"ଲୀଳାବତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୯ କ ଧାଡ଼ି:
==ପୁସ୍ତକର ସୂଚୀପତ୍ର==
୧୩ ଅଧ୍ୟାୟ ବିଶିଷ୍ଟ ଲୀଳାବତୀ ପୁସ୍ତକରେ ମୁଖ୍ୟତଃ ସଂଜ୍ଞା, ଗାଣିତିକ ଶବ୍ଦାବଳୀ, ସୁଧକଷା, ଗାଣିତିକ ଏବଂ ଜ୍ୟାମିତିକ ପ୍ରଗତି, ସରଳ ଏବଂ କଠିନ ଜ୍ୟାମିତି, ସୂର୍ଯ୍ୟଘଡି ବା ଛାୟାଘଡ଼ିର ଶଙ୍କୁ, କୁଟକ(ଅନିର୍ଦ୍ଧିଷ୍ଟ ସମୀକରଣ ସମାଧାନ ପ୍ରଣାଳୀ) ଏବଂ ପଦାର୍ଥର ମିଳନ ଆଦି ବର୍ଣ୍ଣନା କରାଯାଇଛି । ଦ୍ୱିତୀୟ ଭାସ୍କର ଏଥିରେ ପାଏ(π)ର ମୂଲ୍ୟ ୨୨/୭
ବୋଲି ଉଲ୍ଲେଖ କରିବା ସହ ଜ୍ୟୋତିଷ ଶାସ୍ତ୍ରରେ ଏହାର ପ୍ରକୃତ ମୂଲ୍ୟ ୩୯୨୭/୧୨୫୦ ଅଟେ । ଏଥିରେ ସର୍ବବୃହତ୍ତମ ସଂଖ୍ୟା ପରାର୍ଦ୍ଧ ଅଟେ ଯାହାକି ଏକଶତ ସହସ୍ର ମହାପଦ୍ମ ଅଟେ । ଲୀଳାବତୀ ଶାସ୍ତ୍ରରେ ସାଧାରଣ ଲୋକ ବୁଝିବା ଭଳି ରାଜା, ହାତୀ ଆଦିଙ୍କୁ ନେଇ ଗୁଣନ, ବର୍ଗ ଏବଂ ଗାଣିତିକ ପ୍ରଗତିର ପ୍ରଣାଳୀ ଉଲ୍ଲେଖ କରାଯାଇଛି । ଲୀଳାବତୀ ପୁସ୍ତକର ତୃତୀୟ ଅଧ୍ୟାୟ ୫୪ପଦରେ ଏକ ଭଗ୍ନାଂଶ ବର୍ଣ୍ଣିତ ।

ପ୍ରେମିକ ପ୍ରେମିକା ପ୍ରେମ ସମୟରେ

<poem style="font-style:italic;">
ଛିଡ଼ିଲା ଯୁବତୀ ଗଳାର ହାର,

ପ୍ରେମିକ ପ୍ରେମିକା ପ୍ରେମ ସମୟରେ

ଏକ ଷଷ୍ଠାଂଶ ମାଳି ତଳେ ପଡ଼େ

ଛିଡ଼ିଲା ଯୁବତୀ ଗଳାର ହାର,

ଏକ ପଞ୍ଚମାଂଶ ଶଯ୍ୟା ଉପରେ ।୧।

ଏକ ଷଷ୍ଠାଂଶ ମାଳି ତଳେ ପଡ଼େ

ଯୁବତୀ ଧରିଲା ଏକ ତୃତୀୟାଂଶ

ଏକ ପଞ୍ଚମାଂଶ ଶଯ୍ୟା ଉପରେ ।୧।

ଏକ ଦଶମାଂଶ ପ୍ରେମିକ ଧରେ

ଯୁବତୀ ଧରିଲା ଏକ ତୃତୀୟାଂଶ

ହାରରେ ଯଦ୍ୟପି ଛଅଗୋଟି ରହେ

ଏକ ଦଶମାଂଶ ପ୍ରେମିକ ଧରେ

ଥିଲା କେତେଗୋଟି ହାରରେ ?।୨।

ହାରରେ ଯଦ୍ୟପି ଛଅଗୋଟି ରହେ

ଥିଲା କେତେଗୋଟି ହାରରେ ?।୨।

</poem>

ଲୀଳାବତୀ ଶାସ୍ତ୍ରକୁ କଥ କରି ସେଥିରେ ଉଲ୍ଲେଖ କରାଯାଇଥିବା ସମସ୍ତ ଗାଣିତିକ ଏବଂ ଜ୍ୟାମିତିକ ସମସ୍ୟାର ସରଳ ସମାଧାନ କରି ପାରିଲେ ଏ ଦୁନିଆର ଲୀଳାଭୂମିରେ ଖୁସି ଏବଂ ଆନନ୍ଦର ଉଜ୍ଜଳ ଉଦାହରଣ ସ୍ୱରୂପ ପ୍ରତୀୟମାନ ହୋଇପାରିବ ।

"https://or.wikipedia.org/wiki/ଲୀଳାବତୀ"ରୁ ଅଣାଯାଇଅଛି