"ଆଲର୍ଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
୧୩ କ ଧାଡ଼ି:
| ICPC2 = A92
}}
ପ୍ରତିରୋଧ ପ୍ରଣାଳୀର ଆଲର୍ଜି ଏକ ଅତି ସୁଗ୍ରହୀ ବା ସମ୍ବେଦନଶୀଳ ପ୍ରତିକ୍ରିୟା<ref>{{DorlandsDict|one/000002984|allergy}}</ref> । ପରିବେଶର ସାଧାରଣ ନିଷ୍କ୍ରିୟ ପଦାର୍ଥକୁ ଶରୀରର ପ୍ରତିରୋଧ ପ୍ରଣାଳୀ ପ୍ରତିକ୍ରିୟାଶୀଳ ହେଲେ ତାହାକୁ ଆଲର୍ଜି କହନ୍ତି । ଯେଉଁ ପଦାର୍ଥ ପ୍ରତିକ୍ରିୟା କରାଏ ତାହାକୁ [[ଆଲର୍ଜେନ]] କହନ୍ତି । ଏହି ପ୍ରତିକ୍ରିୟା ଶୀଘ୍ର ଓ ଆନୁମାନିକ ହୁଏ । [[ଅତି ସୁଗ୍ରହୀ କ୍ରିୟା]] (hypersensitivity) ଚାରି ପ୍ରକାର ଥାଏ ଓ ଆଲର୍ଜିକୁ ଟାଇପ୍ ୧ ଅତି ସୁଗ୍ରହୀ କହନ୍ତି । ଏହି ପ୍ରତିକ୍ରିୟାରେ କେତେକ [[ଶ୍ଵେତ ରକ୍ତ କଣିକା]] (ମାସ୍ଟ କୋଷ ଓ ବେସୋଫିଲ) ଓ [[ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ ଆଣ୍ଟିବଡିଆଣ୍ଟିବଡ଼ି]] ( Immunoglobulin E ବା IgE) ପ୍ରତିକ୍ରିୟା କରି [[ପ୍ରଦାହ]] ସୃଷ୍ଟି କରନ୍ତି ଯାହା ସାମାନ୍ୟ ଅସୁବିଧାଠାରୁ ଆରମ୍ଭ କରି ବିପଦ ଜନକ ହୋଇ ପାରେ ।<br />
[[ହେ ଫିଭର]] ( hay fever) ଏକ ସାଧାରଣ ଆଲର୍ଜି ଯେଉଁଥିରେ ଲାଲ ଆଖି, କୁଣ୍ଡେଇବା, ନାକରୁ ପାଣି ବୋହିବା, [[ଏକଜିମା]], [[ଅର୍ଟିକାରିଆ]] ଓ [[ଆଜ୍‌ମା]] ହୋଇ ପାରେ । ଆଜ୍‌ମା ରୋଗରେ ଆଲର୍ଜି ଏହ ଅସାଧାରଣ ଭୂମିକା ନେଇ ପାରେ । [[ପରିବେଶ]], [[ଖାଦ୍ୟ]], [[ଔଷଧ]], [[ବିରୁଡ଼ି]] ଓ [[ମହୁମାଛି]] କୀଟର ବିଷ ଇତ୍ୟାଦି ଜୀବନନାଶକାରୀ ଆଲର୍ଜୀ ସୃଷ୍ଟି କରି ପାରନ୍ତି ଯାହାକୁ [[ଆନାଫାଇଲେକ୍ସିସ୍]] କହନ୍ତି । <br />
ଆଲାର୍ଜୀ ରୋଗ ନିର୍ଣ୍ଣୟ ନିମନ୍ତେ ଅନେକ ଗୁଡ଼ିଏ ପରୀକ୍ଷା ଥିଲେ ମଧ୍ୟ ତାହାର ଫଳ ସହ ରୋଗୀର ଇତିହାସ ଓ ସଂସ୍ପର୍ଶ ସହ ସମ୍ପର୍କ ବିବେଚନା କରି ଚିକିତ୍ସା କରିବାକୁ ହୁଏ, କେବଳ ପରୀକ୍ଷା ଫଳ ନିର୍ଣ୍ଣାୟକ ହୁଏ ନାହିଁ<ref name=Cox2008>{{cite journal|last=Cox|first=L|coauthors=Williams, B; Sicherer, S; Oppenheimer, J; Sher, L; Hamilton, R; Golden, D; American College of Allergy, Asthma and Immunology Test Task, Force; American Academy of Allergy, Asthma and Immunology Specific IgE Test Task, Force|title=Pearls and pitfalls of allergy diagnostic testing: report from the American College of Allergy, Asthma and Immunology/American Academy of Allergy, Asthma and Immunology Specific IgE Test Task Force.|journal=Annals of Allergy, Asthma & Immunology|date=2008 Dec|volume=101|issue=6|pages=580–92|pmid=19119701}}</ref> । ବ୍ୟକ୍ତିର ଚର୍ମରେ ଆଲର୍ଜେନ୍ ରଖି ତାହାର ପ୍ରତିକ୍ରିୟା ଓ ରକ୍ତରେ ଆଇ.ଜି.ଇ. ପରୀକ୍ଷା ଫଳ ବିଶେଷରେ ଆଲର୍ଜୀ ନିର୍ଣ୍ଣୟ କରାଯାଏ । <br />
"https://or.wikipedia.org/wiki/ଆଲର୍ଜି"ରୁ ଅଣାଯାଇଅଛି