"ହାର୍ନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎କାରଣ: ମୃତ ଲିଙ୍କ ଲିଭେଇ ଦିଆଗଲା
୧୭ କ ଧାଡ଼ି:
'''ହାର୍ନିଆ''' – ଯେତେବେଳେ ଶରୀରର କୌଣସି ଅଙ୍ଗ ତାହାର ନିକଟବର୍ତ୍ତୀ ଦୂର୍ବଳ ଆବରଣ ଭେଦ କରି ଅନ୍ୟ ଅସ୍ଵାଭାବିକ ସ୍ଥାନରେ ପ୍ରବେଶ କରେ ତାହାକୁ ହାର୍ନିଆ କହନ୍ତି <ref>[http://www.collinsdictionary.com/dictionary/english/hernia hernia]. CollinsDictionary.com. Collins English Dictionary - Complete & Unabridged 11th Edition. Retrieved December 01, 2012.</ref> । ଦେହର ଅନେକ ସ୍ଥାନରେ ହାର୍ନିଆ ଦେଖାଯାଏ ଓ ସେଥି ମଧ୍ୟରୁ ଅଧିକାଂଶ ପେଟରେ ଦେଖାଯାଏ । [[ଇଙ୍ଗୁଇନାଲ ହାର୍ନିଆ]] [[Inguinal hernia]] ବା [[କୋଳସନ୍ଧି ହାର୍ନିଆ]] ସବୁଠାରୁ ଅଧିକ ଦେଖାଯାଏ । ଏହା ବ୍ୟତୀତ [[ଫିମୋରାଲ ହାର୍ନିଆ]], ନାଭି ବା [[ଅମ୍ବିଲିକାଲ ହାର୍ନିଆ]] ([[Umbilical hernia]]), [[ଇନସିସନାଲ ହାର୍ନିଆ]] (Incisional hernia) ଓ [[ଡାୟାଫ୍ରାମାଟିକ ହାର୍ନିଆ]] ଆଦି ଦେଖା ଯାଆନ୍ତି । ପ୍ରତ୍ୟେକ ହାର୍ନିଆର ନିଜସ୍ଵ ଲକ୍ଷଣ ଓ ଚିକିତ୍ସା ଅଛି ।
== କାରଣ ==
ଅଧିକ ଚାପଗ୍ରସ୍ତ ହେଲେ ଗୋଟିଏ ଅଙ୍ଗ ସ୍ଥାନଚ୍ୟୁତ ହୁଏ । ଅତ୍ୟଧିକ କାଶ, ଜୋର କୁନ୍ଥାଣ, ପେଟକୁ ଅତି ଜୋରରେ ଆଘାତ, ଅସ୍ଵାଭାବିକ ଅଙ୍ଗଭଙ୍ଗିମା, ଅତ୍ୟଧିକ ଓଜନ ଉଠେଇବା ଯୋଗୁ ହାର୍ନିଆ ହୁଏ । ପରିସ୍ରା ଓ ଝାଡ଼ା ହେବାରେ କାଠିନ୍ୟ ହେଲେ ଲୋକ କୁନ୍ଥେଇବାକୁ ବାଧ୍ୟ ହୁଏ । ଏହା ଦ୍ଵାରା ପେଟ ଭିତରେ ଅଧିକ ଚାପ ପଡ଼େ । ପ୍ରୋଷ୍ଟେଟ ଗ୍ରନ୍ଥି ବଡ଼ ହେଲେ ସହଜରେ ପରିସ୍ରା କରି ହୁଏ ନାହିଁ ଓ ଚାପ ପ୍ରୟୋଗ କରିବାକୁ ହୁଏ । ସେହିଭଳି କଠିନ ମଳ ହେଲେ ଚାପ ଆବଶ୍ୟକ ହୁଏ । ସ୍ଥୌଲ୍ୟତା, ଫୁସଫୁସ ରୋଗ ଯଥା ଆଜମା ଓ ପେଟରେ ଆସାଇଟିସ (ପାଣି ଜମିବା) ହେଲେ ଚାପ ବଢେ <ref>{{cite web|url=http://inguinalherniawww.usemedicinehealth.com/hiatal-hernia-causes/page2_em.htmlhtm| title=Hiatal Hernia Symptoms, Causes And Relation To Acid Reflux And Heartburn|accessdate=2010-05-24}} {{Dead link|date=November 2010|bot=H3llBot}}</ref> ।
ପରିସ୍ରା ଓ ଝାଡ଼ା ହେବାରେ କାଠିନ୍ୟ ହେଲେ ଲୋକ କୁନ୍ଥେଇବାକୁ ବାଧ୍ୟ ହୁଏ । ଏହା ଦ୍ଵାରା ପେଟ ଭିତରେ ଅଧିକ ଚାପ ପଡ଼େ । ପ୍ରୋଷ୍ଟେଟ ଗ୍ରନ୍ଥି ବଡ଼ ହେଲେ ସହଜରେ ପରିସ୍ରା କରି ହୁଏ ନାହିଁ ଓ ଚାପ ପ୍ରୟୋଗ କରିବାକୁ ହୁଏ । ସେହିଭଳି କଠିନ ମଳ ହେଲେ ଚାପ ଆବଶ୍ୟକ ହୁଏ । ସ୍ଥୌଲ୍ୟତା, ଫୁସଫୁସ ରୋଗ ଯଥା ଆଜମା ଓ ପେଟରେ ଆସାଇଟିସ (ପାଣି ଜମିବା) ହେଲେ ଚାପ ବଢେ <ref>{{cite web|url=http://www.emedicinehealth.com/hernia/page2_em.htm| title=Hernia Causes|accessdate=2010-05-24}}</ref> ।
ଅତ୍ୟଧିକ ପରିଶ୍ରମ, ଦୂର୍ବଳ ସ୍ୱାସ୍ଥ୍ୟ ଓ ଧୂମ୍ରପାନ କଲେ ମଧ୍ୟ ହାର୍ନିଆ ଦେଖାଯାଏ ।
ଶରୀରତତ୍ଵବିତ ମତ ଅନୁସାରେ ଟ୍ରାନ୍ସଭର୍ସସ ଆବଡୋମିନିସର ଆପୋନିଉରୋସିସରେ କିଛି ଗଠନ ମୂଳକ ତ୍ରୁଟି ଥିବା ଯୋଗୁ ହାର୍ନିଆ ହୁଏ <ref>{{cite journal |author=Desarda MP |title=Surgical physiology of inguinal hernia repair—a study of 200 cases |journal=BMC Surg |volume=3 |issue= |pages=2 |year=2003 |pmid=12697071 |pmc=155644 |url=http://www.biomedcentral.com/1471-2482/3/2 |doi=10.1186/1471-2482-3-2}}</ref>।
 
== ଚିହ୍ନ ଓ ଲକ୍ଷଣ ==
[[Image:Hernia.JPG|thumb|Frontal view of an inguinal hernia (right).]]
"https://or.wikipedia.org/wiki/ହାର୍ନିଆ"ରୁ ଅଣାଯାଇଅଛି