"ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Psubhashish ଆକାଶବାଣୀ ପୃଷ୍ଠାଟି ଅଲ ଇଣ୍ଡିଆ ରେଡ଼ିଓକୁ ଘୁଞ୍ଚାଇଲେ: ପ୍ରକୃତ ନାମ
No edit summary
୧ କ ଧାଡ଼ି:
{{Infobox broadcasting network
|name = All India Radio<br />आकाशवाणी
|logo = [[File:Logo of AIR.svg|200px]]
|type = ସରକାରୀ ସଂସ୍ଥା
|branding =
୪୩ କ ଧାଡ଼ି:
|footnotes =
}}
'''ଅଲ ଇଣ୍ଡିଆ ରେଡ଼ିଓ''' ('''AIR''', ସରକାରୀ ଭାବେ '''ଆକାଶବାଣୀ''' ନାମରେ ପରିଚିତ, ଅର୍ଥ ''ଆକାଶର ବାଣୀ''), [[ଭାରତ]]ର ଜାତୀୟ [[ଆଞ୍ଚଳିକ ପ୍ରସାରଣ|ଆଞ୍ଚଳିକ]] ରେଡ଼ିଓ ପ୍ରସାରଣ ସେବା ଓ [[ପ୍ରସାର ଭାରତୀ]]ର ଏକ ଅଂଶ । ୧୯୩୦ରେ ସ୍ଥାପିତ<ref name=Milestones>{{cite web|url=http://allindiaradio.gov.in/Profile/Milestones |title=Milestones of AIR (official website) |publisher=All India Radio |accessdate=13 January 2013}}</ref> ଏହି ସଂସ୍ଥା ପ୍ରସାର ଭାରତୀର ଟେଲିଭିଜନ ପ୍ରସାରଣ ସେବା [[ଦୂରଦର୍ଶନ]]ର ଏକ ସହଯୋଗୀ ଅନୁଷ୍ଠାନ । ଅଲ ଇଣ୍ଡିଆ ରେଡ଼ିଓ ପୃଥିବୀର ବିଶାଳତମ ରେଡ଼ିଓ ପ୍ରସାରଣ ସେବାମାନଙ୍କ ମଧ୍ୟରୁ ଅନ୍ୟତମ । ଏହାର ମୁଖ୍ୟ କାର୍ଯ୍ୟାଳୟ [[ନୂଆ ଦିଲ୍ଲୀ]] ଠାରେ [[ଆକାଶବାଣୀ ଭବନ]]ରେ ଅବସ୍ଥାପିତ ଯେଉଁଠାରେ ଆକାଶବାଣୀର ନାଟକ ଓ ଏଫଏମ ବିଭାଗ ଏବଂ ଜାତୀୟ ସେବାର କାର୍ଯ୍ୟକ୍ରମମାନ ହୋଇଥାଏ ।
'''ଆକାଶବାଣୀ''' ଭାରତର ସର୍ବ-ସାଧାରଣ ଇଲେକ୍ଟ୍ରୋନିକ ଶ୍ରାବ୍ୟ ମାଧ୍ୟମ ।
 
ସମଗ୍ର ଦେଶରେ ବର୍ତ୍ତମାନ ୪୦୦ ରୁ ଉର୍ଦ୍ଧ୍ଵ ଆକାଶବାଣୀ କେନ୍ଦ୍ର ରହିଛି । ସେସବୁକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ରାଷ୍ଟ୍ରୀୟ ପ୍ରସାରଣ, ଆଞ୍ଚଳିକ ପ୍ରସାରଣ ତଥା ଏଫଏମ ପ୍ରସାରଣ ସେବା । ପ୍ରତ୍ୟେକ ରାଜ୍ୟରେ ପ୍ରାୟ ନିଜସ୍ୱ ମୁଖ୍ୟ ଭାଷାରେ ପ୍ରସାରଣ କରାଯାଉଥାଏ । [[ଓଡ଼ିଶା]]ରେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଆନ୍ଧ୍ର ପ୍ରଦେଶ|ଆନ୍ଧ୍ର]]ରେ [[ତେଲୁଗୁ ଭାଷା|ତେଲୁଗୁ]], [[ପଶ୍ଚିମବଙ୍ଗ]]ରେ [[ବଙ୍ଗଳା ଭାଷା|ବଙ୍ଗଳା]], [[ମହାରାଷ୍ଟ୍ର]]ରେ [[ମରାଠୀ]] ଓ [[ଗୁଜରାଟ]]ରେ [[ଗୁଜରାଟୀ ଭାଷା|ଗୁଜରାଟୀ]] ଭାଷାରେ ପ୍ରସାରଣ ହୋଇଥାଏ । