"ହେନେରି କ୍ୟାଭେଣ୍ଡିସ୍" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଶିତିକଣ୍ଠ ଦାଶ Henry Cavendish ପୃଷ୍ଠାଟି ହେନେରି କ୍ୟାଭେଣ୍ଡିସ୍କୁ ଘୁଞ୍ଚାଇଲେ |
No edit summary |
||
୧ କ ଧାଡ଼ି:
{{Infobox scientist
|name = Henry Cavendish
|image = Cavendish Henry signature.jpg
|image_size = 200px
|caption = Henry Cavendish
|birth_date = {{birth date|df=yes|1731|10|10}}
|birth_place = [[Nice]], [[Kingdom of France|France]]
|death_date = {{death date and age|df=yes|1810|02|24|1731|10|10}}
|death_place = [[London]], [[England]]
|residence =
|citizenship =
|nationality = British
|ethnicity =
|field = [[Chemistry]], [[physics]]
|work_institutions =
|alma_mater = [[University of Cambridge]]
|doctoral_advisor =
|doctoral_students =
|known_for = Discovery of [[hydrogen]] <br /> [[Cavendish experiment|Measured the Earth's density]]
|author_abbrev_bot =
|author_abbrev_zoo =
|influences =
|influenced =
|prizes =
|footnotes =
|signature =
}}
'''ହେନେରି କ୍ୟାଭେଣ୍ଡିସ୍''' ଜଣେ ବ୍ରିଟିସ୍ ବୈଜ୍ଞାନିକ । ସେ ଉଭୟ [[ଭୌତିକ ବିଜ୍ଞାନ]] ଓ [[ରସାୟନ ବିଜ୍ଞାନ]]ରେ ଦକ୍ଷତା ହାସଲ କରିଥିଲେ । ସେ [[ଇଂଲଣ୍ଡ]]ର ନାଇସ ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଥିଲା ଲର୍ଡ ଚାର୍ଲସ୍ କ୍ୟାଭେଣ୍ଡିସ୍ । ଅନେକ ସମୟରେ ସେ ନିସଙ୍ଗରେ ସମୟ ବିତାଇବାକୁ ପସନ୍ଦ କରୁଥିଲେ । ତାଙ୍କର ଅଧିକାଶଂ ତଥ୍ୟ ମୃତ୍ୟୁର ବହୁବର୍ଷପରେ ପ୍ରକାଶିତ ହୋଇଥିଲା । ଅନେକ ବିଷୟରେ ସେ ଗବେଷଣା କରିଥିଲେ ମଧ୍ୟ ତାପ ସମ୍ପର୍କୀୟ ଗବେଷଣା ପାଇଁ ସେ ବିଖ୍ୟାତ । ଏହି ସମୟରେ ସେ ଅନେକ ବସ୍ତୁର ସ୍ପେସିଫିକ ହିଟ ସମ୍ପର୍କରେ ସେ ସୂଚନା ଦେଇଥିଲେ । ବାୟୁର ବିଭିନ୍ନ ଉପାଦାନ, ଓ ସେହି ଉପାଦାନ ଗୁଡିକ ମଧ୍ୟରୁ ସେ ଉଦ୍ଜାନ ସଂପର୍କରେ ସୂଚନା ଦେଇଥିଲେ । ଉଦ୍ଜାନକୁ ସେ "inflammable air ନାମରେ ନାମକରଣ କରିଥିଲେ । ଜଳ ଅଣୁର ଗଠନ ବିଷୟରେ ମଧ୍ୟ ସେ ତଥ୍ୟ ପ୍ରଦାନ କରିଥିଲେ । କୁଲମ୍ବ ଓ ଫାରାଡେ ବିଦ୍ୟୁତ ବିଷୟରେ ଊଦ୍ଭାବନ କରିଥିବା ଅନେକ ତଥ୍ୟ ସମ୍ବନ୍ଧରେ ସେ ପୂର୍ବରୁ ସୁଚନା ଦେଇସାରିଥିଲେ । ସେ ପୃଥିବୀର ସାନ୍ଦ୍ରତା ଜଳର ସାନ୍ଦ୍ରତାର ୫.୪୮ଗୁଣ ବୋଲି ଦର୍ଶାଇଥିଲେ । ତାଙ୍କ ଦ୍ୱାରା ଲିଖିତ ତଥ୍ୟଗୁଡିକୁ ନେଇ ୧୯୨୧ ମସିହାରେ ୨ଟି ବହି (Electrical Researches and Chemical and Dynamical) ପ୍ରକାଶିତ ହୋଇଥିଲା । ସେ ମଧ୍ୟ ପୃଥିବୀର ବସ୍ତୁତ୍ୱ ୫.୯୭୨୫ ବିଲିଅନ ଟ୍ରିଲିଅନ ଟନ୍ ବୋଲି ଦର୍ଶାଇଥିଲେ ।
== ଜୀବନୀ ==
=== ପ୍ରାରମ୍ଭିକ ଜୀବନ ===
=== ରସାୟନ ବିଜ୍ଞାନ ଗବେଷଣା ===
=== ପୃଥିବୀର ଘନତା ===
=== ବିଦ୍ୟୁତ ସମ୍ପର୍କିତ ଗବେଷଣା ===
=== ମୃତ୍ୟୁ ===
== ବ୍ୟକ୍ତିତ୍ଵ ==
== ଗୁରୁତ୍ତ୍ୱପୂର୍ଣ୍ଣ ରଚନବଳୀ ==
* {{cite book|author = Cavendish, Henry|title = Scientific Papers|volume = 1|year = 1921|publisher = Cambridge University Press|location = Cambridge|url = http://www.archive.org/details/scientificpapers01caveuoft }} – edited by James Clerk Maxwell and revised by Joseph Larmor
