"ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪୦ କ ଧାଡ଼ି:
| <!--T:10-->
ପ୍ରଥମ ଦିବସ: ୨୯ ମାର୍ଚ୍ଚ ୨୦୧୪<br />
ଅଧିବେଶନ : [[ଉଇକିପିଡ଼ିଆ:ମେଳଣ/ଓଡ଼ିଶା_ଦିବସ_୨୦୧୪#ପ୍ରଥମ_ଦିବସ:_୨୯_ମାର୍ଚ୍ଚ_୨୦୧୪#ଅଧିବେଶନ|ସକାଳ ୧୦ - ଅପରାହ୍ଣ ୧୨]] || <!--T:11-->
ପ୍ରେସ ଅଲୋଚନା: [[ଉଇକିପିଡ଼ିଆ:ମେଳଣ/ଓଡ଼ିଶା_ଦିବସ_୨୦୧୪#ପ୍ରଥମ_ଦିବସ#ପ୍ରେସ ଅଲୋଚନା|ଅପରାହ୍ଣ ୧୨ - ଅପରାହ୍ଣ ୧:୩୦]] || <!--T:12-->
କର୍ମଶାଳା: [[ଉଇକିପିଡ଼ିଆ:ମେଳଣ/ଓଡ଼ିଶା_ଦିବସ_୨୦୧୪#ପ୍ରଥମ_ଦିବସ#କର୍ମଶାଳା|ଅପରାହ୍ଣ ୨:୩୦ - ଅପରାହ୍ଣ ୪:୩୦]] || <br />
୫୭ କ ଧାଡ଼ି:
</div>
</div>
<div class="joinus">
୧୯୩୬ ମ‌ସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଭାରତରେ ଭାଷା ଭିତ୍ତିରେ ଏକ ପ୍ରଦେଶ ଗଠନ ହେବା କ୍ଷେତ୍ରରେ ପ୍ରଥମ । ଏହି ଦିବସ ଓଡ଼ିଶା ରାଜ୍ୟ ଓ ଓଡ଼ିଆ ଭାଷାର ଇ‌ତିହାସରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ଓଡ଼ିଆ ଉଇକିପିଡ଼ିଆର ଅଗଣିତ ପାଠକ ଓ ଏଥିରେ ଭାଗନେଇ ନିରବଚ୍ଛିନ୍ନ ଭାବେ ଇଣ୍ଟରନେଟର ଏହି ଜ୍ଞାନ‌କୋଷ ଜରିଆରେ ଜ୍ଞାନର ବିତରଣ ପାଇଁ ଯେଉଁ ଉଇକିଆଳିଗଣ ସ୍ୱେଚ୍ଛାରେ ଏହାକୁ ସମ୍ପାଦନା କରିଚାଲିଛନ୍ତି ସେ ସମସ୍ତଙ୍କ ମିଳିତ ସ‌ହ‌ଯୋଗରେ ଏ ଏକ ଦୁଇଦିନିଆ ଉତ୍ସବ । ଏହା ଓଡ଼ିଆ ଭାଷା, ଲିପି ଓ ଜାତୀୟତା ତ‌ଥା ଓଡ଼ିଆ ଭାଷାକୁ ଡିଜିଟାଲ ମାଧ୍ୟମରେ କିପରି ଅଧିକ ଲୋକଙ୍କ ପାଖରେ ପ‌ହ‌ଞ୍ଚାଯାଇପାରିବ ତାହା ନିମନ୍ତେ । ଏଥିରେ ଭାଷା, ଲିପି ଗବେଷକ, ଗଣମାଧ୍ୟମର ବରିଷ୍ଠ କର୍ମକର୍ତ୍ତାଗଣ, କମ୍ପ୍ୟୁଟର ଓ ଇଣ୍ଟରନେଟ ମାଧ୍ୟମରେ ଓଡ଼ିଆ ଭାଷାର ବିକାଶ ପାଇଁ ଗବେଷଣା କରୁଥିବା ଗବେଷକ ମାନଙ୍କୁ ଯୋଗଦେଇ ମିଳିତ ଭାବରେ କିପରି ଓଡ଼ିଆ ଭାଷାର ବିକାଶରେ ନାନାଦି ସାଧନ ନିର୍ମାଣ କରାଯାଇପାରିବ ସେ ବାବଦରେ ଅଧିକ ଆଲୋଚନା ଓ ପ୍ରକଳ୍ପରେ ଭାଗନେବାପାଇଁ ଆମନ୍ତ୍ରଣ କରାଯାଉଛି ।
 
__NOTOC__
== ପ୍ରଥମ ଦିବସ: ୨୯ ମାର୍ଚ୍ଚ ୨୦୧୪ ==