"ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ବଦଳଗୁଡ଼ିକରେ କିଛି ଭୁଲ ଥିଲେ ଦୟାକରି ସୁଧାରିଦେବେ
୧ କ ଧାଡ଼ି:
{{/ଉପରପଟି}}
__NOTOC__

୧୯୩୬ ମ‌ସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଭାରତରେ ଭାଷା ଭିତ୍ତିରେ ଏକ ପ୍ରଦେଶ ଗଠନ ହେବା କ୍ଷେତ୍ରରେ ପ୍ରଥମ । ଏହି ଦିବସ ଓଡ଼ିଶା ରାଜ୍ୟ ଓ ଓଡ଼ିଆ ଭାଷାର ଇ‌ତିହାସରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ଓଡ଼ିଆ ଉଇକିପିଡ଼ିଆର ଅଗଣିତ ପାଠକ ଓ ଏଥିରେ ଭାଗନେଇ ନିରବଚ୍ଛିନ୍ନ ଭାବେ ଇଣ୍ଟରନେଟର ଏହି ଜ୍ଞାନ‌କୋଷ ଜରିଆରେ ଜ୍ଞାନର ବିତରଣ ପାଇଁ ଯେଉଁ ଉଇକିଆଳିଗଣ ସ୍ୱେଚ୍ଛାରେ ଏହାକୁ ସମ୍ପାଦନା କରିଚାଲିଛନ୍ତି ସେ ସମସ୍ତଙ୍କ ମିଳିତ ସ‌ହ‌ଯୋଗରେ ଏ ଏକ ଦୁଇଦିନିଆ ଉତ୍ସବ । ଏହା ଓଡ଼ିଆ ଭାଷା, ଲିପି ଓ ଜାତୀୟତା ତ‌ଥା ଓଡ଼ିଆ ଭାଷାକୁ ଡିଜିଟାଲ ମାଧ୍ୟମରେ କିପରି ଅଧିକ ଲୋକଙ୍କ ପାଖରେ ପ‌ହ‌ଞ୍ଚାଯାଇପାରିବ ତାହା ନିମନ୍ତେ । ଏଥିରେ ଭାଷା, ଲିପି ଗବେଷକ, ଗଣମାଧ୍ୟମର ବରିଷ୍ଠ କର୍ମକର୍ତ୍ତାଗଣ, କମ୍ପ୍ୟୁଟର ଓ ଇଣ୍ଟରନେଟ ମାଧ୍ୟମରେ ଓଡ଼ିଆ ଭାଷାର ବିକାଶ ପାଇଁ ଗବେଷଣା କରୁଥିବା ଗବେଷକ ମାନଙ୍କୁ ଯୋଗଦେଇ ମିଳିତ ଭାବରେ କିପରି ଓଡ଼ିଆ ଭାଷାର ବିକାଶରେ ନାନାଦି ସାଧନ ନିର୍ମାଣ କରାଯାଇପାରିବ ସେ ବାବଦରେ ଅଧିକ ଆଲୋଚନା ଓ ପ୍ରକଳ୍ପରେ ଭାଗନେବାପାଇଁ [[ଉଇକିପିଡ଼ିଆ:ମେଳଣ/ଓଡ଼ିଶା ଦିବସ ୨୦୧୪/ଆମନ୍ତ୍ରଣ|ଆମନ୍ତ୍ରଣ]] କରାଯାଉଛି ।

=== ;'''ଓଡ଼ିଆ ଭାଷା ଓ ଶାସ୍ତ୍ରୀୟ ମାନ୍ୟତା''' ===

=== '''ଓଡ଼ିଆ ଭାଷା ଓ ଶାସ୍ତ୍ରୀୟ ମାନ୍ୟତା''' ===
ଓଡ଼ିଆ ଭାଷା ଏବେ ଶାସ୍ତ୍ରୀୟ ମାନ୍ୟତା ପାଇଛି । ତେବେ ବର୍ତ୍ତମାନ କମ୍ପ୍ୟୁଟରରେ ତଥ୍ୟ ଖୋଜିବାରେ ଅଭ୍ୟସ୍ତ ଆଧୁନିକ ପିଢ଼ି ପାଇଁ ଏହାର ଉପୋଯୋଗୀତା କେତେ?

Line ୧୨ ⟶ ୧୦:
File:Subrat Prusty01.jpg|'''ଡଃ. ସୁବ୍ରତ ପୃଷ୍ଟି'''
ଓଡ଼ିଆ ଭାଷା ଗବେଷକ
</gallery>

=== ;'''ଓଡ଼ିଆ ଓ ମିଡ଼ିଆ''' ===
ମିଡ଼ିଆ ଓ ଶିକ୍ଷାକ୍ଷେତ୍ରରେ ଓଡ଼ିଆ ଭାଷାର ସ୍ଥିତି, ଉପ‌ଯୋଗୀତା, ଆବଶ୍ୟକୀୟ ପଦଃକ୍ଷେପ ।
<gallery mode=packed-hover heights=150px>
File:Sampad Mohapatra.JPG|'''ସମ୍ପଦ ମହାପାତ୍ର'''
ବରିଷ୍ଠ ସାମ୍ବାଦିକ
File:Dr.Gourahari Das cropped.JPG|'''ଗୌରହରି ଦାସ'''
ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ କଥାକାର ଓ '''ସମ୍ବାଦ ସ୍କୁଲ ଅଫ ମିଡ଼ିଆ'''ର ଅଧ୍ୟକ୍ଷ

{{ଉଇକିପିଡ଼ିଆ:କର୍ମଶାଳା/ତାଲିକା}}
[[ଶ୍ରେଣୀ:ଉଇକିପିଡ଼ିଆ:ମେଳଣ/ଓଡ଼ିଶା ଦିବସ ୨୦୧୪]]