"ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର
୧ କ ଧାଡ଼ି:
{{ଛୋଟ|Amavasya}}
କୃଷ୍ଣପକ୍ଷର[[ପକ୍ଷ|କୃଷ୍ଣପକ୍ଷ]]ର ଶେଷ ଦିନ (ପଞ୍ଚଦଶୀ ତିଥି) କୁଦିନକୁ ଅମାବାସ୍ୟା କୁହାଯାଏକହାଯାଏ । ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ ।
== ପର୍ବପର୍ବାଣୀ ==
ସୋମବାର ଦିନ ଅମାବାସ୍ୟା ପଡ଼ିଲେ ଏହା [[ସୋମବତୀ ଅମାବାସ୍ୟା]] ଭାବେ ନାମିତ ହୁଏ ।<ref>{{cite web|title=Somvati Amavasya Akhand Mantra Jap|url=http://www.ashram.org/AboutAshram/Events/SomvatiAmavasya.aspx|publisher=Shri Yoga Vedanta Ashram|accessdate=3 May 2014}}</ref>
* [[ବୈଶାଖ]] ଅମାବାସ୍ୟା:ରୁକ୍ମିଣୀ ଅମାବାସ୍ୟା
* [[ଜ୍ୟୈଷ୍ଠ]] ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା: [[ସାବିତ୍ରୀ ଓଷା]]।
Line ୭ ⟶ ୮:
* [[ଶ୍ରାବଣ]] ଅମାବାସ୍ୟା: [[ଚିତାଲାଗି ଅମାବାସ୍ୟା]] ବା ଚିତଉ ଅମାବାସ୍ୟା ।
* [[ଭାଦ୍ରବ]] ଅମାବାସ୍ୟା: ସପ୍ତପୁରୀ (ସାତପୁରୀ) ଅମାବାସ୍ୟା ।
* [[ଆଶ୍ୱିନ]] ଅମାବାସ୍ୟା: ମହାଳୟା (ଫୁଲ୍ଲୋରି, ଫୁଲୁରି, ସର୍ବପିତୃ ) ଅମାବାସ୍ୟା ।
* [[କାର୍ତ୍ତିକ]] ଅମାବାସ୍ୟା: ପ୍ରଦୀପ (ପୟା) ଅମାବାସ୍ୟା ବା ପୂପେଇ/ ପିପେଇ ଅମାବାସ୍ୟା ।
:ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡ଼ୁଆଏବଡୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ ୤ ”ଗଡ଼ଗଡ଼ାଉଥାଅ”
* [[ମାର୍ଗଶୀର]] ଅମାବାସ୍ୟା: ମହୋଦଧି ଅମାବାସ୍ୟା ।
* [[ପୌଷ]] ଅମାବାସ୍ୟା: [[ବଉଳ ଅମାବାସ୍ୟା‎]] ବା ବକୁଳ ଅମାବାସ୍ୟା : ବରାହ ଜନ୍ମ ।
Line ୧୯ ⟶ ୨୦:
{{ଆଧାର}}
{{ପକ୍ଷ}}
{{ଅଧାଗଢା}}
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
{{ଅଧାଗଢ଼ା}}