"କ୍ୟାମେରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨ କ ଧାଡ଼ି:
[[ଫାଇଲ:Praktica.jpg|thumb|right|କ୍ୟାମେରା]]
 
[[ଫଟୋ]] ବା ଚିତ୍ର ଉତ୍ତୋଳନ କରୁଥିବା ଉପକରଣକୁ '''କ୍ୟାମେରା''' କୁହାଯାଏ । ଏହା ଫିଲ୍ମ୍‌ ବା ଇଲେକ୍ଟ୍ରୋନିକ୍‌ର ବ୍ୟବହାର କରି ଚିତ୍ର ତିଆରି କରିଥାଏ । ଗୋଟିଏ ଲେନ୍ସ୍‌ ଫିଲ୍ମ୍‌ ବା ଇଲେକ୍ଟ୍ରୋନିକ୍‌ ଛବି ସୃଷ୍ଟି କରିଥାଏ ।
 
ଥରକରେ ଗୋଟିଏ ଛବି ଉତ୍ତୋଳନ କରୁଥିବା କ୍ୟାମେରାକୁ ସ୍ଥିରଚିତ୍ର ବା ଷ୍ଟିଲ୍‌ କ୍ୟାମେରା କୁହାଯାଏ । ଲଗାତାର୍‌ ଏକାଧିକ ଛବି ଉତ୍ତୋଳନ କରୁଥିବା କ୍ୟାମେରାକୁ ମୁଭି କ୍ୟାମେରା କୁହାଯାଏ । ଭିଡିଓ ନେଇ ପାରୁଥିବା କ୍ୟାମେରାକୁ ଭିଡିଓ କ୍ୟାମେରା ବା କ୍ୟାମ୍‌କୋଡର୍‌ କୁହାଯାଏ । ଫୋନ୍‌ରେ କ୍ୟାମେରା ଥିଲେ ତାହାକୁ କ୍ୟାମେରା ଫୋନ୍‌ କୁହାଯାଏ ।
"https://or.wikipedia.org/wiki/କ୍ୟାମେରା"ରୁ ଅଣାଯାଇଅଛି