"କର୍ଣ୍ଣାଟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୭୨ କ ଧାଡ଼ି:
 
'''କର୍ଣ୍ଣାଟକ'''(କନ୍ନଡ: ಕರ್ನಾಟಕ) ଦକ୍ଷିଣ-ପଶ୍ଛିମ ଭାରତର ଏକ ରାଜ୍ୟ। ୧୯୫୬ ମସିହା ନଭେମ୍ବର ୧ ତାରିଖରେ ରାଜ୍ୟ ପୂନଗଠନ ଆଇନ ବଳରେ ଏହି ରାଜ୍ୟ ସ୍ଥାପିତ ହୋଇଥିଲା। ଏହାର ପୁର୍ବନାମ ମହୀଶୁର ଥିଲା। ୧୯୭୩ ମସିହାରେ ଏହାର ନୂତନ ନାମକରଣ ହେଲା କର୍ଣ୍ଣାଟକ।
କର୍ଣ୍ଣାଟକର ପଶ୍ଚିମରେ ଆରବସାଗର, ଉତ୍ତର-ପଶ୍ଚିମରେ ଗୋଆ,ଉତ୍ତରରେ ମହାରାଷ୍ଟ୍ର, ପୂର୍ବରେ ଆନ୍ଧ୍ରପ୍ରଦେଶ, ଦକ୍ଷିଣ-ପୂର୍ବରେ ତାମିଲନାଡୁ ଓ ଦକ୍ଷିଣ-ପଶ୍ଚିମରେ କେରଳ ଅବସ୍ଥିତ। ରାଜ୍ୟର ମୋଟ ଆୟତନ ୧୯୧୯୭୬୧୯୧୭୯୧ ବର୍ଗକିଲୋମିଟର ଓ ଭାରତର ମୋଟ ଆୟତନର ୫.୮୩ ପ୍ରତିଶତ। ଏହି ରାଜ୍ୟର ଜିଲ୍ଲା ସଂଖ୍ୟା ୩୦ ଓ ସରକାରୀ ଭାଷା କନ୍ନଡ
== ଭୂଗୋଳ ==
==ଇତିହାସ==