"ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎top: ଆଧାର+
୧ କ ଧାଡ଼ି:
'''ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରସମ୍ମାନ''' ଏକ ସାରସ୍ୱତ ସମ୍ମାନ<ref>{{cite book|title=Pratibha India|url=http://books.google.com/books?id=1yBaAAAAMAAJ|year=1997|publisher=A. Sitesh}}</ref> ଯାହା [[ଓଡ଼ିଶା ସାହିତ୍ୟ ଏକାଡେମୀ]] ଦ୍ୱାରା ଓଡ଼ିଆ ସାହିତ୍ୟର ଜଣେ ପ୍ରଥିତଯଶା ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ଏହା ଏକାଡେମୀ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ମର୍ଯ୍ୟାଦାବନ୍ତ ସାରସ୍ଵତ ସମ୍ମାନ । ଏହା ପଞ୍ଚଦଶ ଶତାବ୍ଦୀର [[ଓଡ଼ିଆ ଭାଷା|ଓଡ଼ିଆ କବି]] ଓ [[ଓଡ଼ିଆ ଭାଗବତ]]ର ରଚୟିତା [[ଜଗନ୍ନାଥ ଦାସ]]ଙ୍କ ନାମରେ ନାମିତ । ଓଡ଼ିଆ ସାହିତ୍ୟର ଜଣେ ପ୍ରଥିତଯଶା ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ୧୯୯୩ରୁ ପ୍ରବର୍ତ୍ତିତ ଏହି ପୁରସ୍କାର ଏ ପର୍ଯ୍ୟନ୍ତ (୨୦୧୩ ଯାଏଁ) କୋଡ଼ିଏ ଜଣ ସାରସ୍ଵତ ସାଧକଙ୍କୁ ପ୍ରଦାନ କରାଯାଇସାରିଛି । ଏହି ପୁରସ୍କାରର ପ୍ରଥମ ପ୍ରାପକ ହେଉଛନ୍ତି ଓଡ଼ିଆ କବି [[ରାଧାମୋହନ ଗଡ଼ନାୟକ]] ।<ref>{{cite web|title=ATIBADI JAGANNATH DAS AWARDS|url=http://orissa.gov.in/e-magazine/orissaannualreference/ORA-2011/pdf/100.pdf|publisher=ଓଡ଼ିଶା ସରକାର|accessdate=15 April 2014}}</ref>
 
==ଆଧାର==