"ମିର୍ଜା ଗାଲିବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
ପରିଚୟ
{{ଛୋଟ|Ghalib}}
 
ମିର୍ଜା ଗାଲିବ ଉର୍ଦ୍ଦୁଭାଷାର ଲୋକପ୍ରିୟ ଶାୟର ବା କବି ଥିଲେ | ସେ ବହୁତ ଗଜଲ ଓ ନେଜମେଁ ଲେଖିଥିଲେ | ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟ ଉପରେ ସବୁଠାରୁ ଅଧିକ ସମାଲୋଚନାତ୍ମକ ପୁସ୍ତକମାନ ଲେଖାଯାଇଛି |
ମିର୍ଜା ଗାଲିବ ୧୭୯୭ ମସିହାରେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ |
==ଆଧାର==
 
{{ଆଧାର}}
ପିଲାଦିନ
[[ଶ୍ରେଣୀ:୧୭୯୭ ଜନ୍ମ]]
 
[[ଶ୍ରେଣୀ:୧୮୬୯ ମୃତ୍ୟୁ]]
ମିର୍ଜାଙ୍କ ବାପା ପରିବାର ସହ ସମରକନ୍ଦରୁ ଆଗ୍ରାରୁ ଚାଲି ଆସିଥିଲେ | ବାପାଙ୍କ ମୃତ୍ୟୁ ପରେ ଗାଲିବଙ୍କ ପରିବାର ତାଙ୍କ ଦାଦାଙ୍କ ଦେଖାଶୁଣାରେ ରହିଲେ | ଗାଲିବ ଆଗ୍ରାରେ ପାଠ ପଢିବାକୁ ଲାଗିଲେ | ମାତ୍ର ୧୦ କି ୧୧ ବର୍ଷ ବୟସରୁ ସେ ଶାୟରୀ ରଚନା କରି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ | ସେ ମୁଲ୍ଲାଅବଦୁଲ ସମଦ ଇରାନୀଙ୍କ ଠାରୁ ପାର୍ଶୀ ମଧ୍ୟ ଶିକ୍ଷା କରିବାକୁ ଲାଗିଲେ | ମାତ୍ର ୧୩ ବର୍ଷ ବୟସରେ ତାଙ୍କର ବିବାହ ହୋଇଯାଇଥିଲା |
{{ଅଧାଗଢ଼ା}}
 
ପରବର୍ତୀ ଜୀବନ
 
୧୮୧୦ ରେ ଦିଲ୍ଲୀରେ ସ୍ଥାୟୀ ଭାବେ ବସବାସ କରିବାକୁ ଲାଗିଲେ | ସେଠାରେ ସେ ଶହଶହ ଶାୟରୀ ରଚନା କରିଥିଲେ | ଅର୍ଥାଭାବରୁ ସେ ରୁଣକରି ଚଳୁଥିଲେ | ଆର୍ଥିକ ସଙ୍କଟ ଏବଂ ରୁଗ୍ମ ସ୍ୱାସ୍ଥାବସ୍ଥା ଯୋଗୁଁ ୧୮୬୮ ରେ ତାଙ୍କ ମହାପ୍ରାୟାଣ ଘଟିଥିଲା | ଗାଲିବଙ୍କ ଅଧିକାଂଶ ଶାୟରୀ କଳ୍ପନାଯୁକ୍ତ ହେବାସହ ନୂତନ ବିଚାରଧାରା ସମ୍ପର୍ଣ ଥିଲା | ନୂଆ ଉପମା ଆଦିର ବ୍ୟବହାର ତାଙ୍କ ରଚନା ଗୁଡିକୁ ଏକ ନୂତନ ପରିଚୟ ଦେଇଥିଲା | ତେବେ ତାଙ୍କ ମୃତ୍ୟୁର ୩୦ ବର୍ଷପରେ ତାଙ୍କ ଲେଖା ଗୁଡିକୁ ପ୍ରକୃତ ସମ୍ମାନ ମିଳିଲା |
 
ତାଙ୍କର ଏକ ପ୍ରସିଦ୍ଧ ପଙ୍କତି ହେଲା
 
ଥା ଜୀନ୍ଦଗୀ ମେଁ ଖଟକା ଲଗା ହୁଆ
ଉଡବସେ ପେସ୍ତାରଭି ମେରା ରଙ୍ଗ ଜବ ଦିଆ |