"ଓଡ଼ିଆ କାବ୍ୟ କବିତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
Wikipedia python library
୧ କ ଧାଡ଼ି:
ଓଡିଆଓଡ଼ିଆ କାବ୍ୟ କବିତା ନିଜର ଅସ୍ଥିତ୍ଵ । ମହାଭାରତ ଯୁଗରୁ ତଥା ପଞ୍ଚଦଶ ଶତାବ୍ଦୀରୁ ପ୍ରମାଣିତ କରି ସାରିଛି । ଚତୁର୍ଦ୍ଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଅନେକ ବୟସ୍କ ( କାବ୍ୟ, ପୁରାଣ, ଛନ୍ଦ, ଭଜନ, ଚମ୍ପୁ, ଚଉତିଶା) ଆଦି ରଚନା କରା ଯାଇଛି । ସେ ସମୟରେ ରାଜ ଦରବାରରେ ଓ ଲୋକ ନୃତ୍ୟରେ ଏହି କାବ୍ୟ ସବୁ ବ୍ୟବହୃତ ହେଉଥିଲା ।
 
* [[ରାଧାନାଥ ରାୟ]] (୧୮୪୮-୧୯୦୮) ପ୍ରଥମ କବି ଯିଏ କି ନମଧ୍ୟବୟ୍ସ୍କିଅ କାବ୍ୟ କବିତାର ପରମ୍ପରା ବଦଳାଇ ଥିଲେ । ସେ ଏକ ନୂତନ ଧାରାରେ କବିତା ରଚନା କରିବା ଆରମ୍ଭ କରିଥିଲେ । ସେ ବିଦେଶରୁ ଶିକ୍ଷା ଅର୍ଜନ କରି ଥିଲେ । ସେ ନଅ ଗୋଟି କାବ୍ୟ ରଚନା କରି ଥିଲେ । ସେ ଏହି ପରି ଅନେକ ବିଷୟବସ୍ତୁ ଉପରେ ଲେଖଲେଖି କରି ଥିଲେ ଯାହା କି ଗ୍ରୀକ ସୂତ୍ରରୁ ଆଧାରିତ । ତାଙ୍କର ଲେଖା ଶୈଳୀରେ ଦେଶଭକ୍ତିର ମିଶ୍ରଣ ଦେଖିବାକୁ ମିଳିଥାଏ ।
୫ କ ଧାଡ଼ି:
* ମଧୁ ସୁଦନ ରାଓ(୧୮୫୩-୧୯୧୨),ଗଙ୍ଗାଧର ମେହେର(୧୮୬୨-୧୯୨୪),ନନ୍ଦକିଶୋର ବଳ(୧୮୭୫-୧୯୨୮) ଓ ଫକିର୍ ମୋହନ ସେନାପତି(୧୮୪୩-୧୯୧୮) ଥିଲେ ରାଧାନାଥ ରାୟଙ୍କ ର ସମକାଳିନ କବି ł ମଧୁ ସୁଦନ ରାଓ ଭଗବାନ ସମ୍ବନ୍ଧିୟ ଓ ଦେଶଭକ୍ତି ବିଷୟ ରେ ରଚନା କରୁଥିଲେ ł ଗଙ୍ଗାଧର ମେହେର ଙ୍କ ରଚନା ଗୁଡିକ ଥିଲା ମହାଭାରତ ଓ ରାମାୟଣ ରୁ ଅଦ୍ରୁତ ł ତାଙ୍କ ରଚନା ଗୁଡିକ ରେ ପୁରାତନ ସହିତ୍ୟ ଓ ସଂସ୍କୃତି ମଧ୍ୟ ସ୍ତାନ ପାଇଛି ł ସେ ଥିଲେ ଜଣେ ମହାନ କାରିଗର ł ଫକିର ମୋହନ ସେନାପତି ସାଧାରଣ ଜୀବନ ଯାପନ ବିଷୟ ରେ ରଚନା କରୁଥିଲେ ł ତାଙ୍କ ରଚନା ଗୁଡିକ ଅତ୍ୟନ୍ତ ସରଳ ଭାଷା ରେ ଥିଲା ł
 
* ବିଂଶ ଶତାବ୍ଦୀ ର ପ୍ରଥମ କୋଡିଏ ବର୍ଷ ରେ ଦେଶାତ୍ମବୋଧକ କବିତା ଲେଖୁଥିବା କବି ମାନ ଙ୍କର ଉତ୍ଥାନ ପ୍ର୍ୟମନ ହୋଇଥିଲା І ଗୋପବନ୍ଧୁ ଦାଶ(୧୮୭୭-୧୯୨୮),ସେ ଆଧୁନିକ ଓଡିଶାଓଡ଼ିଶା ର ପ୍ରତିସ୍ଥତ ତଥା ସତ୍ୟବାଦୀ ଦଳ ର ପ୍ରମୁଖ ନେତା ଥିଲେ І ସବୁଜ ଦଳ ନାମକ ଏକେ ଦଳ ସତୟବାଦୀ ଦଳ କୁ ଅନୁସରଣ କରୁଥିଲା І ଏହି ଦଳ ବଙ୍ଗଲ ଓ ସାହିତ୍ୟ ଭାଷା ସମ୍ଭନ୍ଧ ରେ ଲେଖୁଥିଲା І ସବୁଜ କବିତା ର ରଚନା ଗୁଡିକଥିଲ ନୂତନ ବର୍ଗିୟ ଓ ଜୁବସୁଲଭ І
ଓଡିଆଓଡ଼ିଆ କାବ୍ୟ କବିତା ଥିଲା ଅତି ଉଚ୍ଚଶ୍ରେଣୀ ର І ଏହ ପ୍ରମାଣିତ ହେଇପାରିଥିଲା କି ଓଡିଆଓଡ଼ିଆ ମାନେ କାବୟ କବିତା ରଚନା କରିବା ରେ ପାରଦର୍ଶୀ І
ମାୟାଧର ମାନସିଂହ (୧୯୦୫-୧୯୭୩),ରାଧାମୋହନ ଗଡନାୟକ,ଗୋଦାବରିଶ ମହାପାତ୍ର(୧୯୦୦-୧୯୩୮), ଅନନ୍ତ ପଟ୍ଟନାୟକ (୧୯୧୦-୧୯୮୮) ଓ ସଚ୍ଚିଦାନନ୍ଦ ରାଉତରାୟ ଏହି ଶତାବ୍ଦୀ ର ବିଶିଷ୍ଟ କବି ଥିଲେ І