"ତାଳସାରି ବେଳାଭୂମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
୨୭ କ ଧାଡ଼ି:
'''ତାଳସାରି ବେଳାଭୂମି''' [[ଓଡ଼ିଶା]]ର [[ବାଲେଶ୍ଵର ଜିଲା]]ର ଏକ ବେଳାଭୂମି ଯାହା [[ଭାରତ]]ର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ।
 
ତାଳସାରି ନାଆଁନାମ "ତାଳ" ଓ "ସାରି/ସାରଣୀ" ଶବ୍ଦରୁ ଆସିଅଛି ବୋଲି ବିଶ୍ବାସ କରାଯାଏ । ଏହି ଜାଗାକୁ ଘେରି ରହିଥିବା ତାଳଗଛକୁ ନେଇ ଏମିତି ନାଆଁନାମ ଦିଆଯାଇଥିବା ଜଣାଯାଏ । <ref>http://www.telegraphindia.com/1090802/jsp/calcutta/story_11310795.jsp</ref> '''ତାଳ''' ଶବ୍ଦଟି ସଙ୍ଗୀତର ତାଳକୁ ବି ବୁଝାଇଥାଏ ଯାହା ସମୁଦ୍ରର ଲହଡ଼ିକୁ ସୂଚାଏ ।
 
== ବିଶେଷତା ==