"ନିଜାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ Wikipedia python library
୩୦ କ ଧାଡ଼ି:
 
 
'''ନିଜାମ''' ଓଡିଆଓଡ଼ିଆ ସିନେମା ର ଜଣେ ପ୍ରଖ୍ୟାତ ଗୀତିକାର । ସେ ୧୯୭୭ ମସିହାରେ [[ଅନୁତାପ (୧୯୭୭ର ଚଳଚ୍ଚିତ୍ର)|ଅନୁତାପ]] କଥାଚିତ୍ରରୁ ନିଜ ପେଶାଦାର ଜୀବନର ଶୁଭାରମ୍ଭ କରିଥିଲେ । <ref>{{cite web |url= http://orissadiary.com/CurrentNews.asp?id=15010 |title=Famous lyricist of Oriya film industry Nizam in critical state, Orissa Current News |work=orissadiary.com |year=2012 |quote=He started his career in the year 1977 with Anutap |accessdate=30 June 2012}}</ref>ଏହି ଚଳଚିତ୍ରର ଗୀତ 'ନିଦ ଭରା ରାତି ମଧୁଝରା ଜନ୍ହ' ଖୁବ ଲୋକପ୍ରିୟ ହୋଇଥିଲା । ଏହା ପରେ ପରେ [[ସମର ସଲିମ ସାଇମନ]], [[ମାନିନୀ]], [[ଫୁଲ ଚନ୍ଦନ]] ପ୍ରଭ୍ରୁତି ଚଳଚିତ୍ରରେ ଗୀତ ଲେଖି ସେ ଅପାର ସଫଳତା ପାଇପାରିଥିଲେ । [[ରଜନୀଗନ୍ଧା (୧୯୮୯ର ସିନେମା)|ରଜନୀଗନ୍ଧା]](୧୯୮୯) <ref>,{{cite web |url= http://www.orissacinema.com/history/orissa-state-film-award.html |title=Orissa State Film Award Winners &#124; Orissa Cinema &#124; Odisha Ollywood |work=orissacinema.com |year=2012 |quote=Best Lyricist : Nizam (Rajnigandha) |accessdate=30 June 2012}}</ref>,ଜୀବନ ସାଥୀ(୧୯୯୭)<ref>{{cite web |url= http://cinemasagar.com/award/orissa-state-film-award-winners/ |title=CinemaSagar » Orissa State Film Award Winners |work=cinemasagar.com |year=2012 |quote= Best Lyrist : Nizam (Jeevan Sathi) |accessdate=30 June 2012}}</ref> ଓ [[ଲକ୍ଷ୍ମୀ ପ୍ରତିମା]] ଚଳଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଗୀତିକାର ଭାବରେ [[ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର|ରାଜ୍ୟ ଚଳଚିତ୍ର ପୁରସ୍କାର]]ରେ ସମ୍ମାନୀତ କରାଯାଇଥିଲା ।
 
ନିଜାମ ଜଣେ ଭଲ [[ଫୁଟବଲ]] ଖେଳାଳି ମଧ୍ୟ ଥିଲେ ଓ ଏହି ଖେଳରେ [[ଓଡ଼ିଶା]]କୁ ପ୍ରତିନିଧିତ୍ଵ କରିଥିଲେ ।<ref>ଦ ସନ୍ ଡେ ଇଣ୍ଡିୟାନ ନଭେମ୍ବର ୨୦୦୯ ସଂଖ୍ୟାରେ ପ୍ରକାଶିତ ଚିତ୍ତରଞ୍ଜନ ଚିରଞ୍ଜିତ ଲିଖିତ ପ୍ରସଙ୍ଗ</ref>
"https://or.wikipedia.org/wiki/ନିଜାମ"ରୁ ଅଣାଯାଇଅଛି