"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ତଥ୍ୟ ଅଛି)
ଏହି ପ୍ରସଙ୍ଗଟିକୁ ଅଧିକ ଉନ୍ନତ କରାଗଲା
୧ କ ଧାଡ଼ି:
{{No footnotes|date=ସେପ୍ଟେମ୍ବର ୨୦୧୨}}
{{ଛୋଟ|Bone fracture}}
{{Infobox disease
Line ୧୬ ⟶ ୧୫:
}}
 
'''ଅସ୍ଥି ଭଗ୍ନ''' ଶବ୍ଦଟିକୁ କଥିତ ଓଡିଆରେ ହାଡ ଭଙ୍ଗା କୁହାଯାଏ । ଡାକ୍ତରୀ ଭାଷାରେ ଏହାକୁ ଫ୍ରାକ୍ଚର୍ କହନ୍ତି, ଓ ଡାକ୍ତରମାନେ ଏହାକୁ ସଂକ୍ଷେପାରେ FRX କିମ୍ବା FX କିମ୍ବା F<sub>X</sub> କିମ୍ବା # ଚିଗ୍ନ ଦେଇ ଲେଖନ୍ତି । ସଂଜ୍ଞା : - ଅସ୍ଥିର ଅବିଚ୍ଛିନ୍ନତା ଭଗ୍ନ ହେଲେ ଅସ୍ଥି ଭଗ୍ନ କୁହାଯାଏ । ଅତ୍ୟଧିକ ବଳ ପ୍ରୟୋଗ, ପୁନଃ ପୈ।ନିକ ସ୍ବଳ୍ପ ବଳ ପ୍ରୟୋଗ (Stress) ବା ରୋଗଗ୍ରସ୍ତ ଦୁର୍ବଳ ହାଡ ଉପରେ ସାମାନ୍ୟ ବଳ ପ୍ରୟୋଗଦ୍ବାରା ଆସ୍ଥି ଭଗ୍ନ ହୁଏ । କେତେକ ରୋଗ ଯଥା ହାଡ ପୋରିଆ(Osteoporosis), ସ୍ବଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା (Osteogenesis Imperfecta ) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗ ଦ୍ବାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ<ref>{{cite book |last1= S.T. Marshall|first1= |last2= B.D. Browner |first2= |editor-last= Courtney M. Townsend Jr. |editor-first= |title= Sabiston textbook of surgery: the biological basis of modern surgical practice |publisher= Elsevier |date=2012 |origyear=1st. Pub. 1956 |pages=480-520 |chapter=Chapter 20: Emergency care of musculoskeletal injuries |chapterurl= |isbn=978-1-4377-1560-6|lastauthoramp=}}</ref>
 
