"ଚନ୍ଦକା ହାତୀ ଅଭୟାରଣ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୧ କ ଧାଡ଼ି:
 
==ଉଦ୍ଭିଦ ସମ୍ପଦ==
ଏଠାରେ ମୁଖ୍ୟତଃ ୬ ଜାତି ର ଉଦ୍ଭିଦ ଦେଖାଯା'ନ୍ତି । ମାଧ୍ୟମିକ ଆର୍ଦ୍ର ଅର୍ଦ୍ଧ-ଚିରହରିତ ଅରଣ୍ୟ, ଆର୍ଦ୍ର କାଙ୍ଗଡା ଅରଣ୍ୟ, ଉପକୂଳିଆ ଶାଳ ଅରଣ୍ୟ, ସମସ୍ୟାବହୁଳ କଣ୍ଟକପୂର୍ଣ୍ଣ ବାଉଁଶ ଜଙ୍ଗଲ ଓ ଈଉପଟୋରିଅମ ଗୁଳ୍ମ । ବୃକ୍ଷ ମାନଙ୍କ ମଧ୍ୟରେ କୋଚିଲ, କାଳିଚ, ବେଲ, କାଙ୍ଗଡା, ଗିରଙ୍ଗା, ସୁନାରି, ଶାଳ, କୁମ୍ଭି, ଜାମୁ, କରଞ୍ଜ, ବେତ ଓ ଶିଧ ଇତ୍ୟାଦି ଦେଖିବାକୁ ମିଳେ । ପୁରୁଷ ବାଉଁଶ ଗଛ ମାନଙ୍କ ର ବହୁତ ସୀମିତ ସଂସ୍ଥାନ ରହିଛି । ଔଷଧୀୟ ଗଛ ମାନଙ୍କ ମଧ୍ୟରେ ଦୁରମାରୀ, ବାଇଡଙ୍କ, ବୃଦ୍ଧଦାରକ, ଭୁଇଁନିମ୍ବ, ଗୁଳୁଚି ଲତା, ସାଲପରନି, ଶତାବରୀ, ଭୁଇଁ-କଖାରୁ, ଇନ୍ଦ୍ରାଜବ, ଥଳକୁଡି, ଅପମାରଙ୍ଗ, କୁର୍ଚି, ପାତାଳ ଗରୁଡ ଇତ୍ୟଡି ଦେଖାଯାଏ ।
 
==ପ୍ରାଣୀ ସମ୍ପଦ==
[[File:Deras Dam.jpg|thumb|ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଡେରାସ ବନ୍ଧ]]