"ରମଣୀ ରଞ୍ଜନ ଜେନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଦାମ୍ବର ନୁହେଁ → ଉଡ଼ମ୍ବର; ମୋ ଘର ପାଖରେ! :) ଧନ୍ୟବାଦ ଭାଇ ପ୍ରସଙ୍ଗ ପାଇଁ ..
ଟିକେ
(ଉଦାମ୍ବର ନୁହେଁ → ଉଡ଼ମ୍ବର; ମୋ ଘର ପାଖରେ! :) ଧନ୍ୟବାଦ ଭାଇ ପ୍ରସଙ୍ଗ ପାଇଁ ..)
| birth_name =
| birth_date = {{Birth date and age|df=yes|1941|08|15}}
| birth_place = ଉଦାମ୍ବରଉଡ଼ମ୍ବର, [[ବାଲେଶ୍ୱର ଜିଲ୍ଲା|ବାଲେଶ୍ୱର]],[[ଓଡ଼ିଶା]]
| death_date =
| death_place =
| years_active =
| employer =
| organization = କମଳା କଳାପୀଠ, ତ୍ରିବେଣୀ କଳା ସଙ୍ଗମ
| agent =
| known_for =
| spouse =
| children = ରଶ୍ମି ରଞ୍ଜନ ଜେନା(ପୁତ୍ର), ଇତିଶ୍ରୀ ଜେନା(ପୁତ୍ରବଧୂ)
| parents = ଘନଶ୍ୟାମ ଜେନା, ସାଧବାଣୀ ଜେନା<ref>ଧରିତ୍ରୀ ୦୯/୦୪/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିପ୍ରକାଶିତ ଧରିତ୍ରୀ ଆଳାପ</ref>
| relatives =
| callsign =
ରମଣୀ ରଞ୍ଜନ ଜେନା ଜଣେ ପ୍ରଖ୍ୟାତ [[ଓଡ଼ିଶୀ]] ନୃତ୍ୟ ଶିଳ୍ପୀ ଏବଂ ନୃତ୍ୟ ଗୁରୁ । <ref name="Massey2014">{{cite book|author=Mr. Reginald Massey|title=India's Dances Their History Technique & Repertoire|url=http://books.google.com/books?id=LxV7AgAAQBAJ&pg=PA273|date=4 January 2014|publisher=Abhinav Publications|pages=273–|id=GGKEY:7HZYQ0H4C22}}</ref>
 
ରମଣୀ ରଞ୍ଜନ, ୧୯୪୧ ମସିହା ଅଗଷ୍ଟ ୧୫ ତାରିଖରେ ବାଲେଶ୍ଵର ଜିଲ୍ଲାର, [[ରେମୁଣା]] ନିକଟସ୍ଥ ଉଦାମ୍ବରଉଡ଼ମ୍ବର ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ନୃତ୍ୟ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ନିଜେ ଗଢିଥିବା, ଯାତ୍ରାଦଳରେ ଅଭିନୟ ଆରମ୍ଭ କରି,ସେ କଟକର ଜନତା ରଙ୍ଗମଞ୍ଚରେ ଯୋଗଦାନ କରିଥିଲେ । ୧୧ ବର୍ଷ ବୟସରୁ, ନୃତ୍ୟ ଶିକ୍ଷା ଆରମ୍ଭ କରିଥିବା ରମଣୀ ରଞ୍ଜନ, ଗୁରୁ ଗୟାଧର ପଣ୍ଡା, ରାମସ୍ଵାମୀ, ରାମଗୋପାଳ ମିଶ୍ର, ରଘୁନାଥ ଦତ୍ତ ଓ ମାୟାଧର ରାଉତଙ୍କଠାରୁ ବିଭିନ୍ନ ସମୟରେ ନୃତ୍ୟ ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଗୁରୁ [[କେଳୁଚରଣ ମହାପାତ୍ର]]ଙ୍କ ସଂସ୍ପର୍ଶରେ ଆସି, କଟକର କଳାବିକାଶ କେନ୍ଦ୍ରରେ ଯୋଗଦାନ କରିଥିଲେ ଏବଂ ଏହିଠାରେ ତାଙ୍କର ଓଡ଼ିଶୀ ନୃତ୍ୟଶିକ୍ଷାର ମୂଳଦୂଆ ପଡିଥିଲା । ଏହି କେନ୍ଦ୍ରରୁ ସେ [[କଥକ]] ନୃତ୍ୟରେ ମଧ୍ୟ ସ୍ନାତକତା ଲାଭକରିଥିଲେ ।
 
ଓଡ଼ିଶୀ ଅଭିନୟରେ ନିପୂଣ, ରମଣୀ ରଞ୍ଜନ ପରବର୍ତ୍ତୀ ସମୟରେ, ଦେଶବିଦେଶର ଓଡ଼ିଶୀ ନୃତ୍ୟ ପରିବେଷଣ କରି, ଏହି କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଶିଳ୍ପୀର ମର୍ଯ୍ୟଦା ଲାଭକରିଥିଲେ । କଟକର କଳାବିକାଶ କେନ୍ଦ୍ରରେ, ସେ ୬ ବର୍ଷ କାଳ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ୧୯୭୩ ମସିହାରେ ସେ, ରୁକ୍ମିଣୀ ଦେବୀ ଅରୁନ୍ଦଲେ କଳାକ୍ଷେତ୍ରରେ ଓଡ଼ିଶୀ ନୃତ୍ୟଗୁରୁ ଭାବରେ ଯୋଗଦାନ କରିଥିଲେ ଓ ଏଠାରେ ୪ ବର୍ଷ ଶିକ୍ଷାଦାନକରିବା ପରେ, ପୁଣି କଟକ ଫେରିଆସିଥିଲେ । ୧୯୮୩ ମସିହାରେ, କଟକରେ ସେ ନିଜର ନୃତ୍ୟଶିକ୍ଷା ଅନୁଷ୍ଠାନ, ''କମଳା କଳାପୀଠ'' ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ, ସେ [[ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର]]ରେ ମଧ୍ୟ ଶିକ୍ଷାଦାନ କରିଥିଲେ । ୧୯୮୯ ମସିହାରେ, ସେ [[ଦିଲ୍ଲୀ]]ଯାଇ, ପ୍ରଥମେ ସେଠାର ଜଗନ୍ନାଥ ମନ୍ଦିର ଓ ପରେ ତ୍ରିବେଣୀ କଳା ସଙ୍ଗମରେ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ସେ [[ବେଙ୍ଗାଳୁରୁ]]ସ୍ଥିତ ପ୍ରତିମା ବେଦୀଙ୍କ ''ନୃତ୍ୟଗ୍ରାମ''ରେ ମଧ୍ୟ ଶିକ୍ଷାଦାନ କରିଛନ୍ତି ।
 
== ନୃତ୍ୟ ନିର୍ଦ୍ଦେଶନା ==
'''===ନୃତ୍ୟାଭିନୟ'''===
* ପ୍ରେମ ସୂଧାନିଧୀ
* ଋତୁସମ୍ହାର
* କଲୁରୀ ବେଣ୍ଟ
 
'''===ଓଡ଼ିଆ କଥାଚିତ୍ର'''===
* [[କନକଲତା]]
* [[ଅଦିନ ମେଘ]]
୫,୬୦୧

ଗୋଟି ସମ୍ପାଦନା