"ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଇଂରାଜୀ ଉଇକି ସହ ଲିଙ୍କ ହଟାଗଲା
୧ କ ଧାଡ଼ି:
ଏହି ସାରଣୀରେ ପ୍ରଦତ୍ତ ପୂର୍ବତନ ରାଷ୍ଟ୍ରପତିମାନଙ୍କର ନାଆଁ ସେହି କ୍ରମରେ ଦିଆ ଯାଇଛି ଯେଉଁ କ୍ରମରେ ସେମାନେ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]] ନିର୍ବାଚନ ଜିତିଥିଲେ। ତେଣୁ [[ବରାହଗିରି ଭେଙ୍କଟଗିରି]], [[w:ମହମ୍ମଦ ହିଦାୟତୁଲ୍ଲା|ମହମ୍ମଦ ହିଦାୟତୁଲ୍ଲା]], ଏବଂ [[w:ବାସପ୍ପା ଦାନପ୍ପା ଜତ୍ତି|ବସପ୍ପା ଦନାପ୍ପା ଜତ୍ତୀ]], କାମଚଳା ରାଷ୍ଟ୍ରପତି ଥିବାରୁ ସେମାନଙ୍କ ନାଆଁ ଏହି ସାରଣୀରେ ଦିଆ ଯାଇ ନାହିଁ । [[ଭାରତ]]ର ରାଷ୍ଟ୍ରପତି କୌଣସି ରାଜନୈତିକ ଦଳର ନ ହେଲେ ବି ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ସେମାନେ ଯେଉଁ ଦଳର ନେତା ଥିଲେ, ତାଙ୍କ ନାଆଁ ଆଗରେ ସେଇ ଦଳର ନାମ ଉଲ୍ଲେଖ କରାଯାଇଛି।
 
{| class="wikitable sortable" style="text-align:center" width="98%"
୧୬ କ ଧାଡ଼ି:
| ୨୬ ଜାନୁଆରୀ ୧୯୫୦
| ୧୩ ମେ ୧୯୬୨
| [[w:ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ|ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ]]
|align="left"| [[ବିହାର]] ରାଜ୍ୟରେ ଜନ୍ମିତ ଡଃ [[ରାଜେନ୍ଦ୍ର ପ୍ରସାଦ]], ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି <ref>{{cite web |url=http://www.hinduonnet.com/୨୦୦୨/୦୫/୦୭/stories/୨୦୦୨୦୫୦୭୦୦୬୯୦୮୦୦.htm |title=Dr. Rajendra Prasad |accessdate=୩୦ ନଭେମ୍ବର ୨୦୦୮ |work=The Hindu |date=୭ ମେ ୧୯୫୨ }}</ref><ref>{{cite news |url=http://www.time.com/time/magazine/article/୦,୯୧୭୧,୮୧୧୮୧୬,୦୦.html |title=
Republic Day |accessdate=୩୦ ନଭେମ୍ବର ୨୦୦୮ |work= Time |date=୬ ଫେବ୍ରୁଆରୀ ୧୯୫୦ }}</ref> ସେ ମଧ୍ୟ ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ।<ref>{{cite web |url=http://www.hindu.com/୨୦୦୬/୧୨/୧୦/stories/୨୦୦୬୧୨୧୦୧୩୨୪୦୨୦୦.htm |title=Rajendra Prasad's birth anniversary celebrated |accessdate=୩୦ ନଭେମ୍ବର ୨୦୦୮ |work= The Hindu |date=୧୦ ଡିସେମ୍ବର ୨୦୦୬ }}</ref> ଶ୍ରୀ ପ୍ରସାଦ ଭାରତର ଏକମାତ୍ର ରାଷ୍ଟ୍ରପତି ଯିଏ ଦୁଇ ଦୁଇ ଥର ଦେଶର ସର୍ବୋଚ୍ଚ ପଦବୀ ମଣ୍ଡନ କରିଥିଲେ। <ref name="selecting next">{{cite web |url=http://www.hindu.com/୨୦୦୬/୧୨/୦୬/stories/୨୦୦୬୧୨୦୬୦୩୫୬୧୦୦୦.htm |title=Selecting the next Rashtrapati |accessdate=୩୦ ନଭେମ୍ବର ୨୦୦୮ |author=Harish Khare |work=The Hindu |date=୬ ଡିସେମ୍ବର ୨୦୦୬ }}</ref>
