"ଚିକିତ୍ସା ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ମେଡିସିନ ନାମକ ଏକ ନୂଆ ବିଷୟ ଆରମ୍ଭ କରାଗଲା
୧ କ ଧାଡ଼ି:
{{ଛୋଟ|Medicine}}
'''ଚିକିତ୍ସା''' ଏକ [[ବିଜ୍ଞାନ]] ଏବଂ ଆରୋଗ୍ୟଲାଭ କରାଇବାର ଏକ କଳା । ଏହାକୁ ବ୍ୟବହାର କରି ସ୍ଵାସ୍ଥ୍ୟର ଯତ୍ନ, ରୋଗର ପ୍ରତିକାର ଏବଂ ଉପଶମ କରାଯାଇ ପାରିବ ।
ଏହି ମେଡିସିନବିଷୟଟି ଚିକିତ୍ସାର କଳା ଓ ବିଜ୍ଞାନ ବିଷୟରେ ଲିଖିତ । ଔଷଧ ଅର୍ଥରେ ଜାଣିବାକୁ ହେଲେ [[ଔଷଧ ତତ୍ତ୍ଵ]] ପଢ଼ିବାକୁ ଅନୁରୋଧ ।
[[File:Asklepios.3.jpg|thumb|Statue of [[Asclepius]], the [[Greek God|Greek god]] of medicine, holding the symbolic [[Rod of Asclepius]] with its coiled [[snake|serpent]]]]
'''ମେଡିସିନ''' {{IPAc-en|ˈ|m|ɛ|d|s|ɨ|n|audio=En-uk-medicine.ogg}}, US English {{IPAc-en|ˈ|m|ɛ|d|ɨ|s|ɨ|n|audio=En-us-medicine.ogg}}) ବା ଭେଷଜ ବିଜ୍ଞାନରେ ରୋଗ ବିଷୟରେ ବିଶଦ ବିବରଣୀ ସହ ରୋଗ ନିର୍ଣ୍ଣୟ, ଚିକିତ୍ସା ଓ ପ୍ରତିରୋଧର ବ୍ୟାଖ୍ୟା ଥାଏ<ref>[http://oxforddictionaries.com/ Oxford English Dictionary] definition of "[http://oxforddictionaries.com/definition/medicine?q=medicine medicine]"</ref> । ଜନ ସାଧାରଣ ମେଡିସିନ ଶବ୍ଦର ଅର୍ଥ [[ଔଷଧ]] ବୁଝନ୍ତି, କିନ୍ତୁ ମେଡିସିନ ବିଷୟର ଅର୍ଥ [[ଚିକିତ୍ସା ବିଜ୍ଞାନ]] ବା [[ଭେଷଜ ବିଜ୍ଞାନ]] । ଏହାର ଅନ୍ୟ ଏକ ଅର୍ଥ ଔଷଧ । ଇଂରାଜୀରେ ଏହାକୁ କନ୍‌ଭେନ୍‌ସନାଲ୍ (conventional) , ଅର୍ଥୋଡକ୍ସ (orthodox), ସାଇଣ୍ଟିଫିକ୍ (scientific) କିମ୍ଵା ମେନ୍‌ସ୍ଟ୍ରିମ ମେଡିସିନ (mainstream) ନାମ ଦିଆଯାଏ । ମାନବର ସ୍ଵାସ୍ଥ୍ୟ ରକ୍ଷା, ସ୍ଵାସ୍ଥ୍ୟ ସୁବିଧା, ସ୍ଵାସ୍ଥ୍ୟ ପୁନରୁଦ୍ଧାର, ପ୍ରତିରୋଧ, ପ୍ରତିଷେଧ ଓ ରୋଗ ଚିକିତ୍ସା ଏହାର ପରିସର ମଧ୍ୟରେ ଆସେ । [[ଅଲ୍ଟର‌ନେଟ ମେଡିସିନ]] ([[alternative medicine]]) ନାମକ ଅନ୍ୟ ଏକ ବିଭାଗ ମଧ୍ୟରେ ମେଡିସିନ ବ୍ୟତୀତ ଆହୁରି ଅନେକ ପ୍ରକାର ଚିକିତ୍ସା ପଦ୍ଧତି ଅଛି। <br />
ପ୍ରଚଳିତ ମେଡିସିନ ବିଜ୍ଞାନରେ ବାୟୋମେଡିକାଲ ବିଜ୍ଞାନ ଓ ରିସର୍ଚ୍ଚ, ଜେନେଟିକ୍ସ, ବିଭିନ୍ନ ଟେକ୍ନୋଲୋଜି ସହାୟତାରେ ରୋଗ ନିର୍ଣ୍ଣୟ, ଔଷଧ, ଅପରେଶନ, ରାଡିଏସନ ଇତ୍ୟାଦିର ବିବରଣୀ ଥାଏ <ref>{{cite web | url=http://dictionary.reference.com/browse/medicine | title=Dictionary, medicine | accessdate=December 2, 2013}}</ref>
। ଏହା ସହ [[ଫିଜିଓଥେରାପି]] ଅଙ୍ଗାଙ୍ଗୀ ବାବେ ଜଡ଼ିତ । <br />
[[ଲାଟିନ]] ଭାଷାର ଅର୍ସ ମେଡିସିନା (ars medicina) ଶବ୍ଦରୁ ଆଧୁନିକ ମେଡିସିନ ଶବ୍ଦ ଆସିଛି <ref>Etymology: [[Latin language|Latin]]: ''medicina'', from ''ars medicina'' "the medical art", from ''medicus'' "physician". ([http://www.etymonline.com/index.php?term=medicine Etym.Online]) Cf. ''mederi'' "to heal", etym. "know the best course for," from [[Proto-Indo-European language|PIE]] base *med- "to measure, limit. Cf. [[Greek language|Greek]] ''medos'' "counsel, plan", [[Avestan language|Avestan]] ''vi-mad'' "physician")</ref><ref>[http://www.etymonline.com/index.php?term=medicine "Medicine"] ''Online Etymology Dictionary''</ref>।
 
== ଶାଖା ==
== ଆଧାର ==
{{ଆଧାର}}
== ବାହାର ଆଧାର ==
{{Sister project links
|n = Health
|s = Category:Medicine
|b = Health science bookshelf
|wikt = Category:Medicine}}
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]]
 
{{Link GA|id}}