"ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଯୋଗସୂତ୍ର ପେଡ଼ି
୧ କ ଧାଡ଼ି:
"'''<big>ଅତିବଡୀଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର</big>'''" ହେଉଛି ଓଡିଶାଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ମର୍ଯ୍ୟାଦାବନ୍ତ ସାରସ୍ଯତସାରସ୍ଵତ ସମ୍ମାନ । ଏହା ପଞ୍ଚଦଶ ଶତାବ୍ଦୀର ମହାନ୍ ପଣ୍ଡିତ ସିଦ୍ଧସାଧକ ତଥା ଭକ୍ତକବି ଅତିବଡୀଅତିବଡ଼ୀ [[ଜଗନ୍ନାଥ ଦାସଙ୍କଦାସ]]ଙ୍କ ନାମରେ ନାମିତ । ଓଡିଆଓଡ଼ିଆ ସାହିତ୍ୟର ଜଣେ ପ୍ରଥିତଯଶା ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ଏହି ମର୍ଯ୍ୟଦାଜନକ ପୁରସ୍କାର ପ୍ରଦାନ କରାଯାଇଥାଏ । ୧୯୯୩ରୁ ପ୍ରବର୍ତ୍ତିତ ଏହି ସମ୍ମାନଜନକ ପୁରସ୍କାର ଏ ପର୍ଯ୍ୟନ୍ତ(୨୦୧୩) କୋଡିଏକୋଡ଼ିଏ ଜଣ ସାରସ୍ଯତସାରସ୍ଵତ ସାଧକଙ୍କୁ ପ୍ରଦାନ କରାଯାଇସାରିଛି । ଏହି ପୁରସ୍କାରର ପ୍ରଥମ ପ୍ରାପକ ହେଉଛନ୍ତି ''' କବି [[ରାଧାମୋହନ ଗଡନାୟକ'''ଗଡ଼ନାୟକ]]<ref>{{cite web|title=ATIBADI JAGANNATH DAS AWARDS|url=http://orissa.gov.in/e-magazine/orissaannualreference/ORA-2011/pdf/100.pdf|publisher=ଓଡ଼ିଶା ସରକାର|accessdate=15 April 2014}}</ref>
 
==ଆଧାର==
{{ଆଧାର}}
{{ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର}}