"ରଘୁନାଥ ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 2 interwiki links, now provided by Wikidata on d:q2127253 (translate me)
ଟିକେNo edit summary
୫ କ ଧାଡ଼ି:
| pseudonym = ଗୁରୁ ଗୋମକେ
| birth_date = {{Birth date|1905|5|5|df=y}}
| birth_place = (ଦରଦିହଡହରଡିହା) ଦାଣ୍ଡବୋସ, [[ରାଇରଙ୍ଗପୁର]], [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]], [[ବ୍ରିଟିଶ ଇଣ୍ଡିଆ]]
| death_date = {{Death date and age|1982|2|1|1905|5|5|df=y}}
| occupation = [[ବୁଦ୍ଧିଜୀବୀ|ଚିନ୍ତାନାୟକ]]<!--[[Intellectual|Thinker]]-->, [[କବି]], [[ଲେଖକ]], [[ଦର୍ଶନ ଶାସ୍ତ୍ର|ଦାର୍ଶନିକ]], [[ନାଟ୍ଯକାର]]<!--[[Playwright|Dramatist]]-->
୧୫ କ ଧାଡ଼ି:
}}
 
ପଣ୍ଡିତ ''' ରଘୁନାଥ ମୁର୍ମୁ ''' ( ଜନ୍ମ ୫ ମେ, ୧୯୦୫, [[ଦାଣ୍ଡବୋସ]], [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]], [[ଓଡ଼ିଶା]] – ୧ ଫେବ୍ରୁଆରି, ୧୯୮୨) [[ଅଲ ଚିକି ଲିପି]]<!--[[Ol Chiki script]]-->ର ଜନକ ଯାହା ବହୁବିଧ ନାମରେ ଯଥା; ଅଲ ସେମେତ<!--Ol Cemet--> ("ପ୍ରଣାଳୀ"), ଅଲ ସିକି<!--Ol Ciki-->, ଅଲ ଓ ବେଳେବେଳେ ସାନ୍ତାଳି ଅକ୍ଷର ବୋଲି ଜଣାଶୁଣା ।୧୯୨୫ରେ ଏହି ଲିପି [[ସାନ୍ତାଳି ଭାଷା]]<!--[[Santali language]]--> ଲେଖିବା ନିମନ୍ତେ [[ଭାରତ]] ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ [[ଓଡ଼ିଶା]], [[ପଶ୍ଚିମ ବଙ୍ଗ|ପଶ୍ଚିମବଙ୍ଗ]] ଓ [[ଝାଡ଼ଖଣ୍ଡ]]ର ସାନ୍ତାଳି ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଅଛନ୍ତି । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ଵୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେପଶ୍ଚିମବଙ୍ଗର [[ବାଙ୍କୁଡ଼ା ଜିଲ୍ଲା|ବାଙ୍କୁରା ଜିଲ୍ଲାର]] ଜାମବାଣୀଠାରେ '''ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ''' ଓ ୨୦୦୭ ମସିହାରେ, [[ମୁର୍ଶିଦାବାଦ ଜିଲ୍ଲା|ମୁର୍ସିଦାବାଦଠାରେ]] କଲ୍ୟାଣୀ ବିଶ୍ଵବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
 
== ପ୍ରାରମ୍ଭିକ ଜୀବନ ==
ସେ [[ଓଡ଼ିଶା]]ର [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]ର ଏକ ୫ ମେ ୧୯୦୫ର ଏକ ପୂର୍ଣ୍ଣମୀ ତିଥି ଦହରଦିହଡହରଡିହା (ଦାଣ୍ଡବୋସ) ଠାରେ ଜନ୍ମ ନେଇଥିଲେ । ସେ [[ରାଇରଙ୍ଗପୁର]]ର ବଡାମତଳିଆ ଠାରେ ଜଣେ ସ୍କୁଲ ଶିକ୍ଷକ ଥିଲେଥିବା ସମୟରେ ସାନ୍ତାଳି ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ<ref>ସମ୍ବାଦ ୧୯/୦୪/୨୦୧୩ ପୃଷ୍ଠା ୪ରେ ପ୍ରକାଶିତ ଖବର, ଅଲଚିକି ସ୍ରଷ୍ଟାଙ୍କ ସ୍ମୃତିରକ୍ଷା : ଓଡ଼ିଶାଠାରୁ ପଶ୍ଚିମବଙ୍ଗ ଆଗରେ</ref>
 
== ବାହାର ଲିଙ୍କ ==