"ପୀତାମ୍ବର ତରାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
No edit summary
୧ କ ଧାଡ଼ି:
[[File:Pitambar Tarai.JPG|thumb|ପୀତାମ୍ବର ତରାଇ]]
{{ତିଆରି ଚାଲିଛି}}
'''ପୀତାମ୍ବର ତରାଇ''' [[File:Pitambarଜଗତସିଂହପୁର Tarai.JPGଜିଲ୍ଲା|thumb|ପୀତାମ୍ବରଜଗତ୍‌ସିଂହପୁର ତରାଇଜିଲ୍ଲା]] ଜଗତ୍‌ସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକ୍ ଅନ୍ତର୍ଗତ ସମୁଦ୍ର ସନ୍ନିକଟ ମଙ୍ଗରାଜପୁର ଗାଁର ଏକ କୈବର୍ତ୍ତ ପଲ୍ଲୀରେ ୧୯୫୯ ମସିହା ଦିପାବଳୀ ଦିନ କବି ପୀତାମ୍ବର ତରାଇଙ୍କ ଜନ୍ମ ବାସଭବନ ‘ଅଶ୍ରୁନୀଡ଼’ରେ କବିଙ୍କ ସାରସ୍ୱତ ସାଧନା ମଧ୍ୟରେ ୬ଟି କବିତା ପୁସ୍ତକ ଓ ପିଲାମାନଙ୍କ ପାଇଁ ‘ଲହ ଲହକା ପତର ବଙ୍କା’ ଗଳ୍ପ ସଂକଳନ ପ୍ରକାଶ ପାଇ କବିଙ୍କୁ ଅଶେଷ ପାଠକୀୟ ଶ୍ରଦ୍ଧା, ସମ୍ମାନ ଦେଇଛି ଜୀବନର ଚଲାପଥରେ ଲୋକମାନଙ୍କ ଅସରନ୍ତି ଦୁଃଖକୁ ସେ ଅନୁଭବ କରିଛନ୍ତି ସମ୍ବଳ ସରିଯାଏ ହେଲେ ମଣିଷର ଦୁଃଖ ସରେନା ଏହି ଦୁଃଖମାନେ ବାରମ୍ବାର ଦୁଃଖୀଙ୍କୁ ଲହୁଲୁହାଣ କରନ୍ତି ତଥାପି ଜୀବନ ପାଇଁ ମୋହ ସଞ୍ଚରିଯାଏ ସୂର୍ଯ୍ୟ ଉଦୟ ହେଲେ ପୁନର୍ବାର ଦୁଃଖ ଆସି ଉଭାହୁଏ ମଣିଷ ସାମ୍ନାରେ ଝଡଝଞ୍ଜାରେ ଭୂଲୁଣ୍ଠିତ ହୋଇଥିବା ମଣିଷ ଝାଡ଼ିଝୁଡ଼ି ହୋଇ ଉଠିବସେ ପୁଣି ସେହି ଦୁଃଖର ବୁଜୁଳାକୁ ଧରି ଜୀବନ ସଂଗ୍ରାମ ପାଇଁ ସେହିସବୁ ଅନୁଭୂତିକୁ ସାଉଣ୍ଟି କବିତାରେ ନୂତନ ରୂପ ଦେଇଛନ୍ତି ପ୍ରକୃତରେ କବିଙ୍କ ଆବେଗତାରେ ସୂର୍ଯ୍ୟ ଉଏଁ, ବର୍ଷା ଝରେ, ପବନ ବହେ ଚନ୍ଦ୍ର ଅସ୍ତ ହୁଏ, ଆଉ ନଈ ହୁଏ ବାଟବଣା ଆଉ କେଉଁଠି ବିଶାଳ ସମୁଦ୍ର ସବୁ ଶୋଷକୁ ନିଃଶେଷ କରିବାକୁ ପ୍ରୟାସରେ ଲୁଣିଆ ହୋଇଯାଏ କବି ଏହିସବୁ କଥାକୁ ଶବ୍ଦରେ ସଜେଇ କବିତାରେ ରୂପଦିଅନ୍ତି ଓ ଦୃଶ୍ୟକୁ ଜୀବନ୍ୟାସ ଦିଅନ୍ତି ତାଙ୍କ ଲେଖନୀରେ ବିଶେଷତଃ ଦଳିତ, ଅବହେଳିତ, ବିସ୍ଥାପିତ ଜନଜୀବନକୁ ତାଙ୍କର କବିତା ପରିପୂର୍ଣ୍ଣ <ref>ସମୟ ତରଙ୍ଗ, ରବିବାର, ପୃଷ୍ଠା-୧୩, ୫.୧.୨୦୧୪</ref>
 
==କବିତା ସଂକଳନ==
*ସଇରାତ ଶତକ
Line ୧୦ ⟶ ୧୧:
*ଶେଷ ହେବାଯାଏ
*ରାଗ ରୁଦ୍ରାକ୍ଷରୀ
 
==ପୁରସ୍କାର==
*ପ୍ରଜାତନ୍ତ୍ର କବିତା ପୁରସ୍କାର
Line ୧୬ ⟶ ୧୮:
*ତୀର ତରଙ୍ଗ କବିତା ପୁରସ୍କାର
*ଓଡିଶା ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ କବିଙ୍କୁ ସମ୍ମାନିତ
 
==ଆଧାର==
{{ଆଧାର}}