"ପଞ୍ଚଲିଙ୍ଗେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
[https://or.wikipedia.org/w/index.php?title=ପଞ୍ଚଲିଙ୍ଗେଶ୍ଵର_ମନ୍ଦିର&oldid=139549 ଏଠା]ରୁ ତଥ୍ୟ ନିଆଯାଇ ଯୋଡ଼ାଗଲା/ସ୍ୱେଚ୍ଛା ସମ୍ପାଦନା
୨ କ ଧାଡ଼ି:
{{About|{{PAGENAME}}||ପଞ୍ଚଲିଙ୍ଗେଶ୍ଵର}}
{{Infobox Mandir
|name = ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର
|image = Panchalingeswara Temple Nilagiri Baleswar.jpg
|image_size = 250px
|alt = ପଞ୍ଚଲିଙ୍ଗେଶ୍ଵର
|caption = ପଞ୍ଚଲିଙ୍ଗେଶ୍ଵରଙ୍କ ଆସ୍ଥାନ
|pushpin_map = Orissa
|latd =21 | latm =24 | lats =41.12 | latNS = N
|longd=86 | longm=43 | longs =4.33 | longEW = E
|coordinates_region = <!-- See [[ISO 3166-1 alpha-2]]: IN for India, ... -->
|coordinates_display =
|coordinates_footnotes=
|map_caption = ପଞ୍ଚଲିଙ୍ଗେଶ୍ଵର
|map_size = 250
|other_names =
|devanagari =
|sanskrit_translit =
|tamil =
|marathi =
|bengali =
|chinese =
|pinyin =
|malay =
|script_name = <!--Enter name of local script used-->
|script = <!--Enter the template name in the local script used -->
|country = [[ଭାରତ]]
|state/province = [[ଓଡ଼ିଶା]]
|district = [[ବାଲେଶ୍ଵର ଜିଲ୍ଲା|ବାଲେଶ୍ଵର]]
|locale = [[ପଞ୍ଚଲିଙ୍ଗେଶ୍ଵର]]
|elevation_m =
|elevation_footnotes =
|primary_deity =
|important_festivals =
|architectural_styles =
|number_of_temples =
|number_of_monuments =
|inscriptions =
|date_built =
|creator =
|temple_board =
|website =
}}
'''ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର''' [[ଓଡ଼ିଶା]]ର [[ବାଲେଶ୍ଵର ଜିଲା]]ର [[ନୀଳଗିରି]] ପାଖରେ ଥିବା [[ପଞ୍ଚଲିଙ୍ଗେଶ୍ଵର]]ରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼ିପାହାଡ଼଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼ୀପାହାଡ଼଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାଆଁନାମ ଅନୁସାରେ ଏହି ଜାଗାର ନାଆଁନାମ ପଞ୍ଚଲିଙ୍ଗେଶ୍ଵର ହୋଇଅଛି ।<ref>http://www.orissa-tourism.com/bsore.html</ref>ବାଲେଶ୍ୱର ସମୁଦ୍ର ଉପକୂଳରେ ବଙ୍ଗୋପସାଗରର ବେଳାଭୂମିକୁ ସାମନ୍ତରାଳଭାବରେ କୁପାରୀ ଠାରୁ ନୀଳଗିରି ପର୍ଯ୍ୟନ୍ତ ପୂର୍ବଘାଟ ପର୍ବତମାଳା ଲମ୍ବିଆସିଛି । ୧୦୦୦ ଫୁଟ ଛୋଟ ଛୋଟ ପାହାଡ଼ "ଦେବଗିରି" ପର୍ବତମାଳାର ପଞ୍ଚେଲିଙ୍ଗେଶ୍ୱର ଏକ ଅଂଶ ବିଶେଷ । ଏହି ଶୈବପୀଠର ପାଦଦେଶରେ ଝରଣାଟିଏ ବହିଯାଇଛି । ଏହି ଜଳସ୍ରୋତ ମଧ୍ୟରେ ଅଦୃଶ୍ୟ ପାଞ୍ଚଗୋଟି ଲିଙ୍ଗ ହେଉଛନ୍ତି ପଞ୍ଚେଲିଙ୍ଗେଶ୍ୱର ପୀଠ । ଭକ୍ତମାନେ ଜଳସ୍ରୋତ ମଧ୍ୟରେ ପଞ୍ଚେଲିଙ୍ଗେଶ୍ୱରଙ୍କୁ ଦର୍ଶନ କରି ପୂଜାକରନ୍ତି । ପ୍ରସ୍ତର ଉପରେ ବସି ପୁଜକ ଶିବଲିଙ୍ଗ ପୂଜା କରିଥାନ୍ତି । ରାଜ୍ୟ ପର୍ଯ୍ୟଟନ ତରଫରୁ ଯାତ୍ରୀନିବାସର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି । ସରସ୍ୱତୀ ପୂଜା ସମୟରେ ପାଞ୍ଚ ଦିନ ବ୍ୟାପୀ ମେଳା ହୁଏ । ବହୁ ଲୋକ ଏଠାକୁ ଆସି ଦେବଦର୍ଶନ କରିଥାନ୍ତି ଓ ମନୋହାରୀ ଜିନିଷ କିଣିଥାନ୍ତି । ଦେବଗିରି ପର୍ବତର ଶିଖର ଦେଶରେ ମଣ୍ଡଳେଶ୍ୱରୀ ଦେବୀସ୍ଥାନ ରହିନ୍ତି । ଏହାଙ୍କୁ ବର୍ଷାଦେବୀ ମଧ୍ୟ କହାଯାଏ । ବର୍ଷା ନହେଲେ ଦେବୀଙ୍କୁ ପୂଜାକଲେ ବର୍ଷା ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି । ଦେବଗିରି ପର୍ବତମାଳା ପରିବେଷ୍ଟିତ ପର୍ବତର ଶୀର୍ଷଦେଶରୁ ମଙ୍ଗଳପୁର ପ୍ରାଚୀନ ପଥ ଓ ଦୁର୍ଗପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ଜନଶୃତି ଅଛି ଯେ ପଞ୍ଚଲିଙ୍ଗେଶ୍ୱର ପାହାଡ଼ର ପାଦଦେଶରୁ ଏହି ସୁଡଙ୍ଗ ରହିଛି ।
 
== ଗମନାଗମନ ==
ଏହା ନୀଳଗିରିଠାରୁନୀଳଗିରି ଠାରୁ ୧୦ କିମିକିଲୋମିଟର, [[ବାଲେଶ୍ଵର]]ବାଲେଶ୍ୱର ଠାରୁ ୩୦ କିମିକି.ମି. ଓ [[ବାରିପଦା]] ଠାରୁ ୮୫ କିମି ଦୂରତାରେ ରହିଅଛି। ଏହି ଦୁଇ ସହର ଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି ।
 
{{clear}}
[[ଫାଇଲ:Pancalingeswara Temple Nilagiri.JPG|thumb|center|650px|ପାହାଡ଼ିପାହାଡ଼଼ି ଝରଣା ଭିତରେ ବାବା ପଞ୍ଚଲିଙ୍ଗେଶ୍ଵର]]
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* [http://www.odishatourism.net.in/Temples_and_monuments_in_odisha/panchalingeswara_temple_baleswara_odisha.html ପଞ୍ଚଲିଙ୍ଗେଶ୍ଵରର ନିଆରା ପର୍ଯ୍ୟଟନ ସ୍ଥଳୀ]
 
 
 
{{ଓଡ଼ିଶାର ଶିବ ମନ୍ଦିର}}