"ପାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Wikipedia python library
୮୮ କ ଧାଡ଼ି:
ଓଡ଼ିଶାରୁ ପାନଝୁଡ଼ିକୁ [[ବନାରସ]], [[ଆଗ୍ରା]], [[ଟାଟାନଗର]], [[ମୁମ୍ବାଇ]], [[କାନପୁର]], [[ଆଲ୍ଲାହାବାଦ]], [[ଦିଲ୍ଲୀ]] ଓ [[ବାଙ୍ଗାଲୋର]] ଆଦି ଜାଗାକୁ ପଠାଯାଏ। </br>
ବ୍ରହ୍ମପୁର ଅଞ୍ଚଳର ପାନ ବନାରସ ଯାଇଥାଏ। ବ୍ରହ୍ମପୁର ଅଞ୍ଚଳର ପାନ ଆକାରରେ ସାନ ଓ ଏଥିରେ ଅଧିକଦିନ ରହିବାର କ୍ଷମତା ଥିବାରୁ ଏହାକୁ ବାହାର ବେପାରୀମାନେ ପସନ୍ଦ କରିଥାନ୍ତି।</br>
ଓଡିଶାରଓଡ଼ିଶାର ଚନ୍ଦନପୁର ଅଞ୍ଚଳରୁ ପାନ ମଧ୍ୟପ୍ରଦେଶକୁ ପଠାଯାଏ। ପ୍ରତିବର୍ଷ ପଚାଶ ହଜାରରୁ ଏକଲକ୍ଷ ପର୍ଯ୍ୟନ୍ତ ପାନଝୁଡ଼ି ବଜାରକୁ ଯାଇଥାଏ।</br>
ବାଲେଶ୍ୱରର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରୁ ଉଭୟ କଞ୍ଚା ଓ ପାଚିଲାପାନ ବାହାରକୁ ପଠାଯାଏ। ପ୍ରତିଦିନ ଓଡ଼ିଶାରୁ ହାରାହାରି ୨୦,୦୦୦ ପାନ ଝୁଡ଼ି ବଜାରକୁ ଯାଇଥାଏ। ପ୍ରତି ଝୁଡ଼ିର ଦାମ୍ ୭୦୦ ରୁ ୧୫୦୦ ଟଙ୍କା। </br>
ଓଡ଼ିଶା ପାନର ବଜାର ଦିନକୁ ଦିନ କମିବାରେ ଲାଗିଛି। ପ୍ରଥମେ ବ୍ରହ୍ମପୁର ଅଞ୍ଚଳରୁ ବର୍ଷକୁ ୩୦୦ ଟ୍ରକ ପାନ ପଠାଯାଉଥିଲାବେଳେ ଏବେ କେବଳ ୩୦ ଟ୍ରକ ପାନ ପଠାଯାଉଅଛି। </br>
"https://or.wikipedia.org/wiki/ପାନ"ରୁ ଅଣାଯାଇଅଛି