"ଉତ୍କଳ ବ୍ରାହ୍ମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୩ କ ଧାଡ଼ି:
 
== ଶାସ୍ତ୍ରୀୟ ପ୍ରମାଣ ==
{{ଗପ}}
ଶିବ ପୁରାଣ,କାଶ୍ମୀର ରାଜାଙ୍କ ଦରବାରରେ କବି କହ୍ଳଣଙ୍କ ଦ୍ଵାରା ରଚିତ ରାଜତରଙ୍ଗିଣୀ ଅନୁସାରେ(୧୨ଶ ଶତାବ୍ଦୀ) ସନାତନ ହିନ୍ଦୁବ୍ରାହ୍ମଣ ମାନେ ଭୌଗୋଳିକ ଭାବରେ ୧୦ ଭାଗ ରେ ବିଭକ୍ତ। ଯଥା-ସାରସ୍ଵତ,କାନ୍ୟକୁବ୍ଜ, ଗୌଡ, ମୈଥିଳ,ଉତ୍କଳ(ପଞ୍ଚ ଗୌଡ) ଏବଂ ଗୁର୍ଜ୍ଜର,ମହାରାଷ୍ଟ୍ର, ତୈଲଙ୍ଗ, କର୍ଣ୍ଣାଟ,ଦ୍ରାବିଡ଼(ପଞ୍ଚ ଦ୍ରାବିଡ଼)।