"ଝାଡ଼ଖଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
୭୧ କ ଧାଡ଼ି:
 
'''ଝାଡ଼ଖଣ୍ଡ''' [[ଭାରତ]]ର ଏକ [[ଭାରତର ରାଜ୍ୟ|ରାଜ୍ୟ]] ଯାହା [[ବିହାର]] [[ଭାରତର ରାଜ୍ୟ|ରାଜ୍ୟ]] ଭାଗ ହୋଇ ତିଆରି ହୋଇଥିଲା । [[ବିହାର]], [[ଓଡ଼ିଶା]]ର ସଢେ଼ଇକଳା ଓ ଖରସୁଆଁ ତଥା [[ପଶ୍ଚିମବଙ୍ଗ]]ର କିଛି ଅଞ୍ଚଳ ମିଶି ଏହି [[ଭାରତର ରାଜ୍ୟ|ରାଜ୍ୟ]] ତିଆରି ହୋଇଛି । [[ରାଞ୍ଚି]] ଏହାର ରାଜଧାନୀ | ଜାମସେଦପୁର, ବୋକାରୋ ଇତ୍ୟାଦି ଏହାର କେତେକ ମୁଖ୍ୟ ସହର ।
ଜାମସେଦପୁର ସହରଟି 'ଜାମସେଦଜି ଟାଟା'ଙ୍କ ନାଆଁନାମ ଅନୁସାରେ ତିଆରି । ଟାଟା କମ୍ପାନିର ଇସ୍ପାତ (ଷ୍ଟିଲ) କାରଖାନା ଏଠାରେ ଅଛି ।
== ଭୂଗୋଳ ==
==ଇତିହାସ==
"https://or.wikipedia.org/wiki/ଝାଡ଼ଖଣ୍ଡ"ରୁ ଅଣାଯାଇଅଛି