== ଲକ୍ଷଣ ଓ ସୂଚନା ==
ଅସ୍ଥିର[[ଅସ୍ଥି ଆବରଣ]]କୁ ଆବରଣକୁ(Periosteum) ଛାଡିଦେଲେ ଏହା ମଧ୍ୟରେ କୌଣସି ଯନ୍ତ୍ରଣାବାହି ସ୍ନାୟୁ ନ ଥାଏ । ନିମ୍ନ ଲିଖିତ କାରଣଯୋଗୁ ରୋଗୀ କଷ୍ଟ ଅନୁଭବ କରେ<ref>[http://www.medicinenet.com/fracture/article.htm MedicineNet - Fracture] Medical Author: Benjamin C. Wedro, MD, FAAEM.</ref> । </br>
* ଅସ୍ଥି ଭଗ୍ନ ହେଲେ ବାହାର ଆବରଣ (Periosteum) ଓ ଭିତର ଆବରଣ(Endosteum) କ୍ଷତିଗ୍ରସ୍ତ ହୁଏ । ଏହି ଦୁଇ ଆବରଣରେ ବହୁତ ଯନ୍ତ୍ରଣାବାହି ସ୍ନାୟୁ ଥାଏ । ଏଣୁ ବହୁତ କଷ୍ଟ ହୁଏ । </br>
* ଅସ୍ଥି ଭଗ୍ନ ଯୋଗୁ ରକ୍ତ ସ୍ରାବ ହୁଏ ଓ ଅସ୍ଥିର ନିକଟସ୍ଥ କୋମଳ ତନ୍ତୁ ଫୁଲିଯାଏ(Oedema)ଓ ଏହି ଫୁଲାର ଚାପ ଯୋଗୁ ଯନ୍ତ୍ରଣା ହୁଏ । </br>
* ଭଙ୍ଗା ସ୍ଥାନକୁ ହଲଚଲରୁ ରକ୍ଷା କରିବା ନିମିତ୍ତ ମାଂସ ପେଶି ଅତ୍ୟଧିକ ସଙ୍କୁଚିତ ହୁଅନ୍ତି । ଏହି ସଙ୍କୋଚନ ଯୋଗୁ ଯନ୍ତ୍ରଣା ହୁଏ । </br>
Line ୪୮ ⟶ ୪୭:
* ସଂମ୍ପୁର୍ଣ୍ଣ ଭଗ୍ନ(Complete): ଏଠାରେ ଭଗ୍ନ ସ୍ଥାନର ଦୁଇ ହାଡ଼ ସମ୍ପୁର୍ଣ୍ଣ ରୁପେ ପରଷ୍ପରଠାରୁ ଅଲଗା ହୋଇ ଯାଇଥାଏ ।
*
* ଅସମ୍ପୁର୍ଣ୍ଣ ଭଗ୍ନ(Incomplete): ଦୁଇ ହାଡ଼ କିଛି ପରିମାଣରେ ସଂଯୁକ୍ତ ହୋଇ ରହିଥାଆନ୍ତି । ଅନେକ ସ୍ଥଳରେ ହାଡ଼ କେବଳ ଫାଟି ଯାଇଥାଏ<ref>[http://medical-dictionary.thefreedictionary.com/incomplete+fracture TheFreeDictionary > incomplete fracture] Citying: Mosby's Medical Dictionary, 8th edition. © 2009</ref>
*
* ଆଲମ୍ବ ଭଗ୍ନ(Linear): ଲମ୍ବ ଅସ୍ଥିର ମଧ୍ୟ ରେଖା ସହ ସମାନ୍ତରାଳ ଭଗ୍ନ୍ ।
Line ୧୦୯ ⟶ ୧୦୮:
** ସ୍କାଫଏଡ(Scaphoid)
** ରୋଲାଣ୍ଡ(Roland)
** ବେନେଟ୍(Bennett's): ପ୍ରଥମ ମେଟାକାର୍ପାଲ ଅସ୍ଥି ଭାଙ୍ଗିଯାଇ ଗଣ୍ଠି ଭିତରକୁ ପ୍ରବେଶ କରିଥାଏ <ref>{{GPnotebook|1288699906|Bennett's fracture-subluxation}}</ref>।
** ବେନେଟ୍(Bennett's)
** ବକ୍ସର୍(Boxer's)
 
Line ୧୨୫ ⟶ ୧୨୪:
*** ସେଗଣ୍ଡ(Segond)
*** ଗୋସେଲିନ୍(gosselin)
*** ଟଡଲର(Toddler's) ଟିବିଆର ଦୂରବର୍ତ୍ତୀ ସ୍ଥାନରେ ସ୍ପାଇରାଲ ଭାଗ୍ନ କିନ୍ତୁ ସ୍ଵସ୍ଥାନରେ ସ୍ଥିତ<ref name="pmid10532655">{{cite journal |author=Mellick LB, Milker L, Egsieker E |title=Childhood accidental spiral tibial (CAST) fractures |journal=Pediatr Emerg Care |volume=15 |issue=5 |pages=307–9 |date=October 1999 |pmid=10532655 |doi= 10.1097/00006565-199910000-00001|url=}}</ref> ।
*** ଟଡଲର(Toddler's)
** ଫିବୁଲା(Fibula)
*** ମେସୋନେଭ(Maisonneuve)
*** ଲେ ଫୋର୍ଟ୍(Le Forte fracture of ankle)<ref name="hunter">{{cite journal |author=Tim B Hunter, Leonard F Peltier, Pamela J Lund |year=2000 |title=Musculoskeletal Eponyms: Who Are Those Guys? |journal=RadioGraphics |volume=20 |page=829|url=http://radiographics.rsna.org/content/20/3/819.full.pdf |accessdate=2009-11-13}}</ref>
*** ଲେ ଫୋର୍ଟ୍(Le Forte fracture of ankle)
*** ବସଵର୍ଥ(Bosworth) <ref name="perry">{{cite journal |last=Perry|first=CR |coauthors=Rice S, Rao A, Burdge R. |date=Oct 1983 |title=Posterior fracture-dislocation of the distal part of the fibula. Mechanism and staging of injury |journal=J Bone Joint Surg Am.|volume=65 |issue=8 |pages=1149–57 |pmid=6630259|url=http://www.ejbjs.org/cgi/reprint/65/8/1149 |accessdate=2009-10-10}}</ref>
*** ବସଵର୍ଥ(Bosworth)
** ଟିବିଆ ଓ ଫିବୁଲା ମିଶ୍ର ଭଗ୍ନ(Combined Tibia and Fibula fracture)
*** ଟ୍ରାଇମାଲିଓଲାର୍(Trimalleolar)
Line ୧୩୫ ⟶ ୧୩୪:
 
