"ଧରଣୀଧର ଭୂୟାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
ଟିକେ Wikipedia python library
୧୬ କ ଧାଡ଼ି:
}}
 
'''ବିପ୍ଳବୀ ଧରଣୀଧର ଭୂୟାଁ'''(୧୮୬୪-୧୯୧୪) [[ଓଡ଼ିଶା]]ର ଜଣେ ସୁନାମଧନ୍ୟ ବିପ୍ଳବୀ ଥିଲେ । ୧୮୯୧ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଯେଉଁ [[କେନ୍ଦୁଝର ପ୍ରଜାମେଳି|ପ୍ରଜାମେଳି]] ହୋଇଥିଲା, ତାହାର ନେତୃତ୍ଵ ନେଇଥିଲେ ବିପ୍ଳବୀ ଧରଣୀଧର । ଏହି ବିଦ୍ରୋହ କେନ୍ଦୁଝର ରାଜ୍ୟର ନିର୍ଦ୍ଦିଷ୍ଟ ସୀମା ଓ ସମ୍ପୃକ୍ତ ଅଞ୍ଚଳର ଆଦିବାସୀ ସଂପ୍ରଦାୟ ମଧ୍ୟରେ ସୀମିତ ଥିଲେ ମଧ୍ୟ ସମଗ୍ର ଓଡିଶାଓଡ଼ିଶା ଏପରିକି ସାରା [[ଭାରତ]]ବର୍ଷ ରେ ଚହଳ ପକାଇଥିଲା । ତାଙ୍କର ସ୍ମୃତିରେ କେନ୍ଦୁଝରର [[ଧରଣୀଧର ମହାବିଦ୍ୟାଳୟ]]ର ନାମକରଣ ହୋଇଛି ।
 
== ପ୍ରାରମ୍ଭିକ ଜୀବନ ==