"ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲେଉଟାଣି ହଟାଗଲା
୧ କ ଧାଡ଼ି:
{{/ଉପରପଟି}}
__NOTOC__

୧୯୩୬ ମ‌ସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଭାରତରେ ଭାଷା ଭିତ୍ତିରେ ଏକ ପ୍ରଦେଶ ଗଠନ ହେବା କ୍ଷେତ୍ରରେ ପ୍ରଥମ । ଏହି ଦିବସ ଓଡ଼ିଶା ରାଜ୍ୟ ଓ ଓଡ଼ିଆ ଭାଷାର ଇ‌ତିହାସରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ଓଡ଼ିଆ ଉଇକିପିଡ଼ିଆର ଅଗଣିତ ପାଠକ ଓ ଏଥିରେ ଭାଗନେଇ ନିରବଚ୍ଛିନ୍ନ ଭାବେ ଇଣ୍ଟରନେଟର ଏହି ଜ୍ଞାନ‌କୋଷ ଜରିଆରେ ଜ୍ଞାନର ବିତରଣ ପାଇଁ ଯେଉଁ ଉଇକିଆଳିଗଣ ସ୍ୱେଚ୍ଛାରେ ଏହାକୁ ସମ୍ପାଦନା କରିଚାଲିଛନ୍ତି ସେ ସମସ୍ତଙ୍କ ମିଳିତ ସ‌ହ‌ଯୋଗରେ ଏ ଏକ ଦୁଇଦିନିଆ ଉତ୍ସବ । ଏହା ଓଡ଼ିଆ ଭାଷା, ଲିପି ଓ ଜାତୀୟତା ତ‌ଥା ଓଡ଼ିଆ ଭାଷାକୁ ଡିଜିଟାଲ ମାଧ୍ୟମରେ କିପରି ଅଧିକ ଲୋକଙ୍କ ପାଖରେ ପ‌ହ‌ଞ୍ଚାଯାଇପାରିବ ତାହା ନିମନ୍ତେ । ଏଥିରେ ଭାଷା, ଲିପି ଗବେଷକ, ଗଣମାଧ୍ୟମର ବରିଷ୍ଠ କର୍ମକର୍ତ୍ତାଗଣ, କମ୍ପ୍ୟୁଟର ଓ ଇଣ୍ଟରନେଟ ମାଧ୍ୟମରେ ଓଡ଼ିଆ ଭାଷାର ବିକାଶ ପାଇଁ ଗବେଷଣା କରୁଥିବା ଗବେଷକ ମାନଙ୍କୁ ଯୋଗଦେଇ ମିଳିତ ଭାବରେ କିପରି ଓଡ଼ିଆ ଭାଷାର ବିକାଶରେ ନାନାଦି ସାଧନ ନିର୍ମାଣ କରାଯାଇପାରିବ ସେ ବାବଦରେ ଅଧିକ ଆଲୋଚନା ଓ ପ୍ରକଳ୍ପରେ ଭାଗନେବାପାଇଁ [[ଉଇକିପିଡ଼ିଆ:ମେଳଣ/ଓଡ଼ିଶା ଦିବସ ୨୦୧୪/ଆମନ୍ତ୍ରଣ|ଆମନ୍ତ୍ରଣ]] କରାଯାଉଛି ।

;'''ଓଡ଼ିଆ ଭାଷା ଓ ଶାସ୍ତ୍ରୀୟ ମାନ୍ୟତା'''
୨୨ କ ଧାଡ଼ି:

;'''[[ଉଇକିପିଡ଼ିଆ:ମେଳଣ/ଓଡ଼ିଶା ଦିବସ ୨୦୧୪/କାର୍ଯ୍ୟକ୍ରମ/ଓଡ଼ିଆ ଉଇକିପିଡ଼ିଆର ଯାତ୍ରା ଓ ଭବିଷ୍ୟତ|ଓଡ଼ିଆ ଉଇକିପିଡ଼ିଆର ଯାତ୍ରା ଓ ଭବିଷ୍ୟତ]]'''
<gallery mode=packed-hover heights=150px>
File:Mrutyunjaya Kar.jpg|'''ମୃତ୍ୟୁଞ୍ଜୟ କର'''
ଓଡ଼ିଆ ଉଇକିପିଡ଼ିଆର ପରିଚାଳକ ଓ କାର୍ଯ୍ୟକ୍ରମ ସଂଯୋଜକ
୨୮ କ ଧାଡ଼ି:
</gallery>

{{:ଉଇକିପିଡ଼ିଆ:ମେଳଣ/ଓଡ଼ିଶା ଦିବସ ୨୦୧୪/ସଂକ୍ଷିପ୍ତ କାର୍ଯ୍ୟକ୍ରମ}}

୬୩ କ ଧାଡ଼ି:

[[ଶ୍ରେଣୀ:ଉଇକିପିଡ଼ିଆ:ମେଳଣ/ଓଡ଼ିଶା ଦିବସ ୨୦୧୪]]