* ପାଦ(Foot)
** ଲିସଫ୍ରଙ୍କ(Lisfranc) <ref>[http://medical-dictionary.thefreedictionary.com/Lisfranc%27s+fracture TheFreeDictionary > Lisfranc's fracture] Citing: Mosby's Medical Dictionary, 8th edition. Copyright 2009</ref>
** ଲିସଫ୍ରଙ୍କ(Lisfranc)
** ଜୋନ୍ସ(Jones)
** ମାର୍ଚ୍(March)
Line ୧୪୧ ⟶ ୧୪୦:
 
=== ଓଟିଏ(OTA)ବର୍ଗ କରଣ ===
ମୁଲର୍ ଓ ଏ.ଓ.(Muller and A.O.)ଫାଉଣ୍ଡେଶନ ଦ୍ଵାରା କରା ଯାଇଥିବା ଥିବା ବର୍ଗ କରଣକୁ ଗ୍ରହଣ ଓ ପରିବର୍ଦ୍ଧିତ କରି ଅର୍ଥୋପେଡିକ୍ ଟ୍ରମା ଆସୋସିଏସନ(Orthopaedic Trauma Association or OTA)ଗୋଟିଏ ନୂଆ ବର୍ଗ କରଣ ସୃଷ୍ଟି କଲେ । ଏହା ଦ୍ଵାରା ପ୍ରତ୍ୟେକ ଅସ୍ଥି ଭଗ୍ନର ସଠିକ ନାମ କରଣ କରାଯାଏ ଓ ଚିକିତ୍ସାର ପଦ୍ଧତି ନିର୍ଣ୍ଣୟ କରାଯାଏ । <ref name="pmid8814583">{{cite journal |author= |title=Fracture and dislocation compendium. Orthopaedic Trauma Association Committee for Coding and Classification |journal=J Orthop Trauma |volume=10 Suppl 1 |issue= |pages=v–ix, 1–154 |year=1996 |pmid=8814583 |doi=| url = http://www.ota.org/compendium/intro.pdf | format = PDF | accessdate = 2007-11-28|archiveurl = http://web.archive.org/web/20070928083805/http://www.ota.org/compendium/intro.pdf <!-- Bot retrieved archive -->|archivedate = 2007-09-28}}</ref><ref>{{cite web | url = http://www.ota.org/compendium/compendium.html | title = Orthopaedic Trauma Association/ Committee for Coding and Classification: Fracture and Dislocation Compendium | accessdate = 2007-11-28 |publisher = Orthopaedic Trauma Association }}</ref>ଏଥି ନିମନ୍ତେ ୫ ଭାଗ ବିଶିଷ୍ଟ୍ କୋଡ୍ (Code) ବ୍ୟବହାର କରାଯାଏ ।<br />
* ଅସ୍ଥି କୋଡ୍: ବିଭିନ୍ନ ଅସ୍ଥି ନାମର କୋଡ:<br />
୧. ହ୍ୟୁମରସ୍ ଭଗ୍ନ, ୨. ରାଡିଅସ୍/ଅଲ୍ନା ଭଗ୍ନ, ୩. ଫିମର ଭଗ୍ନ, ୪. ଟିବିଆ/ଫିବୁଲା ଭଗ୍ନ, ୫. ସ୍ପାଇନାଲ୍ ଭଗ୍ନ, ୬. ପେଲ୍ ଭିସ୍ ଭଗ୍ନ, ୨୪. କାର୍ପାଲ୍ ଭଗ୍ନ, ୨୫. ମେଟାକାର୍ପାଲ୍ ଭଗ୍ନ, ୨୬. ମେଟାକର୍ପାଲ୍ ଭଗ୍ନ, ୭୨.ଟାଲସ ଭଗ୍ନ, ୭୩. କାଲ୍ କାନିଅମ୍ ଭଗ୍ନ୍, ୭୪. ନାଭିକୁଲାର୍ ଭଗ୍ନ, ୭୫. କ୍ୟୁନିଫର୍ମ ଭଗ୍ନ୍, ୭୬. କ୍ୟୁବଏଅଡ୍ ଭଗ୍ନ, ୮୦. ଲିସ୍ ଫ୍ରାଙ୍କ ଭଗ୍ନ, ୮୧. ମେଟାଟାର୍ସାଲ୍ ଭଗ୍ନ୍, ୮୨. ପାଦ ଫାଲାଙ୍କ୍ସ ଭଗ୍ନ୍, ୪୫. ପାଟେଲା ଭଗ୍ନ୍, ୦୬. କ୍ଲାଭିକ୍ଲ ଭନ୍, ୦୯. ସ୍କାପୁଲାର୍ ଭଗ୍ନ୍<br />
Line ୨୨୯ ⟶ ୨୨୮:
== ଆଧାର ==
{{ଆଧାର}}
 
http://en.wikipedia.org/wiki/Bone_fracture