"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଆଧାର: ଲିଙ୍କ
ଟିକେ ଅଧିକ ତଥ୍ୟ
୧୦ କ ଧାଡ଼ି:
|death_place = [[ଭୁବନେଶ୍ଵର]]
|death_cause = [[ହୃଦ୍‌ଘାତ]]
| residence = ସେଭେନ ଏକର୍‌ସ, ବିଜୟ ବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ଵର
| spouse =
| education = ଡିପ୍ଳୋମା (ଚିତ୍ରାଙ୍କନ), ସ୍ନାତକ (ଅର୍ଥନୀତି)
| years_active = ୧୯୬୩-୨୦୧୨
| alma_mater = [[ଆହ୍ଲାବାଦ ବିଶ୍ଵବିଦ୍ୟାଳୟ]]
| occupation = ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ
| occupation = ଅଧ୍ୟାପକ, ଅଧ୍ୟକ୍ଷ
| awards = ଜୟଦେବ ପୁରସ୍କାର (୧୯୮୫)
| years_active = ୧୯୬୩୧୯୫୯-୨୦୧୨୨୦୧୪
| occupationknown_for = ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ
| spouse = ସାନ୍ତ୍ଵନା
| children = ଦୁଇ ପୁତ୍ର (ସିଦ୍ଧାର୍ଥ, ସୌମେନ) ଓ ଦୁଇ କନ୍ୟା (ଶିଖା, ସାଗରିକା)
| awards = [[ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର|ଜୟଦେବ ପୁରସ୍କାର]] (୧୯୮୫)
}}
 
Line ୧୯ ⟶ ୨୪:
 
== ଶିକ୍ଷା ଓ ପ୍ରାରମ୍ଭିକ ଜୀବନ ==
ତାଙ୍କର ବାଳଶିକ୍ଷା ଓଡ଼ିଶାର ଅନେକ ସ୍କୁଲରେ ସରିଥିଲା । ତାହାପରେ ସେ [[ଅର୍ଥନୀତି]]ରେ ସ୍ନାତକ ଓ ୧୯୫୬ରେ [[ଚିତ୍ରାଙ୍କନ]]ରେ [[ଆହ୍ଲାବାଦ ବିଶ୍ଵବିଦ୍ୟାଳୟ]]ରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ [[ବରଗଡ଼]]ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ । <ref name=TOI>[{{cite web|last=Singha|first=Minati|title=Veteran actor Sarat Pujari passes away|url=http://Panchayat%20College,Bargarhtimesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms|publisher=Times Panchayatof College,Bargarh]India|accessdate=13 May 2014}}</ref>
<!--.Left as Acting Principal from Panchayat College,Bargarh in 1966.Joined tapang Light Foundery,Nayagarh, as Works Manager.Left service and became a free-lance film actor from September 1966 to September 1968 to learn the technique of Film-making. After that he had became principal at the young age of 34 in [http://Larambha%20CollegeC [[Larambha College]]], [[Bargarh]].Nominated by the State Govt of Orissa as member of the [http://Orissa%20Sangeeta%20Natak%20Academy Orissa Sangeeta Natak Academy], Member of the Board of Director of Film Development Corporation of Orissa,Cuttack.He retired as a principal of Sangeet Nataka college,Bhubaneswar.-->
 
==ପଦ ପଦବୀ==
== ଅଭିନୀତ ଓଡ଼ିଆ କଥାଚିତ୍ର ==
* ୧୯୫୯-୧୯୬୬: ଅଧ୍ୟାପକ (ଅର୍ଥନୀତି), ପଞ୍ଚାୟତ କଲେଜ, ବରଗଡ଼
* ୧୯୬୮ରୁ ୧୯୯୨: ଅଧ୍ୟକ୍ଷ, ଲରମ୍ଭା କଲେଜର
* ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼
* ୧୯୯୨- ୧୯୯୪: ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ଵର
* ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
 