|-
| ୨
| [[w:ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ|ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ]]
|[[ଫାଇଲ:Radhakrishnan_telugu_signature.jpg|100px]]
| ୧୩ ମଇ ୧୯୬୨
୪୫ କ ଧାଡ଼ି:
|- style="background-color:Wheat"
|
| [[w:ମହମ୍ମଦ ହିଦାୟତୁଲ୍ଲା|ମହମ୍ମଦ ହିଦାୟତୁଲ୍ଲା]] *
|
| ୨୦ ଜୁଲାଇ ୧୯୬୯
୬୧ କ ଧାଡ଼ି:
|-
| ୫
| [[w:ଫକୀରୁଦ୍ଦିନ ଅଲ୍ଲି ଅହମଦ|ଫକୀରୁଦ୍ଦିନ ଅଲ୍ଲି ଅହମଦ]]
|
| ୨୪ ଅଗଷ୍ଟ ୧୯୭୪
| ୧୧ ଫେବ୍ରୁଆରୀ ୧୯୭୭
| [[w:ବାସପ୍ପା ଦାନପ୍ପା ଯତ୍ତି|ବସପ୍ପା ଦନାପ୍ପା ଜତ୍ତୀ]]
|ଫକୀରୁଦ୍ଦିନ ଅଲ୍ଲି ଅହମଦ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ଜଣେ କେନ୍ଦ୍ର ମନ୍ତ୍ରୀ ରୂପେ କାର୍ଯ୍ୟ କରୁଥିଲେ। ସେ ନିଜର ରାଷ୍ଟ୍ରପତି କାଳାବଧି ସମାପ୍ତ ହେବା ଆଗରୁ ୧୯୭୭ରେ ଦେହତ୍ୟାଗ କରିଥିଲେ। ରାଷ୍ଟ୍ରପତି ଥିବା ଅବସ୍ଥାରେ ଦେହତ୍ୟାଗ କରିଥିବା ବ୍ୟକ୍ତିମାନଙ୍କ ଭିତରୁ ସେ ଦ୍ୱିତୀୟ ଭାରତୀୟ ରାଷ୍ଟ୍ରପତି। <ref name="PIB">{{cite web |url=http://pib.nic.in/archieve/others/gal.html |title=Gallery of Indian Presidents |accessdate=୩୦ ନଭେମ୍ବର ୨୦୦୮ |work= |publisher=Press Information Bureau of the Government of India |date= }}</ref>
|- style="background-color:Wheat"
|
| [[w:ବାସପ୍ପା ଦାନପ୍ପା ଯତ୍ତି|ବସପ୍ପା ଦନାପ୍ପା ଜତ୍ତୀ]] *
|
| ୧୧ ଫେବ୍ରୁଆରୀ ୧୯୭୭
୭୭ କ ଧାଡ଼ି:
|-
| ୬
| [[w:ନୀଲମ ସଞ୍ଜୀବ ରେଡ୍ଡୀ|ନୀଲମ ସଞ୍ଜୀବ ରେଡ୍ଡୀ]]
| [[ଫାଇଲ:NeelamSanjeevaReddy.jpg|100px]]
| ୨୫ ଜୁଲାଇ ୧୯୭୭
| ୨୫ ଜୁଲାଇ ୧୯୮୨
| [[w:ମହମ୍ମଦ ହିଦାୟତୁଲ୍ଲା|ମହମ୍ମଦ ହିଦାୟତୁଲ୍ଲା]]
|ନୀଲମ ସଞ୍ଜୀବ ରେଡ୍ଡୀ [[ଆନ୍ଧ୍ର ପ୍ରଦେଶ]]ର ମୁଖ୍ୟମନ୍ତ୍ରୀ ଥିଲେ। ଜନତା ଦଳର ପ୍ରାର୍ଥୀ ରୂପେ ଭାରତୀୟ ସାଂସଦ ରୂପେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଆନ୍ଧ୍ର ନେତା। <ref>{{cite news |first=G.S. |last=Bhargava |coauthors= |title=Making of the Prez - Congress chief selects PM as well as President |work=The Tribune |page= |date= |accessdate=୬ ଜାନୁଆରୀ ୨୦୦୯|quote= |url=http://www.tribuneindia.com/୨୦୦୭/୨୦୦୭୦୭୩୦/edit.htm }}</ref> ୨୬ ମାର୍ଚ୍ଚ ୧୯୭୭ରେ ସେ ସର୍ବସମ୍ମତି କ୍ରମେ ଲୋକସଭାର ଅଧ୍ୟକ୍ଷ (Speaker)ରୂପେ ନିର୍ବାଚିତ ହୋଇଥିଲେ ଏବଂ ୧୩ ଜୁଲାଇ ୧୯୭୭ ରେ ଭାରତର ଷଷ୍ଠ ରାଷ୍ଟ୍ରପତି ହେବାପାଇଁ ସେ ତ୍ୟାଗପତ୍ର ଦେଇଥିଲେ।
|-
| ୭
| [[w:ଜ୍ଞାନୀ ଜୈଲ ସିଂହ|ଜ୍ଞାନୀ ଜୈଲ ସିଂହ]]
| [[ଫାଇଲ:Mohar&Gianiji.jpg|100px]]
