"ବାଜି ରାଉତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
୧୯ କ ଧାଡ଼ି:
 
== ପରିବାର ==
ତାଙ୍କର ବାପା "ହରି ରାଉତ"ଙ୍କୁ ସେ ବାଲ୍ୟକାଳରୁ ହରାଇଥିଲେ । ପିତୃହୀନ ବାଜିଙ୍କୁ ତାଙ୍କ ମାଆଙ୍କ ଅତ୍ୟନ୍ତ କଷ୍ଟରେ ପ୍ରତିପାଳନ କରିଥିଲେ । ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବ ମାନଙ୍କ ଉପରେ ଅତ୍ୟାଚାର କରୁଥିବାର ସେ ଅନୁଭବ କରିଥିଲେ । ପରେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ (ବୀର ବୈଷ୍ଣବ ନାଆଁରେନାମରେ ଜଣାଶୁଣା) ଯେତେବେଳେ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ ସେତେବେଳେ ବାଜି ସେହି କୋମଳ ବୟସରେ ସେଥିରେ ଯୋଗ ଦେଇଥିଲେ ।
 
ସେ ଇଂରେଜ ମାନଙ୍କୁ ଡଙ୍ଗାରେ ନଦୀ ପାରିକରିବାକୁ ମନା କରି ସେମାନଙ୍କ ହାତରେ ଜୀବନ ଦେଇଥିଲେ ।
 
== ତାଙ୍କ ଉପରେ କବିତା ==
ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] କବି [[ସଚି ରାଉତରା]] ତାଙ୍କ ସ୍ମୃତିରେ "ବାଜି ରାଉତ" ନାଆଁରେନାମରେ ଏକ କବିତା ଲେଖିଥିଲେ ଯାହା ତାଙ୍କର ଦେଶ ଓ ଜାତି ପାଇଁ ବଳିଦାନକୁ ମନେପକାଇଥାଏ ।
{{Rquote|left|ନୁହେଁ ବନ୍ଧୁ ନୁହେଁ ଏହା ଚିତା </br>ଏ ଦେଶ ତିମିର ତଳେ ଏ ଅଲିଭା ସଳିତା|(କବିତା: ବାଜି ରାଉତ) ସଚି ରାଉତରା}}
{{clear}}