"ଉତ୍କଳ ବ୍ରାହ୍ମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ wikidify using AWB
No edit summary
୧୮ କ ଧାଡ଼ି:
 
== ମୁକ୍ତିମଣ୍ଡପ ପଣ୍ଡିତସଭା ==
[[ପୁରୀ]] [[ଶ୍ରୀମନ୍ଦିର]] ପରିସରରେ ଥିବା ମୁକ୍ତିମଣ୍ଡପ ଉତ୍କଳବ୍ରାହ୍ମଣମାନଙ୍କର ଗୋଟିଏ ମୁଖ୍ୟ ଅନୁଷ୍ଠାନ। ଗୋବର୍ଦ୍ଧନମଠର ପୀଠାଧିପତି ଶଙ୍କରାଚାର୍ଯ୍ୟ ଏହାର ମୁଖ୍ୟ ବ୍ୟବସ୍ଥାପକ ଓ ସଞ୍ଚାଳକ। [[ଓଡ଼ିଶା]]ର ହିନ୍ଦୁସମାଜ ରେ ଘଟୁଥିବା ସମସ୍ତ ଧାର୍ମିକ ସମସ୍ୟା ଯଥା ଜାତିଆଣ ବିବାଦ, ପ୍ରାୟଶ୍ଚିତ୍ତ, ଗୋତ୍ରାଦି ବିଚାର, ଅଶୌଚ ବିଚାରାଦି କରାଯାଏ । ମଣ୍ଡପରେ କପିଳେନ୍ଦ୍ର ଦେବ ଓ ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ଅନେକ ପୁନଃନିର୍ମାଣ କରାଯାଇଥିଲା । [[ପୁରୀ]] ନିକଟବର୍ତ୍ତୀ ୧୬ଟି ବ୍ରାହ୍ମଣ ଗ୍ରାମକୁ ଷୋହଳ ଶାସନ ନାମ ଦିଆହୋଇଛି । ଏହିସବୁ ଗ୍ରାମର ପଣ୍ଡିତମାନେ ମୁକ୍ତିମଣ୍ଡପର ଅଧ୍ୟକ୍ଷତା କରନ୍ତି ।<ref>cf.http://www.harekrsna.com/sun/features/01-10/features1602.htm.</ref>
 
== ଉତ୍କଳ ବ୍ରାହ୍ମଣଙ୍କ ଶ୍ରେଣୀବିଭାଗ ==