| ୨୫ ଜୁଲାଇ ୧୯୮୨
| ୨୫ ଜୁଲାଇ ୧୯୮୭
| [[w:ଆର. ଭେଙ୍କଟରମଣ|ରାମସ୍ୱାମୀ ଭେଙ୍କଟରମଣ]]
|</br>ମାର୍ଚ୍ଚ ୧୯୭୨ରେ ଶ୍ରୀ ସିଂହ [[ପଞ୍ଜାବ]]ର ମୁଖ୍ୟମନ୍ତ୍ରୀରୂପେ ନିର୍ବାଚିତ ହୋଇଥିଲେ ଏବଂ ୧୯୮୦ରେ ସେ କେନ୍ଦ୍ର ଗୃହମନ୍ତ୍ରୀ ପଦବୀ ମଣ୍ଡନ କରିଥିଲେ। <ref>{{Cite web |url=http://books.google.lk/books?id=nHnOERqf-MQC&pg=PA୨୧୭&lpg=PA୨୧୭&dq=%୨୨Giani+Zail+Singh%୨୨%୨Bpunjabi&source=bl&ots=PCVV୦gJqFJ&sig=W୦TBiEbR୦r୯ULzarnd୩୭JXiZIiA&hl=en&sa=X&oi=book_result&resnum=୮&ct=result#PPA୨୧୭,M୧ |title=India |accessdate=୩ ଜାନୁଆରୀ ୨୦୦୯ |last=Wolpert |first=Stanley A. |year=୧୯୯୯ |publisher=University of California Press |location= |page=୨୧୭ }}</ref>
|-
| ୮
| [[w:ଆର. ଭେଙ୍କଟରମଣ|ରାମସ୍ୱାମୀ ଭେଙ୍କଟରମଣ]]
| [[ଫାଇଲ:R Venkataraman.jpg|100px]]
| ୨୫ ଜୁଲାଇ ୧୯୮୭
| ୨୫ ଜୁଲାଇ ୧୯୯୨
| [[w:ଶଙ୍କର ଦୟାଲ ଶର୍ମା|ଶଙ୍କର ଦୟାଲ ଶର୍ମା]]
|୧୯୪୨ରେ ଶଙ୍କର ଦୟାଲ ଶର୍ମା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିବା ହେତୁରୁ ସେ ଇଂରେଜମାନଙ୍କଦ୍ୱାରା କାରାବାସ ବରଣ କରିଥିଲେ। <ref>{{cite news |first=Sanjoy|last=Hazarika |coauthors= |title=Man In The News; India's Mild New President: Ramaswamy Venkataraman |work=The New York Times |page= |date=୧୭ ଜୁଲାଇ ୧୯୮୭ |accessdate=୬ ଜାନୁଆରୀ ୨୦୦୯|quote= |url=http://query.nytimes.com/gst/fullpage.html?res=୯B୦DEEDD୧୨୩୯F୯୩୪A୨୫୭୫୪C୦A୯୬୧୯୪୮୨୬୦&n=Top/News/World/Countries%୨୦and%୨୦Territories/India }}</ref> କାରାବାସରୁ ମୁକ୍ତି ପାଇବା ପରେ ସେ ସ୍ୱାଧୀନ ଭାରତର ଅସ୍ଥାୟୀ ସଂସଦରେ କଂଗ୍ରେସ ଦଳର ସଦସ୍ୟ ରୂପେ ୧୯୫୦ରେ ନିର୍ବାଚିତ ହୋଇଥିଲେ ଓ ଫଳତଃ କେନ୍ଦ୍ର ସରକାରରେ ଯୋଗଦାନ କରିଥିଲେ। ସେଠାରେ ସେ ପ୍ରଥମେ ବିତ୍ତ ଓ ଶିଳ୍ପ ମନ୍ତ୍ରୀ ରୂପେ କାର୍ଯ୍ୟଗ୍ରହଣ କରିଥିଲେ ଓ ପରବର୍ତ୍ତୀ କାଳରେ ରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।<ref>{{cite web |url=http://vicepresidentofindia.nic.in/venkat.asp|title=Venkataraman, Shri R. |accessdate=୬ ଜାନୁଆରୀ ୨୦୦୯ |work= |publisher=Vice President's Secretariat |date= }}</ref>
|-
| ୯
| [[w:ଶଙ୍କର ଦୟାଲ ଶର୍ମା|ଶଙ୍କର ଦୟାଲ ଶର୍ମା]]
|
| ୨୫ ଜୁଲାଇ ୧୯୯୨
| ୨୫ ଜୁଲାଇ ୧୯୯୭
| [[w:କେ.ଆର.ନାରାୟଣନ|କୋଚେରିଲ ରମଣ ନାରାୟଣନ]]
