"ଓଁକାରେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 16 interwiki links, now provided by Wikidata on d:q1093334 (translate me)
ଟିକେ ଓମକାରେଶୋର ପ୍ରସଙ୍ଗରୁ ତଥ୍ୟ ଅଣାଗଲା
୩୪ କ ଧାଡ଼ି:
}}
 
'''ଓଁକାରେଶ୍ଵର''' , ଦ୍ଵାଦଶ [[ଜ୍ୟୋତିର୍ଲିଙ୍ଗ]] ମଧ୍ୟରେ ଅନ୍ୟତମ।ଅନ୍ୟତମ । [[ମଧ୍ୟ ପ୍ରଦେଶ]]ର [[ନର୍ମଦା ନଦୀ]] ମଧ୍ୟସ୍ଥଳରେ ଓଁ ଆକାରର ଏକମାନ୍ଧାତା ନାମକଏକ ଦ୍ଵୀପରେ ବିରାଜମାନ।
==କିମ୍ୱଦନ୍ତୀ==
== ପୌରାଣିକ ==
ଏହି ଦ୍ୱୀପଟିର ଆକାର ଦେଖିବାକୁ ହିନ୍ଦୁଧର୍ମର ଓଁ ପ୍ରତୀକ ପରି । ଖାସ ସେଇଥିପାଇଁ ଏହା ମଧ୍ୟରେ ଥିବା ସହରଟିର ନାମ ଓଁକାରେଶ୍ୱର ରଖାଯାଇଥିଲା । ତା'ଛଡା ଏଠାରେ ଯେଉଁ ମୂଖ୍ୟ ଶୈବ ମନ୍ଦିର ରହିଛି , ତାହାର ନାମ ମଧ୍ୟ ଓଁକାରେଶ୍ୱର ରଖାଯାଇଛି । ତେବେ ଏଠାରେ ଅମକାରେଶ୍ୱର ନାମରେ ଆଉ ଏକ ଶୈବପୀଠ ମଧ୍ୟ ରହିଛି ।
==ଇତିହାସ==
==ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ==
== ମନ୍ଦିର ==
==ଶ୍ରୀ ଗୋବିନ୍ଦ ଭାଗବତପାଦ ଗୁମ୍ଫା==
==ପୂଜା ଓ ପର୍ବପର୍ବାଣୀ==
ଇତିହାସରୁ ଜଣାଯାଏ ଯେ, ଏକଦା ଏହି ଗୁମ୍ଫାରେ ମହାଗ୍ୟାନୀ ଗୋବିନ୍ଦ ଭାଗବତପାଦ ନାମରେ ଜଣେ ସନ୍ଥ ବାସ କରୁଥିଲେ । ଆଉ ଏହିଠାରେ ଥିବା ଅବସ୍ଥାରେ ସେହି ସନ୍ଥଙ୍କଠାରୁ ଶଙ୍କରାଚାର୍ଯ୍ୟ ଦୀଖ୍ୟା ଏବଂ ଶିଖ୍ୟା ଲାଭ କରିଥିଲେ । ଖାସ ସେଇଥିପାଇଁ ଏହି ସ୍ଥାନଟିକୁ ଖୁବ ପବିତ୍ର ମନେ କରାଯାଏ ।
==କେଦାରେଶ୍ୱର ମନ୍ଦିର ==
ମଧ୍ୟପ୍ରଦେଶର ଏହା ଏକ ସବୁଠାରୁ ପବିତ୍ର ତୀର୍ଥସ୍ଥଳୀ ଅଟେ । ଏହି ମନ୍ଦିରରେ ପୂଜା ପାଉଥିବା ଠାକୁର ଖୁବ୍ ପ୍ରତ୍ୟକ୍ଷ । ଖାସ୍ ସେଇଥିପାଇଁ ଏଠାକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲି ଆସିଥାନ୍ତି । ଆଉ ନିଜ ନିଜର ମାନସିକ ରଖିଥାନ୍ତି ।
==ଓଁକାର ମାନ୍ଧାତା ମନ୍ଦିର==
ଓମକାର ମାନ୍ଧାତା ମନ୍ଦିର ହେଉଛି ଏକ ଶୈବପୀଠ । ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଅନ୍ୟତମ । ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ପାତାଳଫୁଟା । କିନ୍ତୁ ତାଙ୍କୁ କେହି ସହଜରେ ଦର୍ଶନ କରିପାରନ୍ତି ନାହିଁ । କାରଣ ସିଏ ସବୁବେଳେ ପାଣିରେ ବୁଡି ରହିଥାନ୍ତି । ତେବେ ଏହି ମନ୍ଦିରରେ କେବଳ ମହାଦେବ ପୂଜା ପାଆନ୍ତି ନାହିଁ । ତାଙ୍କ ବ୍ୟତୀତ ଏଠାରେ ଦେବୀ ଅନ୍ନପୂର୍ଣ୍ଣା ଆଉ ପ୍ରଭୁ ଗଣେଷଙ୍କୁ ମଧ୍ୟ ପୂଜା କରାଯାଇଥାଏ ।
==ଭ୍ରମଣ ସମୟ==
ବର୍ଷର ଯେ କୌଣସି ସମୟରେ ଓଁକାରେଶ୍ୱର ଯାଇହେବ ।
== ଗ୍ୟାଲେରୀ ==
<gallery widths="200px" heights="200px" perrow="4">
Line ୬୩ ⟶ ୭୦:
* http://www.omkareshwar.org/
{{ହିନ୍ଦୁ ଧର୍ମ}}
{{ମୁଣ୍ଡିଆ}}
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ହିନ୍ଦୁ ମନ୍ଦିର]]
[[ଶ୍ରେଣୀ:ଜ୍ୟୋତିର୍ଲିଙ୍ଗ]]
{{ମୁଣ୍ଡିଆ}}