"ହେନେରି କ୍ୟାଭେଣ୍ଡିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{Infobox scientist
|name = <big>'''ହେନେରି କ୍ୟାଭେଣ୍ଡିସ୍'''</big><br /> <small>Henry Cavendish</small>
|image = Cavendish Henry signature.jpg
|image_size = 200px
୨୬ କ ଧାଡ଼ି:
|signature =
}}
'''ହେନେରି କ୍ୟାଭେଣ୍ଡିସ୍''' ({{lang-en|Henry Cavendish}}) ଜଣେ ବ୍ରିଟିସ୍ ବୈଜ୍ଞାନିକ । ସେ ଉଭୟ [[ଭୌତିକ ବିଜ୍ଞାନ]] ଓ [[ରସାୟନ ବିଜ୍ଞାନ]]ରେ ଦକ୍ଷତା ହାସଲ କରିଥିଲେ । ସେ [[ଇଂଲଣ୍ଡଫ୍ରାନ୍ସ]]ର ନାଇସ ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଥିଲା ଲର୍ଡ ଚାର୍ଲସ୍‌ କ୍ୟାଭେଣ୍ଡିସ୍‌ । ଅନେକ ସମୟରେ ସେ ନିସଙ୍ଗରେ ସମୟ ବିତାଇବାକୁ ପସନ୍ଦ କରୁଥିଲେ । ତାଙ୍କର ଅଧିକାଶଂ ତଥ୍ୟ ମୃତ୍ୟୁର ବହୁବର୍ଷପରେ ପ୍ରକାଶିତ ହୋଇଥିଲା । ଅନେକ ବିଷୟରେ ସେ ଗବେଷଣା କରିଥିଲେ ମଧ୍ୟ ତାପ ସମ୍ପର୍କୀୟ ଗବେଷଣା ପାଇଁ ସେ ବିଖ୍ୟାତ । ଏହି ସମୟରେ ସେ ଅନେକ ବସ୍ତୁର ସ୍ପେସିଫିକ ହିଟ ସମ୍ପର୍କରେ ସେ ସୂଚନା ଦେଇଥିଲେ । ବାୟୁର ବିଭିନ୍ନ ଉପାଦାନ, ଓ ସେହି ଉପାଦାନ ଗୁଡିକ ମଧ୍ୟରୁ ସେ ଉଦ୍‌ଜାନ ସଂପର୍କରେ ସୂଚନା ଦେଇଥିଲେ । ଉଦ୍‌ଜାନକୁ ସେ "inflammable air ନାମରେ ନାମକରଣ କରିଥିଲେ । ଜଳ ଅଣୁର ଗଠନ ବିଷୟରେ ମଧ୍ୟ ସେ ତଥ୍ୟ ପ୍ରଦାନ କରିଥିଲେ । କୁଲମ୍ବ ଓ ଫାରାଡେ ବିଦ୍ୟୁତ ବିଷୟରେ ଊଦ୍ଭାବନ କରିଥିବା ଅନେକ ତଥ୍ୟ ସମ୍ବନ୍ଧରେ ସେ ପୂର୍ବରୁ ସୁଚନା ଦେଇସାରିଥିଲେ । ସେ ପୃଥିବୀର ସାନ୍ଦ୍ରତା ଜଳର ସାନ୍ଦ୍ରତାର ୫.୪୮ଗୁଣ ବୋଲି ଦର୍ଶାଇଥିଲେ । ତାଙ୍କ ଦ୍ୱାରା ଲିଖିତ ତଥ୍ୟଗୁଡିକୁ ନେଇ ୧୯୨୧ ମସିହାରେ ୨ଟି ବହି (Electrical Researches and Chemical and Dynamical) ପ୍ରକାଶିତ ହୋଇଥିଲା । ସେ ମଧ୍ୟ ପୃଥିବୀର ବସ୍ତୁତ୍ୱ ୫.୯୭୨୫ ବିଲିଅନ ଟ୍ରିଲିଅନ ଟନ୍ ବୋଲି ଦର୍ଶାଇଥିଲେ ।
 
== ଜୀବନୀ ==
୪୨ କ ଧାଡ଼ି:
* {{cite book|author = Cavendish, Henry|title = The Electrical Researches of the Honourable Henry Cavendish|year = 1879|publisher = Cambridge University Press|location = Cambridge|url = http://books.google.com/?id=3gYJAAAAIAAJ&pg=PR24&dq=cavendish+henry#PPR3,M1}} – edited by James Clerk Maxwell
 
== ଆଧାର ===
{{ଆଧାର}}