"ଦାରିଦ୍ର୍ୟ ରୋଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ fixing dead links
ଟିକେ Wikipedia python library
୬୬ କ ଧାଡ଼ି:
ମହିଳା ଓ ଶିଶୁମାନଙ୍କୁ ସିସ୍ଟୋସୋମିଆସିସ୍ ଅଧିକ ହୁଏ ଯାହା ଫଳରେ ସେମାନଙ୍କର ଏଚ୍.ଆଇ.ଭି. ସଙ୍କଟ ଅଧିକ ହୁଏ । ମହିଳା ଓ ଶିଶୁମାନେ ଘର ପାଖରେ ଥିବା ଅପମିଶ୍ରିତ ଜଳରେ ଗାଧୋଇବା, ଲୁଗା ଧୋଇବା, ପହଁରିବା ଓ ଘରୋଇ ବ୍ୟବହାର କରୁଥିବାରୁ ସେମାନଙ୍କର ସିସ୍ଟୋସୋମିଆସିସ୍ ସଙ୍କଟ ଅଧିକ ରହେ । ସିସ୍ଟୋସୋମିଆସିସ ଥିବା ମହିଳାମାନେ ତିନି ଗୁଣ ଅଧିକ ଏଚ୍.ଆଇ.ଭି. ସଂକ୍ରମିତ ହୁଅନ୍ତି<ref name=Kjetland06>{{cite journal |author=Kjetland EF |title=Association between genital schistosomiasis and HIV in rural Zimbabwean women |journal=AIDS |volume=20 |issue=4 |pages=593–600 |year=2006 |month=February |pmid=16470124 |doi=10.1097/01.aids.0000210614.45212.0a |url=http://meta.wkhealth.com/pt/pt-core/template-journal/lwwgateway/media/landingpage.htm?doi=10.1097/01.aids.0000210614.45212.0a |author-separator=, |author2=Ndhlovu PD |author3=Gomo E |display-authors=3 |last4=Mduluza |first4=Takafira |last5=Midzi |first5=Nicholas |last6=Gwanzura |first6=Lovemore |last7=Mason |first7=Peter R |last8=Sandvik |first8=Leiv |last9=Friis |first9=Henrik}}</ref>।
<br />
ମହିଳାମାନେ ସଂକ୍ରମିତ ଉପକରଣ ଓ ଛୁଞ୍ଚି ସଂସ୍ପର୍ଶରେ ଅଧିକ ଆସନ୍ତି । ଗର୍ଭାବସ୍ଥା ଓ ଅନ୍ୟ ସ୍ଵାସ୍ଥ୍ୟ ସମସ୍ୟା ସମୟରେ ଅଣ-ବିଶୋଧିତ ଛୁଞ୍ଚିରେ ଇଞ୍ଜେକସନ ନିଅନ୍ତି । ପରିସଂଖ୍ୟାନ ଅନୁଯାୟୀ ଛୁଞ୍ଚି ଯୋଗୁ ୫ ରୁ ୧୦% ଏଚ୍.ଆଇ.ଭି. ହେଉଥିବା ଜଣା ପଡିଲେପଡ଼ିଲେ ମଧ୍ୟ ତାହା ଠାରୁ ବହୁତ ଅଧିକ ହେବା ସମ୍ଭାବନା ଅଛି<ref>{{cite journal |author=Drucker E, Alcabes PG, Marx PA |title=The injection century: massive unsterile injections and the emergence of human pathogens |journal=Lancet |volume=358 |issue=9297 |pages=1989–92 |year=2001 |month=December |pmid=11747942 |doi=10.1016/S0140-6736(01)06967-7 |url=http://linkinghub.elsevier.com/retrieve/pii/S0140-6736(01)06967-7}}</ref> । ଏଚ୍.ଆଇ.ଭି ପଜିଟିଭ ମହିଳା ମାନଙ୍କର ସ୍ଵାମୀଙ୍କୁ ପରୀକ୍ଷା କଲାବେଳେ ଜଣା ପଡିଛିପଡ଼ିଛି ପ୍ରାୟ ଅର୍ଧେକ ମହିଳା ମାନଙ୍କର ସ୍ଵାମୀ ଏଚ୍.ଆଇ.ଭି. ନେଗେଟିଭ ଅଛନ୍ତି<ref name=Gisselquist07>{{cite journal |author=Gisselquist, David; Potterat, John J.; Salerno, Lilian |title=Injured and Insulted: Women in Africa Suffer from Incomplete Messages about HIV Risks |journal=Horn of Africa Journal of AIDS |volume=4 |issue=1 |pages=15–8 |year=2007 |doi= |url=}}</ref> । ଏଥିରୁ ଜଣାଯାଏ ଯୌନ ସମ୍ପର୍କ ବ୍ୟତିରେକ ଅନ୍ୟ ମାଧ୍ୟମ ଦ୍ଵାରା ରୋଗ ସଂକ୍ରମିତ ହୁଏ । କିନ୍ତୁ ଏହି ମହିଳାମାନେ ଦୋଚାରୁଣୀ ଦୋଷରେ ପରିବାର ଓ ଗୋଷ୍ଠୀ ଦ୍ଵାରା ଦଣ୍ଡିତ ହୁଅନ୍ତି ।<br />
=== ମାନବିକ ଦକ୍ଷତା ===
ଏଚ୍.ଆଇ.ବି. ସଂକ୍ରମିତ ହେଲେ ମାନବିକ କର୍ମ ଦକ୍ଷତା ହ୍ରାସ ପାଏ, ତେଣୁ ରୋଜଗାର କମିଯାଏ<ref>Hsu, Jean W-C., Paul B. Pencharz, Dereck Macallan, and Andrew Tomkins. 2005 "Macronutrients and HIV/AIDS: A Review of Current Evidence." Presented April 2005 for the Consultation on Nutrition and HIV/AIDS in Africa: Evidence, lessons and recommendations for action.</ref> । ରୋଜଗାର କମିଲେ ଖାଦ୍ୟ କମିଯାଏ ଓ ପୁଷ୍ଟିହାନୀ ହୁଏ । ପିଲାମାନେ ପରୋକ୍ଷରେ କ୍ଷତିଗ୍ରସ୍ତ ହୁଅନ୍ତି । ପିତା ମାତା ମରିଗଲେ ପିଲାମାନଙ୍କ ରକ୍ଷଣାବେକ୍ଷଣ ହୋଇପାରେ ନାହିଁ । ଏହି କାରଣ ଯୋଗୁ ସେମାନେ ଅପପୁଷ୍ଟିର ଶିକାର ହୁଅନ୍ତି ।<br />