"ଆଲୋଚନା:ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୭ କ ଧାଡ଼ି:
 
:::ଠିକ ଅଛି ଭାଇ, ଆପଣଙ୍କ ମତ ପ୍ରଣିଧାନ ଯୋଗ୍ୟ । ଏହି ଲେଖାରୁ ବହୁତ ତଥ୍ୟ ମୂଳ ପ୍ରସଙ୍ଗକୁ ନେଇଯିବା ଠିକ ହେବ । ଯେପରିକି ମୁଖବନ୍ଧ ବାବଦରେ କିଛି ଓ ସଂପୂର୍ଣ୍ଣ ମୌଲିକ ବୈଶିଷ୍ଟ୍ୟ । ଏହି ଲେଖାଟିକୁ ଏକ ସହୋଯୋଗୀ ଛୋଟିଆ ଲେଖା ଭାବେ ରଖିପାରିବା । ତେବେ ମୂଳ ଲେଖକଙ୍କୁ ଅନୁରୋଧ କରିଦେଇଛି । ସେ ଏଥିରେ ମତ ଦିଅନ୍ତୁ ଓ ଯଦି ଆବଶ୍ୟକ merging କରିବାରେ ବି ସହଯୋଗ କରନ୍ତୁ । ଏହି ବିଷୟ ବାବଦରେ ତାଙ୍କର ଭଲ ଧାରଣା ଅଛି । ଆମେ ତାଙ୍କ ମତାମତ ପାଇଁ ଟିକିଏ ଅପେକ୍ଷା କରିବା ଠିକ ହେବ ।--[[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|<font color="green">''ଶିତିକଣ୍ଠ''</font>]] ([[ବ୍ୟବହାରକାରୀଙ୍କ ଆଲୋଚନା:ଶିତିକଣ୍ଠ ଦାଶ|ଆଲୋଚନା]]) ୦୩:୧୭, ୧୨ ମାର୍ଚ୍ଚ ୨୦୧୪ (UTC)
 
:::: ଯଦି ପ୍ରସଙ୍ଗର ନାମ ପରିବର୍ତ୍ତନର ପ୍ରସ୍ତାବ ଆସିଛି, ତେବେ '''ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ''' ରଖିଲେ ଭଲ ହେବ । ଭାରତୀୟ ସମ୍ବିଧାନର ଶିରୋନାମା ମୋତେ ଠିକ୍‌ ଲାଗୁନାହିଁ, ଯେହେତୁ ତାହା ଏକ ବୃହତ୍‌ ପ୍ରସଙ୍ଗ ଏବଂ ଏହି ପ୍ରସଙ୍ଗଟି ଏକ ଉପକ୍ରମଣିକା ଭାବେ ମୁଁ ଲେଖିଥିଲି । --[[ବ୍ୟବହାରକାରୀ:Gorvachove|Gorvachove]] ([[ବ୍ୟବହାରକାରୀଙ୍କ ଆଲୋଚନା:Gorvachove|ମୋ ଆଲୋଚନା]]) ୧୬:୦୮, ୧୨ ମାର୍ଚ୍ଚ ୨୦୧୪ (UTC)
Return to "ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" page.