"ସିଦ୍ଧାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫ କ ଧାଡ଼ି:
| alt =
| caption =
| birth_date = ୧୯୬୬|୦୫|୦୪<!-- {{Birth date and age|YYYYdf=y|MM1966|DD05|04}} -->
| birth_place = [[ବାଲୁଗାଁବ୍ରହ୍ମପୁର]], [[ଓଡ଼ିଶା]]
| death_date = <!--{{Death date|20112061|06|27}}-->
| death_place =
| yearsactive = ୧୯୯୩-ଏବେଯାଏଁ
| nationality = [[ଭାରତ|ଭାରତୀୟ]]
| other_names =
| known_for = [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ସିନେମା]] [[ଅଭିନେତା]]
| occupation = [[ସିନେମା]]କଥାଚିତ୍ର [[ଅଭିନେତା]]ଅଭିନୟ
| spouse = [[ରଚନା ବାନାର୍ଜୀ]] (ବିବାହ ବିଚ୍ଛେଦ) <br/>[[ମାମା ମିଶ୍ର]]
| Children = ସାଇ ସମର୍ଥ
}}
 
'''{{PAGENAME}}''' ଜଣେ ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] ସିନେକଥାଚିତ୍ର ଅଭିନେତା ଓ [[ବିଜୁ ଜନତା ଦଳ]]ର ନେତା
 
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
''{{PAGENAME}}'' [[ବାଲୁଗାଁ]],ଗଞ୍ଜାମ [[ଓଡ଼ିଶାଜିଲ୍ଲା]] ଠାରେବ୍ରହ୍ମପୁରଠାରେ ୪ ମଇ ୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରହ୍ମପୁର, [[ଗଞ୍ଜାମ ଜିଲା|ଗଞ୍ଜାମ]] ରେବ୍ରହ୍ମପୁରରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଧରଣିଧର କଲେଜ, [[କେନ୍ଦୁଝର ଜିଲାଜିଲ୍ଲା|କେନ୍ଦୁଝର]] ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ଫେକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, [[ଦିଲ୍ଲୀ|ନୂଆଦିଲ୍ଲୀ]] ରୁ ସେ ବିଜନେସ ମ୍ୟାନେଜମେଣ୍ଟ ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି [[ଓଡ଼ିଆ ସିନେମାକଥାଚିତ୍ର ଜଗତ|ଓଡ଼ିଆ ସିନେମା ଜଗତର]] ଜଣାଶୁଣା ଅଭିନେତ୍ରୀ [[ମାମା ମିଶ୍ର]] ତାଙ୍କ ଧର୍ମପତ୍ନୀ
 
== ସିନେମା ଜୀବନ ==
୧୯୯୩ ମସିହାରେ [[ଶ୍ରଦ୍ଧାଞ୍ଜଳି]] ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତ , ବର୍ତ୍ତମାନ ସୁଦ୍ଧା ୧୩୦ଟି [[ଓଡ଼ିଆ ସିନେମା|ଓଡ଼ିଆ]] ସିନେମାରେକଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
=== ଅଭିନୀତ ଓଡ଼ିଆ କଥାଚିତ୍ର ===
{| class="wikitable sortable"
୭୩ କ ଧାଡ଼ି:
 
== ରାଜନୈତିକ ଜୀବନ ==
ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇ ଲୋକସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ [[ଓଡ଼ିଶା]]ରଓଡ଼ିଶାର [[ବ୍ରହ୍ମପୁର (ଲୋକସଭା ନିର୍ବାଚନ ମଣ୍ଡଳିମଣ୍ଡଳୀ)|ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳି]]ରୁ ବିଜୟୀ ହୋଇ ଚଳିତ ପଞ୍ଚଦଶ ଲୋକସଭାର ସଦସ୍ୟ (ସାଂସଦ) ଅଛନ୍ତି
 
== ପୁରସ୍କାର ==
୯୫ କ ଧାଡ଼ି:
[[ଶ୍ରେଣୀ:ଜୀବନ୍ତ ମଣିଷ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:ଭାରତୀୟ ସିନେ ଅଭିନେତା]]
[[ଶ୍ରେଣୀ:୧୯୬୬ ଜନ୍ମ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]