"ରଘୁନାଥ ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଆଧାର
୧୫ କ ଧାଡ଼ି:
}}
 
ପଣ୍ଡିତ ''' ରଘୁନାଥ ମୁର୍ମୁ ''' ( ଜନ୍ମ ୫ ମେ, ୧୯୦୫, [[ଦାଣ୍ଡବୋସ]], [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]], [[ଓଡ଼ିଶା]] – ୧ ଫେବ୍ରୁଆରି, ୧୯୮୨) [[ଅଲ ଚିକି ଲିପି]]<!--[[Ol Chiki script]]-->ର ଜନକ ଯାହା ବହୁବିଧ ନାମରେ ଯଥା; ଅଲ ସେମେତ<!--Ol Cemet--> ("ପ୍ରଣାଳୀ"), ଅଲ ସିକି<!--Ol Ciki-->, ଅଲ ଓ ବେଳେବେଳେ ସାନ୍ତାଳି ଅକ୍ଷର ବୋଲି ଜଣାଶୁଣା ।୧୯୨୫ରେ ଏହି ଲିପି [[ସାନ୍ତାଳି ଭାଷା]]<!--[[Santali language]]--> ଲେଖିବା ନିମନ୍ତେ [[ଭାରତ]] ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ [[ଓଡ଼ିଶା]], [[ପଶ୍ଚିମ ବଙ୍ଗ|ପଶ୍ଚିମବଙ୍ଗ]] ଓ [[ଝାଡ଼ଖଣ୍ଡ]]ର ସାନ୍ତାଳି ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଅଛନ୍ତି । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ଵୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେପଶ୍ଚିମବଙ୍ଗରସ୍ମୃତିରେ ପଶ୍ଚିମବଙ୍ଗର [[ବାଙ୍କୁଡ଼ା ଜିଲ୍ଲା|ବାଙ୍କୁରା ଜିଲ୍ଲାର]] ଜାମବାଣୀଠାରେ '''ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ''' ୧୯୮୬ ମସିହାରେ<ref>http://www.buruniv.ac.in/CollegeDetails.php?col_code=411</ref> ଓ ୨୦୦୭ ମସିହାରେ, [[ମୁର୍ଶିଦାବାଦ ଜିଲ୍ଲା|ମୁର୍ସିଦାବାଦଠାରେ]] କଲ୍ୟାଣୀ ବିଶ୍ଵବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ<ref>http://www.panditrmttc.com/</ref> ପ୍ରତିଷ୍ଠା କରାଯାଇଛି ।
 
== ପ୍ରାରମ୍ଭିକ ଜୀବନ ==