ଭୂଇଁର ଆଉ ଏକ ସୁନ୍ଦର ବନ୍ଦର ଓ ଗୋଳାବାରୁଦ ପରଖ ପାଇଁ ଜଣାଶୁଣା ।
* [[ଭୁଷଣ୍ଡେଶ୍ଵର]]ଠାରେ ରହିଛି [[ଏସିଆ]]ର ସବୁଠୁ ବଡ଼ ଶିବଲିଙ୍ଗ ।
"https://or.wikipedia.org/wiki/ବାଲେଶ୍ୱର"ରୁ ଅଣାଯାଇଅଛି