"ରାଜସ୍ମିତା କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 1 interwiki links, now provided by Wikidata on d:q7285813 (translate me)
ଟିକେ re-categorisation
୧୦ କ ଧାଡ଼ି:
| other_names = ନିକି <ref>{{cite web |url= http://expressbuzz.com/entertainment/television/odia-hip-hopper-crowned-dance-queen/384991.html |title=Odia hip-hopper crowned dance queen &#124;Rajasmita&#124;Dance India Dance &#124; The New Indian Express|work=expressbuzz.com |year=2012 |quote= “Niki has made us proud,” said her mother Ranjita. |accessdate=24 April 2012}}</ref>
| television = ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୩
| parents = ରମେଶ କର</br /> ରଞ୍ଜିତା କର
}}
 
ଜାତୀୟ ସ୍ତରର ହିନ୍ଦୀ ଟେଲିଭିଜନ ଚ୍ୟାନେଲ ଜି ଟିଭି ପ୍ରସାରିତ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ର ଚୁଡ଼ାନ୍ତ ଅଧ୍ୟାୟରେ [[ଓଡ଼ିଶା]]ର ଏକମାତ୍ର ପ୍ରତିଦ୍ଵନ୍ଦୀ [[ରାଉରକେଲା]]ର ରାଜସ୍ମିତା କର ବିଜୟୀ ହୋଇ ଭାଗ୍ୟରଟୋପିର ଅଧିକାରୀ ହୋଇଛନ୍ତି ୤ ନିଜ ନୃତ୍ୟର ଉତ୍କର୍ଷତା ବଳରେ ସେ ଏହି ପ୍ରତିଯୋଗିତାର ଶେଷ ୫ଜଣ ଚୁଡ଼ାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ନିଜ ସ୍ଥାନ ବଳବତ୍ତର ରଖିଥିବା ବେଳେ ତିନି ଥର ପ୍ରଥମ ଓ ଦୁଇ ଥର ଦ୍ଵୀତୀୟ ସ୍ଥାନ ହାସଲ କରିଥିଲେ ୤ ରାଜସ୍ମିତା [[ଆସାମ]]ର ପ୍ରଦୀପ ଗୁରୁଙ୍ଗ, [[ଡେରାଡୁନ]]ର ରାଘବ, [[ଦିଲ୍ଲୀ]]ର ସନମ ଜୋହର ଓ ରେବା, [[ମଧ୍ୟ ପ୍ରଦେଶ]]ର ମୋହିନା ସିଂଙ୍କୁ ପଛରେ ପକାଇ ବିଜୟିନୀ ହୋଇଥିଲେ ୤ ୪୮ଲକ୍ଷ ୮୯ ହଜାର ୩୦ଟି ଭୋଟପାଇ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ ୤<ref>{{cite web |url= http://www.odishatoday.com/viewnews.php?news_id=3381 |title=Rourkela girl Rajasmita Kar wins ‘Dance India Dance 3′ title|work=odishatoday.com |year=2012 |quote=Rajasmita Kar was declared the winner at the grand finale |accessdate=23 April 2012}}</ref><ref>{{cite web |url= http://dailypioneer.com/state-editions/bhubaneswar/59704-odia-girl-rajasmita-shines-in-dance-india-dance.html |title=Odia girl Rajasmita shines in Dance India Dance |work=dailypioneer.com |year=2012 |quote=Rajasmita (Geeta Ki Gang) stood number one with 48,89,030 votes |accessdate=24 April 2012}}</ref>
 
୨୬ ଜାନୁଆରୀ ୧୯୯୧ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ରାଜସ୍ମୀତାଙ୍କ ବାପା ରମେଶ କୁମାର କର [[ରାଉରକେଲା]]ର ବାସନ୍ତୀ କଲୋନୀରେ ଏକ ବୈଦ୍ୟୁତିକ ସରଞ୍ଜାମ ଦୋକାନ ଚଳାଉଥିବା ବେଳେ ମା ରଞ୍ଜିତା କର ଜଣେ ଗୃହିଣୀ୤ ପିଲାବେଳୁ ନୃତ୍ୟ ପ୍ରତି ଆଗ୍ରହୀ ହୋଇ ବିଭିନ୍ନ ପ୍ରକାର ନୃତ୍ୟ ଶିକ୍ଷା କରିଥିଲେ ୤
 
ଏହା ପୂର୍ବରୁ ସେ [[ତରଙ୍ଗ ଟିଭି]]ରେ ପ୍ରସାରିତ ଝୁମ ଓଡ଼ିଶା ଝୁମ, ଧୁମ ମଚାଲେ ଧୁମ ର ଚୁଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ ୤<ref>{{cite web |url= http://www.enableezine.com/did-winner-rajasmita/137.html |title=DID 3 Winner ? - Rajasmita Win Takdeer Ki Topi|work=enableezine.com |year=2012 |quote=she also took part in Tarang TV channel’s Dance Shows ‘Jhum Odisha Jhum’ and ‘Dhum Maggi Dhum’, also Reached into Finals. |accessdate=24 April 2012}}</ref> <ref>{{cite web |url= http://www.matpal.com/2012/03/rajsmita-kar-biography-did-3.html |title=Rajasmita Kar &#91;Biography&#93; DID 3 ~ Matpal |work=matpal.com |year=2012 |quote=First time she appeared in the reality show Dhoom Machale |accessdate=24 April 2012}}</ref> ଅକ୍ଟୋବର ୨୦୧୧ରେ [[ଭୁବନେଶ୍ଵର]]ରେ ଅନୁଷ୍ଠିତ ଜିଟିଭିର ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଚୟନ ପ୍ରକ୍ରିୟାରେ ମନୋନୀତ ହୋଇ [[ମୁମ୍ବାଇ]] ଯାଇଥିଲେ ୤ ଭିନ୍ନ ଭିନ୍ନ ଅଧ୍ୟାୟରେ ବହୁ କଷ୍ଟସାଧ୍ୟ ନୃତ୍ୟ ପରିବେଷଣ କରି ସେ ଗ୍ରାଣ୍ଡମାଷ୍ଟର [[ମିଥୁନ ଚକ୍ରବର୍ତ୍ତୀ]]ଙ୍କ ଠାରୁ 'ଡାର୍କ ହର୍ସ' ଆଖ୍ୟା ପାଇଥିଲେ ୤ <ref>{{cite web |url= http://www.telegraphindia.com/1120416/jsp/odisha/story_15376887.jsp#.T5YWxnn1rcc |title=DID finalist dreams to win with moves |work=telegraphindia.com |year=2012 |quote=grandmaster Mithunda acknowledges me as the ‘dark horse’ of the show |accessdate=24 April 2012}}</ref>
 
ପ୍ରଖ୍ୟାତ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନିଜର ଆଦର୍ଶ ଭାବେ ମାନୁଥିବା ରାଜସ୍ମୀତା ଆଗାମୀ ଦିନରେ ଛୋଟ ଛୋଟ ପିଲାଙ୍କ ପାଇଁ ଏକ ନୃତ୍ୟ ପ୍ରଶିକ୍ଷଣ ଅନୁଷ୍ଠାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ୤
୩୫ କ ଧାଡ଼ି:
}}
{{DEFAULTSORT:Kar, Rajasmita}}
 
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ଜୀବନ୍ତଜୀବିତ ମଣିଷବ୍ୟକ୍ତି]]
[[ଶ୍ରେଣୀ:୧୯୯୧ ଜନ୍ମ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->