"ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪୩ କ ଧାଡ଼ି:
|footnotes =
}}
'''ଆକାଶବାଣୀ''' ଭାରତର ସର୍ବ-ସାଧାରଣ ଇଲେକ୍ଟ୍ରୋନିକ ଶ୍ରାବ୍ୟ ମାଧ୍ୟମ । ସମଗ୍ର ଦେଶରେ ବର୍ତ୍ତମାନ ୪୦୦ ରୁ ଉର୍ଦ୍ଧ୍ଵ ଆକାଶବାଣୀ କେନ୍ଦ୍ର ରହିଛି । ସେସବୁକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ରାଷ୍ଟ୍ରୀୟ ପ୍ରସାରଣ, ପ୍ରାନ୍ତୀୟଆଞ୍ଚଳିକ ପ୍ରସାରଣ ତଥା ଏଫ ଏମଏଫଏମ ପ୍ରସାରଣ ସେବା । ପ୍ରତ୍ୟେକ ରାଜ୍ୟରେ ପ୍ରାୟ ନିଜସ୍ୱ ମୁଖ୍ୟ ଭାଷାରେ ପ୍ରସାରଣ କରାଯାଉଥାଏ । ଆନ୍ଧ୍ରରେ[[ଓଡ଼ିଶା]]ରେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଆନ୍ଧ୍ର ପ୍ରଦେଶ|ଆନ୍ଧ୍ର]]ରେ [[ତେଲୁଗୁ ଭାଷା|ତେଲୁଗୁ]], ପଶ୍ଚିମବଙ୍ଗରେ[[ପଶ୍ଚିମବଙ୍ଗ]]ରେ [[ବଙ୍ଗଳା]], ମହାରାଷ୍ଟ୍ରରେ[[ମହାରାଷ୍ଟ୍ର]]ରେ [[ମରାଠୀ,]] ଓ ଗୁଜରାଟରେ[[ଗୁଜରାଟ]]ରେ [[ଗୁଜରାଟୀ ଭଳିଭାଷା|ଗୁଜରାଟୀ]] ଭାଷାରେ ପ୍ରସାରଣ ହେଉଥିବା ବେଳେ ଓଡ଼ିଶାରେ ଓଡ଼ିଆ ଭାଷାରେ ପ୍ରସାରଣ କରାଯାଉଥାଏହୋଇଥାଏ । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୩ଟି ରେଡ଼ିଓ ଷ୍ଟେସନ ରହିଛି । କଟକ ଠାରେ ମୁଖ୍ୟ ପ୍ରସାରଣ କେନ୍ଦ୍ର ରହିଛି - ଯାହାକୁ କ୍ୟାପିଟାଲ ଷ୍ଟେସନ ବୋଲି ମଧ୍ୟ କୁହାଯାଏ । ସମଗ୍ର ରାଜ୍ୟ ପାଇଁ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଏହିଠାରୁ କରାଯାଏ। ଏହାଛଡ଼ା ସମ୍ବଲପୁର ଏବଂ ଜଯପୁରରେ ମଧ୍ୟ ଆଞ୍ଚଳିକବା ପ୍ରାଥମିକ ଚ୍ୟାନେଲ ରହିଛି। କଟକ ଠାରେ ୧୯୪୮ରେ ଏହି କେନ୍ଦ୍ର ସ୍ଥାପିତ ହେଇଥିବା ବେଳେ ସମ୍ବଲପୁର ଓ ଜୟପୁରରେ ଏହା 1963 ତଥା 1964 ମସିହାରେ ସ୍ଥାପିତ ହୋଇଛି। ସମ୍ବଲପୁର କେନ୍ଦ୍ର ଓଡ଼ିଆ ଛଡ଼ା ସମ୍ବଲପୁର ଅଞ୍ଚଳର ଭାଷାରେ ମଧ୍ୟ ପ୍ରସାରଣ କରିଥାଏ। ଆକାଶବାଣୀ ଜଯପୁର କେନ୍ଦ୍ର ଓଡ଼ିଆ ବ୍ୟତିତ [[ଦେଶିଆ ଓଡ଼ିଆ|ଦେଶିଆ]], [[କନ୍ଧ ଭାଷା|କନ୍ଧ]] ତଥା [[ସଉରା ଭାଷା|ସଉରା]] ଆଦି ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରଣ କରିଥାଏ । ଓଡ଼ିଶାର ବଲାଙ୍ଗୀର, ବ୍ରହ୍ମପୁର, ବାରିପଦା, ଭବାନୀପାଟଣା, ପୁରୀ, ଜରୋନ୍ଦା, କେଉଁଝର ଓ ରାଉରକେଲା ଠାରେ ମଧ୍ୟ ଆକାଶବାଣୀର କେନ୍ଦ୍ରମାନ ଖୋଲାଯାଇଛି ।
 
[[ଶ୍ରେଣୀ:ଆକାଶବାଣୀ]]