"ହାର୍ନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎କାରଣ: ମୃତ ଲିଙ୍କ ଲିଭେଇ ଦିଆଗଲା
ଚିକିତ୍ସା ଓ ଜଟିଳତା ଲେଖାଗଲା
୩୮ କ ଧାଡ଼ି:
=== ଇନ୍‌ସିସନାଲ ହାର୍ନିଆ ===
ପେଟ କଟା ହୋଇ ଅପରେଶନ ପରେ ଯଦି ଭଲ ଭାବରେ ରିପେୟାର କରା ନ ଯାଇଥାଏ ବା ଘାଆ ଭଲ ଭାବରେ ଶୁଖି ନ ଥାଏ ତାହାହେଲେ ଏହି ହାର୍ନିଆ ହେବା ସମ୍ଭାବନା ସୃଷ୍ଟି ହୁଏ ।
== ଚିକିତ୍ସା ==
=== ଡାୟାଫ୍ରାମାଟିକ ହାର୍ନିଆ ===
[[File:US Navy 081117-N-1512O-119 Lt. Christie Quietmeyer performs hernia repair surgery with the aid of Lt. Craig Fossee and Hospital Corpsman 3rd Class Zack Mikesell.jpg|thumb|[[Hernia repair]] being performed aboard the amphibious assault ship [[USS Bataan (LHD-5)|USS ''Bataan'']].]]
 
ଅନେକ ହାର୍ନିଆ ସ୍ଥାନଚ୍ୟୁତ ହୋଇ ଅଜାଗାରେ ଅଟକି ଯାଏ (Obstructed hernia) ଓ ଚିପି ହୋଇଯାଏ (Strangulated hernia) । ଏହା ନ ହେବା ନିମନ୍ତେ ଅପରେଶନ କରିଦିଆଯାଏ । କୋଳସନ୍ଧି ବା ଇଙ୍ଗୁଇନାଲ ସ୍ଥାନରେ ହାର୍ନିଆ ହେଲେ ଅପରେଶନ (Herniorrhaphy) କରେଇବା ଉଚିତ । ଏହି ସ୍ଥାନଟି ବାହାର କରି ହାର୍ନିଆ ଅଂଶଟିକୁ ତାର ନିଜ ସ୍ଥାନକୁ ଫେରେଇ ନେବା ପରେ ଦୁର୍ବଳ ସ୍ଥାନକୁ ମରାମତ (Repair) କରିଦିଆଯାଏ । ନାଭି ହାର୍ନିଆ ଓ ହାୟାଟସ୍ ହାର୍ନିଆ ନିମନ୍ତେ ଅପରେଶନ ଦରକାର ହୁଏ ନାହିଁ, ଆପେ ଆପେ ଔଷଧ ସାହାଯ୍ୟରେ ଭଲ ହୋଇଯାଏ<ref>http://www.nhs.uk/conditions/hernia/Pages/Introduction.aspx</ref> । ଅଧୁନା ଅପରେଶନ ବଦଳରେ ଲାପାରୋସ୍କୋପିଦ୍ଵାରା (Laparoscopy or Minimal invasive surgery) ଅଳ୍ପ ସମୟରେ ଚିକିତ୍ସା କରାଯାଉଛି<ref>{{cite web|url=http://herniasymptoms.blogsavy.com/hernia-surgery/|title=Hernia Surgery|publisher=Hernia Symptoms|accessdate=11 October 2011}}</ref> । ଅପରେଶନ ପରେ ପୁନର୍ବାର ହାର୍ନିଆ ନ ହେବା ନିମନ୍ତେ ସ୍ଵତନ୍ତ୍ର ବେଲ୍ଟ ଓ [[ଟ୍ରସ]] ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ । ଅଧିକ ପରିଶ୍ରମ କରିବାକୁ ମନା କରାଯାଏ ।
== ଜଟିଳତା ==
* ପ୍ରଦାହ
* ସ୍ଵସ୍ଥାନ ଅପ୍ରତ୍ୟାବର୍ତ୍ତନ
* ଅଟକ
* ଚିପି ହୋଇଯିବା
* ହାଇଡ୍ରୋସିଲ୍
* ରକ୍ତସ୍ରାବ
== ଆଧାର ==
{{ଆଧାର}}
"https://or.wikipedia.org/wiki/ହାର୍ନିଆ"ରୁ ଅଣାଯାଇଅଛି