== କଥାଚିତ୍ର ଜୀବନ ==
୧୯୫୯ରେ '[[ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା]]' କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ "ଜୀବନସାଥୀ', "ସାଧନା', "ମାଟିର ମଣିଷ', "ଅରୁନ୍ଧତୀ' ପ୍ରଭୃତି ସିନେମାରେ ଉଲ୍ଲେଖନୀୟ ଅଭିନୟ କରି ସେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଅଭିନୀତ "କିଏ କାହାର' ସିନେମା କଟକ ସହରର ବିଭିନ୍ନ ପ୍ରେକ୍ଷାଳୟରେ ୧୦୦ଦିନ କ୍ରମାନ୍ଵୟରେ ଚାଲି ରେକର୍ଡ଼ ସୃଷ୍ଟି କରିଥିଲା । ତାଙ୍କ ନିର୍ଦେଶିତ "ତଅପୋଇ', "ଅଶାନ୍ତ ଗ୍ରହ' ଓ "ଅସ୍ତରାଗ' କଥାଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା [[ଗଦାଧର ପୁଟୀ]]ଙ୍କ ନିର୍ଦ୍ଦେଶିତ [[ପୂଜା ପାଇଁ ଫୁଲଟିଏ]] (୨୦୦୭)। ଏହି କଥାଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ସଫଳତା ହାସଲ କରିଥିଲା । "କା', "ଅନ୍ଧ ଦିଗନ୍ତ', "ଭୂଖା', "ଦୃଷ୍ଟି', "ଅରଣ୍ୟ ରୋଦନ', "ଆରଣ୍ୟକ', "ଶେଷଦୃଷ୍ଟି', "ସତମିଛ' ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ଵ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ରର ନିର୍ଦେଶନା ତଥା ଅଧ୍ୟାପନା ଜୀବନରେ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।
 
{| class="wikitable sortable"
|-
! ସିନେମାକଥାଚିତ୍ର ନାଆଁ !! ଚରିତ୍ର !! ଭୂମିକା !! ବର୍ଷ
|-
| [[ମାଟିର ମଣିଷ]] || ବରଜୁ || ଅଭିନେତା|| ୧୯୬୬
Line ୩୭ ⟶ ୫୧:
| [[ଅଶାନ୍ତ ଗ୍ରହ]] || ଶରତ || ଅଭିନେତା-ନିର୍ଦ୍ଦେଶକ|| ୧୯୮୨
|-
| [[ଅସ୍ତରଙ୍ଗଅସ୍ତରାଗ]] || || ନିର୍ଦ୍ଦେଶକ|| ୧୯୮୨
|-
| [[ଅନ୍ଧ ଦିଗନ୍ତ]] || || ଅଭିନେତା|| ୧୯୮୮
Line ୫୯ ⟶ ୭୩:
* ହେମନ୍ତ ଦାସ କଳା ସମ୍ମାନ, ୨୦୧୧<ref>{{cite web |url= http://www.hindu.com/2011/05/31/stories/2011053159900200.htm |title=The Hindu : Other States / Orissa News : Hemant Das remembered |first= |last=|work=hindu.com |year=2011 |quote=Hemant Das Kala Samman -- was conferred on legendary actor and Odisha Sangeet Natak Akademi president Sarat Pujari |accessdate=24 January 2013}}</ref>
* ସିନେ ଆର୍ଟିଷ୍ଟ ଆସୋସିଏସନ ପୁରସ୍କାର<!--କନକ ମଞ୍ଜରି ଭୂମିପୁତ୍ର ସମ୍ମାନ--> (୨୦୧୨)<ref>[http://cinemasagar.com/news/actor-sarat-pujari-felicited-by-cine-artists-association/ cinemasagar.com: Actor Sarat Pujari Felicited by Cine Artist’s association]</ref><ref>[http://www.odisha360.com/2012/01/27/veteran-odia-actor-sarat-pujari-felicitated/ odisha360.com: Veteran Odia Actor Sarat Pujari Felicitated]</ref><ref>[http://incredibleorissa.com/oriyafilms/cine-artist-association-orissa-awarded-veteran-actor-sarat-pujari/ incredibleorissa.com: Cine Artist Association Orissa awarded veteran actor Sarat Pujari at Utkal Mandap]</ref>
* କାଦମ୍ବିନୀ ସମ୍ମାନ, ୨୦୧୦<ref name=Hindu>{{cite web|title=Kadambini Samman for actor Sarat Pujari|url=http://www.hindu.com/2010/06/29/stories/2010062958250200.htm|publisher=The Hindu|accessdate=13 May 2014}}</ref>
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]] (୨୦୦୭)
* [[ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର|ଜୟଦେବ ପୁରସ୍କାର]] (୧୯୮୫)
 
* ଚିତ୍ରପୁରୀ ସମ୍ମାନ
* ଭୂମିପୁତ୍ର ସମ୍ମାନ
* ଗଣକବି ସମ୍ମାନ
== ଆଧାର ==
{{ଆଧାର}}
Line ୮୦ ⟶ ୯୮:
{{DEFAULTSORT:Pujari, Sarat}}
[[ଶ୍ରେଣୀ:୧୯୩୪ ଜନ୍ମ]]
[[ଶ୍ରେଣୀ:୨୦୧୪ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]
[[ଶ୍ରେଣୀ:ନୟାଗଡ଼ ଜିଲ୍ଲାର ଲୋକ]]
[[ଶ୍ରେଣୀ:୨୦୧୪ ମୃତ୍ୟୁ]]