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୩ଟି ରେଡ଼ିଓ ଷ୍ଟେସନ ରହିଛି । କଟକ ଠାରେ ମୁଖ୍ୟ ପ୍ରସାରଣ କେନ୍ଦ୍ର ରହିଛି - ଯାହାକୁ କ୍ୟାପିଟାଲ ଷ୍ଟେସନ ବୋଲି ମଧ୍ୟ କୁହାଯାଏ । ସମଗ୍ର ରାଜ୍ୟ ପାଇଁ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଏହିଠାରୁ କରାଯାଏ। ଏହାଛଡ଼ା ସମ୍ବଲପୁର ଏବଂ ଜୟପୁରରେ ମଧ୍ୟ ଆଞ୍ଚଳିକବାଆଞ୍ଚଳିକ ବା ପ୍ରାଥମିକ ଚ୍ୟାନେଲ ରହିଛି। କଟକ ଠାରେ ୧୯୪୮ରେ ଏହି କେନ୍ଦ୍ର ସ୍ଥାପିତ ହେଇଥିବା ବେଳେ ସମ୍ବଲପୁର ଓ ଜୟପୁରରେ ଏହା ୧୯୬୩ ତଥା ୧୯୬୪ ମସିହାରେ ସ୍ଥାପିତ ହୋଇଛି।ହୋଇଛି । ସମ୍ବଲପୁର କେନ୍ଦ୍ର ଓଡ଼ିଆ ଛଡ଼ା ସମ୍ବଲପୁର ଅଞ୍ଚଳର ଭାଷାରେ ମଧ୍ୟ ପ୍ରସାରଣ କରିଥାଏ।କରିଥାଏ । ଆକାଶବାଣୀ ଜୟପୁର କେନ୍ଦ୍ର ଓଡ଼ିଆ ବ୍ୟତିତବ୍ୟତୀତ [[ଦେଶିଆ ଓଡ଼ିଆ|ଦେଶିଆ]], [[କନ୍ଧ ଭାଷା|କନ୍ଧ]] ତଥା [[ସଉରା ଭାଷା|ସଉରା]] ଆଦି ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରଣ କରିଥାଏ । ଓଡ଼ିଶାର [[ବଲାଙ୍ଗୀର]], [[ବ୍ରହ୍ମପୁର]], [[ବାରିପଦା]], [[ଭବାନୀପାଟଣା]], [[ପୁରୀ]], ଜରୋନ୍ଦା[[ଜୋରନ୍ଦା]], [[କେଉଁଝର]][[ରାଉରକେଲା]] ଠାରେ ମଧ୍ୟ ଆକାଶବାଣୀର କେନ୍ଦ୍ରମାନ ଖୋଲାଯାଇଛି ।
<!--'''All India Radio''' ('''AIR'''), officially known since 1956 as '''''Akashvani''''' ([[Devanagari]]: आकाशवाणी, ākāshavānī literally ''Voice of the Sky''), is the national [[public broadcasting|public]] radio broadcaster of [[India]] and a division of [[Prasar Bharati]]. Established in 1930,<ref name=Milestones>{{cite web|url=http://allindiaradio.gov.in/Profile/Milestones |title=Milestones of AIR (official website) |publisher=All India Radio |accessdate=13 January 2013}}</ref> it is the sister service of Prasar Bharati's [[Doordarshan]], the national public television broadcaster. All India Radio is one of the largest radio networks in the world. Its headquarters is at the Akashvani Bhavan in [[New Delhi]]. Akashvani Bhavan houses the Drama Section, the FM Section and the National Service. [[Doordarshan]] Kendra ([[Delhi]]) offices are also located on the sixth floor at Akashvani Bhavan.