"କେନ୍ଦୁଝର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Wikipedia python library
ଟିକେ (Wikipedia python library)
 
'''କେନ୍ଦୁଝର''' [[ଓଡ଼ିଶା]]ର [[କେନ୍ଦୁଝର ଜିଲ୍ଲା]]ର ସଦର ମହକୁମା ଓ ଏକ ମୁଖ୍ୟ ସହର ।
ଏହି ସହର ଓଡିଶାରଓଡ଼ିଶାର ରାଜଧାନୀ [[ଭୁବନେଶ୍ଵର]]ଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦୁଝର ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । କେନ୍ଦୁଝରରେ ବଳଦେବଜୀଉ ମନ୍ଦିର, ରାଜଉଆସ, [[ସାନଘାଗରା ଜଳପ୍ରପାତ]], [[ବଡ଼ଘାଗରା ଜଳପ୍ରପାତ]], ସିଦ୍ଧମଠ ଆଦି ଦର୍ଶନୀୟ ସ୍ଥାନ ସବୁ ଅଛି । ଏହି ସହର ବିପ୍ଳବୀ [[ଧରଣୀଧର ଭୂୟାଁ]] ଏବଂ ତାଙ୍କର ପ୍ରଖ୍ୟାତ ପ୍ରଜାମେଳିର ମୁକସାକ୍ଷୀ ହୋଇ ଛିଡାହୋଇଛି ।
 
== ଇତିହାସ ==
== ଦର୍ଶନୀୟ ସ୍ଥାନ ==
* '''ବଳଦେବଜୀଉ ମନ୍ଦିର'''
ଓଡିଶାରଓଡ଼ିଶାର ଇଷ୍ଟଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଏହି ସୁଦୃଶ୍ୟ ମନ୍ଦିରଟି କେନ୍ଦୁଝରର ପୁରୁଣା ବଜାର ଅଞ୍ଚଳରେ ଅବସ୍ଥିତ । ପ୍ରତିବର୍ଷ ଏଠାରେ ମହା ସମାରୋହରେ ଶ୍ରୀ ଜୀଉଙ୍କର ରଥଯାତ୍ରା ପାଳନ କରାଯାଏ । ଏହି ମନ୍ଦିରର ଅନତି ଦୂରରେ ବଣଜଙ୍ଗଲ ଘେରା ସିଦ୍ଧମଠ ଠାରେ ସିଦ୍ଧକାଳୀଙ୍କର ମନ୍ଦିର ଅଛି ।
* '''[[ସାନଘାଗରା ଜଳପ୍ରପାତ|ସାନଘାଗରା]]'''
ସହର ଉପକଣ୍ଠରେ, ମାତ୍ର ୬କି.ମି. ଦୂରତାରେ ଥିବା ଏହି ଜଳପ୍ରପାତଟି ଏକ ଅତ୍ୟନ୍ତ ମନୋରମ ସ୍ଥାନ । ୧୦୦ଫୁଟ ଉଚ୍ଚତାର ଏହି ପ୍ରପାତ ନିକଟରେ ବର୍ଷସାରା ଜନଗହଳି ଲାଗିରହିଥାଏ । ଏଠାରେ ଏକ କୃତ୍ରିମ ଜଳଭଣ୍ଡାର ନିର୍ମାଣ କରାଯାଇ ପର୍ଯ୍ୟଟକ ମାନଙ୍କପାଇଁ ନୌ-ବିହାରର ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ପ୍ରମୋଦ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଫୁଲ/ଫଳ ବୃକ୍ଷମାନ ଲଗାଯାଇଛି ।
* '''ମହାବିଦ୍ୟାଳୟ'''
* [[ଧରଣୀଧର ମହାବିଦ୍ୟାଳୟ]]
* [[ଓଡିଶାଓଡ଼ିଶା ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ]]
* ସରକାରୀ ମହିଳା ମହାବିଦ୍ୟାଳୟ
* କେନ୍ଦୁଝର ଆଇନ ମହାବିଦ୍ୟାଳୟ
୧୩,୮୭୬

ଗୋଟି ସମ୍ପାଦନା