"ଭାରତରେ ମିଳୁଥିବା ବିଭିନ୍ନ ଖଣିଜ ସମ୍ପଦର ପରିମାଣ ଓ ଏହାର ଏକ ତାଲିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୫ କ ଧାଡ଼ି:
*ଲୌହ: ଭାରତରେ ୨୦୦୬ ମସିହାରେ ୪୩.୦୯୮ ମିଲିଅନ୍‌ ଟନ୍‌ ଲୌହ ଓର୍‌ ଉପ୍ତାଦିତ ହୋଇଥିଲା, ଏହି ବର୍ଷ ବିଶ୍ୱ ଉପ୍ତାଦନର ପରିମାଣ ଥିଲା୧.୮୦ ବିଲିଅନ୍‌ ଟନ୍‌ ।
ଭାରତରେ ୨୦୦୬ ମସିହାରେ ୧୭୩.୯୭୬ ମିଲିଅନ୍‌ ଟନ୍‌ ପିଗ୍ ଆଇରନ ଉପ୍ତାଦିତ ହୋଇଥିଲା, ବିଶ୍ୱ ଉପ୍ତାଦନର ପରିମାଣ ଥିଲା ୯୨୫.୮ ମିଲିଅନ ଟନ ।
 
*କୋବାଲ୍‌ଟ: ଭାରତରେ ୨୦୦୬ ମସିହାରେ ୧୧୮୪ ଟନ୍‌ କୋବାଲ୍‌ଟ ଉପ୍ତାଦିତ ହୋଇଥିଲା ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୫୩,୪୦୦ଟନ୍‌
 
*କପର୍‌: ଭାରତରେ ୨୦୦୬ ମସିହାରେ ୩୧୦୦୦ ଟନ୍‌ କପର୍‌ ଉପ୍ତାଦିତ ହୋଇଥିଲା ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୧୫.୧ ମିଲିଅନ ଟନ୍‌