|ଶ୍ରୀ ଶର୍ମା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଏବଂ କେନ୍ଦ୍ର ସୂଚନା ମନ୍ତ୍ରୀ ରହିଥିଲେ। ତା’ଛଡ଼ା ସେ [[ଆନ୍ଧ୍ର ପ୍ରଦେଶ]], [[ପଞ୍ଜାବ]] ଓ [[ମହାରାଷ୍ଟ୍ରର]] ରାଜ୍ୟପାଳ ରୂପେ କାମ କରିଥିଲେ।<ref>{{cite web |url=http://www.indianembassy.org/pic/PR_୧୯୯୯/ଡିସେମ୍ବର_୯୯/PR_Dec_୨୭(୧)_୧୯୯୯.html |title=Former President Dr. Shankar Dayal Sharma passes away |accessdate=୬ ଡିସେମ୍ବର ୨୦୦୮ |author=Navtej Sarna |publisher=Embassy of India, Washington D.C. |date=୨୭ ଡିସେମ୍ବର ୧୯୯୯ }}</ref>
|-
| ୧୦
| [[w:କେ.ଆର.ନାରାୟଣନ|କୋଚେରିଲ ରମଣ ନାରାୟଣନ]]
|
| ୨୫ ଜୁଲାଇ ୧୯୯୭
| ୨୫ ଜୁଲାଇ ୨୦୦୨
| [[w:ଡଃ. କୃଷ୍ଣ କାନ୍ତ|ଡଃ. କୃଷ୍ଣ କାନ୍ତ]]
|</br>ଶ୍ରୀ ନାରାୟଣ [[ଥାଇଲାଣ୍ଡ]], [[ତୁର୍କୀ]], [[ଚୀନ]] ଓ [[ଆମେରିକା|ସଂଯୁକ୍ର ରାଷ୍ଟ୍ର ଆମେରିକା]]ରେ [[ଭାରତ]]ର ରାଜଦୂତଭାବେ କାମ କରିଥିଲେ । ସେ ବିଜ୍ଞାନ ଓ ଆଇନରେ ଡକ୍ଟରେଟ ପଦବୀ ପାଇଥିଲେ ଓ ଅନେକ ବିଶ୍ୱବିଦ୍ୟାଳୟର କୁଳପତିଥିଲେ।<ref>{{cite web |url=http://vicepresidentofindia.nic.in/krn.asp |title=Narayanan, Shri K, R |accessdate=୬ ଡିସେମ୍ବର ୨୦୦୮ |work= |publisher=Vice President's Secretariat |date= }}</ref> ସେ ଜବାହରଲାଲ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ରହିଥିଲେ। <ref>{{Cite web |url=http://www.nuke.humanrightskerala.com/modules.php?op=modload&name=News&file=article&sid=୫୦୯୭ |title=The BJP's aim was to get rid of me |accessdate=୬ ଜାନୁଆରୀ ୨୦୦୯ |work= |publisher=Confederation of Human Rights Organizations |date=}}</ref>
|-
| ୧୧
| [[w:ଡଃ. ଏ.ପି.ଜେ. ଅବଦୁଲ କାଲାମ|ଡଃ. ଏ.ପି.ଜେ. ଅବଦୁଲ କାଲାମ]]
| [[ଫାଇଲ:A P J Abdul Kalam.jpg|100px]]
| ୨୫ ଜୁଲାଇ ୨୦୦୨
| ୨୫ ଜୁଲାଇ ୨୦୦୭
| [[w:ଭୈରୋଁ ସିଂ ଶେଖାୱତ|ଭୈରୋଁ ସିଂ ଶେଖାୱତ]]
| ଡଃ. କାଲାମ ଜଣେ ବୈଜ୍ଞାନିକ । ସେ ଭାରତୀୟ କ୍ଷେପଣାସ୍ତ୍ର ଓ ଆଣବିକ ଅସ୍ତ୍ରର ଅନୁସନ୍ଧାନ ଓ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। <ref>{{cite book |title=Prisoners of the Nuclear Dream |last=Ramana |first=M. V. |authorlink= |coauthors=Reddy, C. Rammanohar |year=୨୦୦୨ |publisher=Orient Longman |location=New Delhi |isbn= |page=୧୬୯ |url=http://books.google.com/books?id=IjZA-bQde୧wC&pg=RA୧-PA୧୬୯&dq=%୨୨Abdul+Kalam%୨୨+%୨୨%୨୨Pokhran-II%୨୨&ei=R୬niSOzbDI୩gtgPx୦tiOBw&sig=ACfU୩U୦vTUY୪GkXlltbzgECN୯୮hWD୮A୬zQ }}</ref> ସେ ଭାରତ ରତ୍ନ ଉପାଧି ପାଇଛନ୍ତି।
|-