"ଚା’" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
୪୦ କ ଧାଡ଼ି:
 
== ଶିଳ୍ପ ==
ଚା’ ଶିଳ୍ପ ଏପରି ଲାଭ ଦାୟକ ଯେ ଟାଟା, ବିର୍ଲା ଆଦି ଭାରତ ବର୍ଷର ବଡ଼ ବଡ଼ କମ୍ପାନୀ ମାନେ ଚା’ କ୍ଷେତ୍ରରେ ପ୍ରବେଶ କରିଛନ୍ତି । ଏବେ ଅନେକ ଅସମୀୟଙ୍କର ମଧ୍ୟ ଚା’ ବଗିଚା ରହିଛି । ଓଡିଶାଓଡ଼ିଶା ହାଇକୋର୍ଟ ର ପୂର୍ବତନ ମୂଖ୍ୟ ବିଚାରପତି ଫୁଜନ ଏମାନଙ୍କ ମଧ୍ୟରେ ଜଣେ । ବଡ଼ ବଡ଼ ଚା’ ବଗିଚା ଛଡା ବହୁ ଛୋଟ ଛୋଟ ଚା’ ବଗିଚା ଆସାମରେ ଗଢି ଉଠିଛି । ରାଜ୍ୟର ଶିଳ୍ପ ବିଭାଗର ପ୍ରକାଶିତ ଏକ ସର୍ଭେ ଅନୁଯାୟୀ ଛୋଟ ଛୋଟ ଚା’ ମାଲିକଙ୍କ ସଂଖ୍ୟା ହେଉଛି ୬୮୪୬୫ ଏବଂ ସେମାନେ ଆସାମ ର ମୋଟ ଚା’ର ଶତକଡା ୨୫ ଭାଗ ଉତ୍ପାଦନ କରନ୍ତି ।
 
== ଗ୍ୟାଲେରୀ ==
"https://or.wikipedia.org/wiki/ଚା’"ରୁ ଅଣାଯାଇଅଛି