"ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
__NOTOC__
== ==
୧୯୩୬ ମ‌ସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଭାରତରେ ଭାଷା ଭିତ୍ତିରେ ଏକ ପ୍ରଦେଶ ଗଠନ ହେବା କ୍ଷେତ୍ରରେ ପ୍ରଥମ । ଏହି ଦିବସ ଓଡ଼ିଶା ରାଜ୍ୟ ଓ ଓଡ଼ିଆ ଭାଷାର ଇ‌ତିହାସରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ଓଡ଼ିଆ ଉଇକିପିଡ଼ିଆର ଅଗଣିତ ପାଠକ ଓ ଏଥିରେ ଭାଗନେଇ ନିରବଚ୍ଛିନ୍ନ ଭାବେ ଇଣ୍ଟରନେଟର ଏହି ଜ୍ଞାନ‌କୋଷ ଜରିଆରେ ଜ୍ଞାନର ବିତରଣ ପାଇଁ ଯେଉଁ ଉଇକିଆଳିଗଣ ସ୍ୱେଚ୍ଛାରେ ଏହାକୁ ସମ୍ପାଦନା କରିଚାଲିଛନ୍ତି ସେ ସମସ୍ତଙ୍କ ମିଳିତ ସ‌ହ‌ଯୋଗରେ ଏ ଏକ ଦୁଇଦିନିଆ ଉତ୍ସବ । ଏହା ଓଡ଼ିଆ ଭାଷା, ଲିପି ଓ ଜାତୀୟତା ତ‌ଥା ଓଡ଼ିଆ ଭାଷାକୁ ଡିଜିଟାଲ ମାଧ୍ୟମରେ କିପରି ଅଧିକ ଲୋକଙ୍କ ପାଖରେ ପ‌ହ‌ଞ୍ଚାଯାଇପାରିବ ତାହା ନିମନ୍ତେ । ଏଥିରେ ଭାଷା, ଲିପି ଗବେଷକ, ଗଣମାଧ୍ୟମର ବରିଷ୍ଠ କର୍ମକର୍ତ୍ତାଗଣ, କମ୍ପ୍ୟୁଟର ଓ ଇଣ୍ଟରନେଟ ମାଧ୍ୟମରେ ଓଡ଼ିଆ ଭାଷାର ବିକାଶ ପାଇଁ ଗବେଷଣା କରୁଥିବା ଗବେଷକ ମାନଙ୍କୁ ଯୋଗଦେଇ ମିଳିତ ଭାବରେ କିପରି ଓଡ଼ିଆ ଭାଷାର ବିକାଶରେ ନାନାଦି ସାଧନ ନିର୍ମାଣ କରାଯାଇପାରିବ ସେ ବାବଦରେ ଅଧିକ ଆଲୋଚନା ଓ ପ୍ରକଳ୍ପରେ ଭାଗନେବାପାଇଁ ଆମନ୍ତ୍ରଣ କରାଯାଉଛି ।
{{/କାର୍ଯ୍ୟକ୍ରମ}}