"ଭାରତରେ ମିଳୁଥିବା ବିଭିନ୍ନ ଖଣିଜ ସମ୍ପଦର ପରିମାଣ ଓ ଏହାର ଏକ ତାଲିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୪ କ ଧାଡ଼ି:
*ବ୍ରୋମିନ: ଭାରତରେ ୨୦୦୬ ମସିହାରେ ୨୧୩୦ ଟନ୍‌ ବ୍ରୋମିନ ଉତ୍ପାଦନ ହୋଇଥିଲା ।
ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୪୮୧୦୦୦ ଟନ୍‌ ।
* ଜିରକୋନିୟମ:ଭାରତରେ ୨୦୦୬ ମସିହାରେ ୨୨୦୦୦ ଟନ୍‌ ଜିରକୋନିୟମ ଉତ୍ପାଦନ ହୋଇଥିଲା ।
*କାଡମିୟମ:ଭାରତରେ ୨୦୦୬ ମସିହାରେ ୪୮୦ ଟନ୍‌ କାଡମିୟମ୍ ଉତ୍ପାଦନ ହୋଇଥିଲା । ବିଶ୍ୱ ଉତ୍ପାଦନ ଥିଲା ପ୍ରାୟ ୨୧୧୦୦ ଟନ୍ ।
*ବେରିୟମ: ଭାରତରେ ୨୦୦୬ ମସିହାରେ ୧.୪୭୫୯ ମିଲିୟନ୍ ଟନ୍‌ ବେରିୟମ୍ ଉତ୍ପାଦନ ହୋଇଥିଲା । ବିଶ୍ୱ ଉତ୍ପାଦନ ଥିଲା ପ୍ରାୟ ୮.୮ ମିଲିୟନ୍ ଟନ୍ ।
*ବିରଳ ମୃତ୍ତିକା:ଭାରତରେ ୨୦୦୬ ମସିହାରେ ୨୭୦୦ ଟନ୍‌ ବିରଳ ମୃତ୍ତିକା ଉତ୍ପାଦନ ହୋଇଥିଲା । ଏହି ବର୍ଷ ଭାରତରେ ୫୦୦୦ ଟନ୍ ମୋନାଜଈଟ ଉତ୍ପାଦନ ହୋଇଥିଲା ।
*ସୁନା:ଭାରତରେ ୨୦୦୬ ମସିହାରେ ୨.୩୬୨ ଟନ୍‌ ସୁନା ଉତ୍ପାଦନ ହୋଇଥିଲା । ବିଶ୍ୱ ଉତ୍ପାଦନ ଥିଲା ପ୍ରାୟ ୨୩୧୦ ଟନ୍ ।
*ସୀସା:ଭାରତରେ ୨୦୦୬ ମସିହାରେ ୬୯୦୦୦ ଟନ୍‌ ସୀସା ଉତ୍ପାଦନ ହୋଇଥିଲା । ବିଶ୍ୱ ଉତ୍ପାଦନ ଥିଲା ପ୍ରାୟ ୩.୫ ମିଲିଅନ ଟନ୍ ।
ଅସମାପ୍ତ