* {{cite book|author = Cavendish, Henry|title = Scientific Papers|volume = 2|year = 1921|publisher = Cambridge University Press|location = Cambridge|url = http://www.archive.org/details/scientificpaper00cavegoog }} – edited by James Clerk Maxwell and revised by Joseph Larmor
* {{cite book|author = Cavendish, Henry|title = The Electrical Researches of the Honourable Henry Cavendish|year = 1879|publisher = Cambridge University Press|location = Cambridge|url = http://books.google.com/?id=3gYJAAAAIAAJ&pg=PR24&dq=cavendish+henry#PPR3,M1}} – edited by James Clerk Maxwell
== ଆଧାର ===
{{ଆଧାର}}
== ଆହୁରି ପଢନ୍ତୁ ==
* ''Cavendish'', Christa Jungnickel and Russell McCormmach, American Philosophical Society, 1996, ISBN 0-87169-220-1, 414 pp.
* ''Cavendish: The Experimental Life'', Christa Jungnickel and Russell McCormmach, Bucknell University Press, 1999, ISBN 0-8387-5445-7, 814 pp.
== ବାହାର ଲିଙ୍କ ==
{{wikiquote}}
{{wikisource author|Henry Cavendish}}
* {{Cite EB1911|wstitle=Cavendish, Henry}}
* [http://books.google.com/books?id=_q03AAAAMAAJ&pg=PA1&dq=cavendish+henry#PPR3,M1 The Life of the Honourable Henry Cavendish] by George Wilson, London, 1851.
* [http://books.google.com/books?id=-uEKAAAAIAAJ&pg=PA1&dq=cavendish+henry Experiments on Air] by Henry Cavendish, Edinburgh: William F. Clay (1893) – Alembic Club reprint number 3.
* [http://books.google.com/books?id=dg0RAAAAIAAJ&pg=PA45 "The Mean Density of the Earth"] by J. H. Poynting, London: Charles Griffin and Company (1894).
* [http://books.google.com/books?id=O58mAAAAMAAJ&pg=PA9&dq=cavendish+henry&as_brr=1#PPP7,M1 The Laws of Gravitation: Memoirs by Newton, Bouguer and Cavendish], edited and translated by A. Stanley MacKenzie, New York: American Book Company (1900).
* {{cite web|last=Bowley|first=Roger|title=The Cavendish Experiment|url=http://www.sixtysymbols.com/videos/cavendish.htm|work=Sixty Symbols|publisher=[[Brady Haran]] for the [[University of Nottingham]]}}
{{Persondata<!-- Metadata: see [[Wikipedia:Persondata]] -->
|NAME=Cavendish, Henry
|ALTERNATIVE NAMES=
|SHORT DESCRIPTION=Scientist
|DATE OF BIRTH=10 October 1731
|PLACE OF BIRTH=[[Nice]], France
|DATE OF DEATH=24 February 1810
|PLACE OF DEATH= [[London]], [[England]]
}}
{{DEFAULTSORT:Cavendish, Henry}}
[[ଶ୍ରେଣୀ:ବୈଜ୍ଞାନିକ]]
|