-->
 
== ଆଧାର==
ସମଗ୍ର ଦେଶରେ ବର୍ତ୍ତମାନ ୪୦୦ ରୁ ଉର୍ଦ୍ଧ୍ଵ ଆକାଶବାଣୀ କେନ୍ଦ୍ର ରହିଛି । ସେସବୁକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ରାଷ୍ଟ୍ରୀୟ ପ୍ରସାରଣ, ଆଞ୍ଚଳିକ ପ୍ରସାରଣ ତଥା ଏଫଏମ ପ୍ରସାରଣ ସେବା । ପ୍ରତ୍ୟେକ ରାଜ୍ୟରେ ପ୍ରାୟ ନିଜସ୍ୱ ମୁଖ୍ୟ ଭାଷାରେ ପ୍ରସାରଣ କରାଯାଉଥାଏ । [[ଓଡ଼ିଶା]]ରେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଆନ୍ଧ୍ର ପ୍ରଦେଶ|ଆନ୍ଧ୍ର]]ରେ [[ତେଲୁଗୁ ଭାଷା|ତେଲୁଗୁ]], [[ପଶ୍ଚିମବଙ୍ଗ]]ରେ [[ବଙ୍ଗଳା ଭାଷା|ବଙ୍ଗଳା]], [[ମହାରାଷ୍ଟ୍ର]]ରେ [[ମରାଠୀ]] ଓ [[ଗୁଜରାଟ]]ରେ [[ଗୁଜରାଟୀ ଭାଷା|ଗୁଜରାଟୀ]] ଭାଷାରେ ପ୍ରସାରଣ ହୋଇଥାଏ । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୩ଟି ରେଡ଼ିଓ ଷ୍ଟେସନ ରହିଛି । କଟକ ଠାରେ ମୁଖ୍ୟ ପ୍ରସାରଣ କେନ୍ଦ୍ର ରହିଛି - ଯାହାକୁ କ୍ୟାପିଟାଲ ଷ୍ଟେସନ ବୋଲି ମଧ୍ୟ କୁହାଯାଏ । ସମଗ୍ର ରାଜ୍ୟ ପାଇଁ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଏହିଠାରୁ କରାଯାଏ। ଏହାଛଡ଼ା ସମ୍ବଲପୁର ଏବଂ ଜୟପୁରରେ ମଧ୍ୟ ଆଞ୍ଚଳିକବା ପ୍ରାଥମିକ ଚ୍ୟାନେଲ ରହିଛି। କଟକ ଠାରେ ୧୯୪୮ରେ ଏହି କେନ୍ଦ୍ର ସ୍ଥାପିତ ହେଇଥିବା ବେଳେ ସମ୍ବଲପୁର ଓ ଜୟପୁରରେ ଏହା ୧୯୬୩ ତଥା ୧୯୬୪ ମସିହାରେ ସ୍ଥାପିତ ହୋଇଛି। ସମ୍ବଲପୁର କେନ୍ଦ୍ର ଓଡ଼ିଆ ଛଡ଼ା ସମ୍ବଲପୁର ଅଞ୍ଚଳର ଭାଷାରେ ମଧ୍ୟ ପ୍ରସାରଣ କରିଥାଏ। ଆକାଶବାଣୀ ଜୟପୁର କେନ୍ଦ୍ର ଓଡ଼ିଆ ବ୍ୟତିତ [[ଦେଶିଆ ଓଡ଼ିଆ|ଦେଶିଆ]], [[କନ୍ଧ ଭାଷା|କନ୍ଧ]] ତଥା [[ସଉରା ଭାଷା|ସଉରା]] ଆଦି ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରଣ କରିଥାଏ । ଓଡ଼ିଶାର ବଲାଙ୍ଗୀର, ବ୍ରହ୍ମପୁର, ବାରିପଦା, ଭବାନୀପାଟଣା, ପୁରୀ, ଜରୋନ୍ଦା, କେଉଁଝର ଓ ରାଉରକେଲା ଠାରେ ମଧ୍ୟ ଆକାଶବାଣୀର କେନ୍ଦ୍ରମାନ ଖୋଲାଯାଇଛି ।
{{ଆଧାର}}
 
[[ଶ୍ରେଣୀ:ଆକାଶବାଣୀ]]