"ସିଲିକନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୧,୩୦୪ ବାଇଟଗୁଡିକ ଯୋଡାଗଲା ,  ୬ ବର୍ଷ ପୂର୍ବେ
(→‎ସମସ୍ଥାନିକ: ସମସ୍ଥାନିକ ବିଷୟରେ ସୂଚନା ନ ଥିଲା |)
 
== ଉତ୍ପାଦନ ==
ପୃଥିବୀରେ ମିଳୁଥିବା ମୌଳିକ ମାନଙ୍କ ମଧ୍ୟରେ ଏହା ୨ୟ ସର୍ବାଧିକ|ଏହାର ପରିମାଣ ପ୍ରାୟ ୨୫.୭% ୤(ଅମ୍ଲଜାନ ସର୍ବାଧିକ) | କ୍ଲେ, ଗ୍ରାନାଇଟ, ଫେଲ୍‌ଡସ୍ପର୍‌, ମାଇକା, ଆଜ୍‌ବେଷ୍ଟସ୍‌, କ୍ୱାର୍ଜ ଓ ବାଲିରେ ଏହା ମିଶ୍ରିତ ଭାବରେ ରହିଥାଏ୤ମୂଖ୍ୟ ଉତ୍ପାଦନକାରି ଦେଶ ଗୁଡିକ ହେଲେ ଅଷ୍ଟିଆ, ଇଟାଲି, ଦକ୍ଷିଣ ଆଫ୍ରିକା,ଅଷ୍ଟ୍ରେଲିଆ, କାନାଡା, ଭାରତ, ଓ ବ୍ରାଜିଲ୍‌୤ ବାର୍ଷିକ ପ୍ରାୟ ୫୦୦୦ ଟନ୍‌ ସିଲିକନ ଉପ୍ତାଦିତ ହୋଇଥାଏ |
ପ୍ରାଚୁର୍ଯ୍ୟତା:
*ବିଶ୍ୱ: 700 ppm (by weight
*ସୁର୍ଯ୍ୟ: 900 ppm (by weight
*ଭୁତ୍ୱକ୍‌: 2.771 x 105 ppm
*ସମୁଦ୍ର ଜଳ:
ଆଟ୍‌ଲାଣ୍ଟିକ ମହାସାଗର :୦.୮୫ ppm
ପାସିଫିକ ମହାସାଗର: ୪.୧୨ ppm
*ମାନବ ଶରୀର :
260000 ppb by weight
58000 ppb by atoms
 
==ଇତିହାସ==
== ଯୌଗିକ ==
୮୧

ଗୋଟି ସମ୍ପାଦନା